Sign in
Sign in
Recover your password.
A password will be e-mailed to you.
ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ଯବାନ
କୋମନା/ଭାଗିରଥି ଭୋଇ: ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ।ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା ବରକୋଟରେ ରହିଛି ଏକ ସିଆରପିଏଫ କ୍ୟାମ୍ପ । ଏଠାରେ ସୋମବାର…
ସପ୍ତ ଭଗ୍ନୀପୀଠ ରେ ଗବେଷକ ଦଳ ।
ପଦ୍ମପୁର(ଶାସକପ୍ରଶାସକ)-କିଛି ଦିନ ତଲେ ବରଗଡ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁରେନ୍ଦ୍ର ହୋତା ସୋସିଆଲ ମିଡିଆରେ "ଟଣ୍ଢେଇ ମାନଙ୍କ ସୁରକ୍ଷା ଆବଶ୍ୟକ" ଶିର୍ଷକ ଖବର ପୋଷ୍ଟ କରିଥିଲେ। ଯେଉଁ ଥିରେ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁ ର ଇଷ୍ଟଦେବୀ ମାଁ ସପ୍ତଭଗ୍ନୀ ପୀଠ ଉପରେ…
ବ୍ରାଉନ ସୁଗର ଜବତ;୩ ଗିରଫ
ପୁରୀ/ଅନିମେଶ ପଟ୍ଟନାୟକ : ସହରରେ ବଢି ଚାଲିଛି ବ୍ରାଉନ ସୁଗାର କାରବାର । ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ମାନେ ହେଲେ…
ଦୁଇ ଛାତ୍ରୀ ପାଇଲେ ମେଧା ବୃତ୍ତି ।
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଦୁଇ ଛାତ୍ରୀ ଅର୍ଚିତା ପାତ୍ର ଏବଂ ସୁଶ୍ରୀଆଂଶି ପାତ୍ର ୨୦୨୧-୨୨ ବର୍ଷ ରେ ପଞ୍ଚମ ଶ୍ରେଣୀ ରେ ମେଧାବୃତ୍ତି ପାଇଛନ୍ତି। ସୂଚନା ନୁସାରେ ଏହି ଦୁଇ ଝିଅ ୨୦୧୯-୨୦ ରେ ତୃତୀୟ…
ଆରପାରିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶାନ୍ତି ଦେବୀ
ଗୁଣୁପୁର (ସନ୍ତୋଷ ଚୌଧୁରୀ) : ଆଉ ନାହାନ୍ତି ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ସମ୍ମାନରେ ବିଭୂଷିତା ଶାନ୍ତି ଦେବୀ | ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତି ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି | ତାଙ୍କୁ ୮୮ବର୍ଷ ହୋଇଥିଲା | ବିଳମ୍ବିତ ରାତ୍ରିରେ…
ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର : ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ହୋଟେଲ ପବିତ୍ର ରୟାଲ ରେଜେନ୍ସି ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ…
ଓଡ଼ିଶୋ ଗ୍ରାମର ମାଟିଆ ସମ୍ପ୍ରଦାୟଙ୍କର ଅଭିଯୋଗକୁ ମିଳୁନି ନ୍ୟାୟ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଓ ତହସିଲ ଅଧୀନସ୍ଥ ଓଡିଶୋ ଗ୍ରାମ ପଞ୍ଚାୟତ ଓଡିଶୋ ଗ୍ରାମର ୧୧ ନମ୍ବର ୱାର୍ଡରେ ବସତି ସ୍ଥାପନ କରିଥିବା ୩0 ଟି ମାଟିଆ ଅନୁସୂଚିତ ଜାତି ପରିବାର ତରଫରୁ ୧୫0 ରୁ ଉର୍ଦ୍ଧ ଭୋଟର ଆଗାମୀ ପଞ୍ଚାୟତ ନିର୍ବାଚ 2022 କୁ ସାମୁହିକ ଭାବରେ ବର୍ଜନ…
ନଗର କୀର୍ତ୍ତନର ତାଳେ ତାଳେ ବିଦାୟ ନେଲେ ଟୁସୁଦେବୀ
ସୁନ୍ଦରଗଡ଼- ମକର ସଂକ୍ରାନ୍ତି ଠାରୁ ଲାଠିକଟା ବ୍ଲକ ଅନ୍ତର୍ଗତ ଜଳଦା ସି ବ୍ଲକରେ ପୂଜା ପାଉଥିବା କୁଡୁମୀ ସମ୍ପ୍ରଦାୟର ଆରାଧ୍ୟା ଠାକୁରାଣୀ ଟୁସୁଦେବୀ ଆଜି ମେଲାଣି ନେଇଛନ୍ତି | ଆଜି ଅପରାହ୍ନରେ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ଘରକୁ ଘର ନଗର କୀର୍ତ୍ତନ କରି ଟୁସୁଦେବୀଙ୍କୁ ବିଦାୟ ଦେଇଛନ୍ତି |…
ଭାବ ସେନାପତି ମେମୋରିଆଲ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଶିବ ଶକ୍ତି କ୍ଳବ୍ ବ୍ରାହ୍ମଣ ଗାଁ ବିଜୟୀ
ବାସୁଦେବପୁର(ପ୍ରତାପ କୁମାର ପାଢ଼ୀ)-ଆଜି ଶିବଶକ୍ତି କ୍ଲବ ବ୍ରାହ୍ମଣଗାଁ ଠାରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ମହାଳିକ ଫିତା କାଟି ଉଦଘାଟନ କରିଥିଲେ | ଖେଳ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଏବଂ…
ସମସ୍ତ ନିଲମ୍ବିତ ବିଜେପି କାର୍ଯ୍ୟକର୍ତାଙ୍କ ନିଲମ୍ବନ ପ୍ରତ୍ୟାହୃତ
ଭୁବନେଶ୍ୱର : ୨୦୧୭ ପଚାଂୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିବା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କର ନିଲମ୍ବନକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହାର କରାଗଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି |