ରାଜ୍ୟ ନିର୍ବାଚନ କମିଶନରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ : ଏସ୍ଡିପିଓ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିଲମ୍ବନ…

 ଅଧ୍ୟକ୍ଷଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ମାମଲା ରୁଜୁ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଏବଂ କୋଭିଡ୍ ମାର୍ଗଦର୍ଶିକା ଅମାନ୍ୟ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ…

‘ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ଚୂଡ଼ାନ୍ତ ତାଲିକାରେ ରାଉରକେଲା

ରାଉରକେଲା (ବସନ୍ତ ଜେନା): ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ…

ପୋଲିସର ଦୁର୍ବ୍ୟବହାରର ଶିକାର ଖୋଦ ଜଗତସିଂହପୁର ଜିଲ୍ଲା କଂଗ୍ରେସ ମୁଖପାତ୍ର

ଜଗତସିଂହପୁର/ ସୁମନ୍ତ କୁମାର ଦାସ : ତା-୧୩.୦୧.୨୦୨୨ ରିଖ ପ୍ରାୟ ରାତ୍ର ୯ ଘଟିକା ସମୟରେ ପାରାଦ୍ଵୀପରୁ ତାଙ୍କର ତ୍ରିଲୋଚନପୁର ସ୍ଥିତ ଶ୍ଵଶୁର ଘରକୁ ଯାଉଥିବା ସମୟରେ ଗ୍ରାମର ପ୍ରବେଶ ପଥ ନିକଟରେ ତାଙ୍କୁ ଅଭୟଚାନ୍ଦପୁର ଥାନାର ଏସ୍.ଆଇ. ଆଶୁତୋଷ ହୋତା ଅଟକାଇ ପରିଚୟ ପତ୍ର ମାଗିଥିଲେ । ଆଧାର…

ଢିଙ୍କିଆରେ ଗ୍ରାମର ଗ୍ରାମବାସୀଙ୍କ ଦାବି

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଏସ୍.ୟୁ.ସି ଆଇ (କମ୍ୟୁନିଷ୍ଟ), ଜଗତସିଂହପୁର ଜିଲ୍ଲା କମିଟି ତରଫରୁ ଅତ୍ୟନ୍ତ କ୍ଷୋଭର ସହିତ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ପୂର୍ବକ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଂପ୍ରତି ଢିଙ୍କିଆରେ ଗ୍ରାମବାସୀଙ୍କ ଉପରେ ହୋଇଥିବା ଅମାନୁସିକ…

ମଣ୍ଡିରେ ଧାନ ନ ଉଠିବାରୁ ଚାଷୀମାନଙ୍କର ରାସ୍ତା ଅବରୋଧ ଓ ଧାରଣା

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ସେବା ସମବାୟ ସମିତି ଲିଃ ର ଚାଷୀମାନେ ଟୋକନ ପାଇ ଧାନ ବିକ୍ରୀ କରିବା ପାଇଁ ଗୋଟିଏ ଥର ବିତି ଯାଇଥିଲେ ମଧ୍ୟ ମିଲର ନ ଆସିବା ଯୋଗୁଁ ଧାନ ବିକ୍ରି ହୋଇପାରି ନାହିଁ ।…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ଆଜି ଦ୍ଵିତୀୟ ଦିନ । ଆଜି ଦ୍ଵିତୀୟ ଦିନ ସୁଦ୍ଧା ପାଇକମାଲ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସମୁଦାୟ ପନ୍ଦର ଜଣ ୱାର୍ଡ ସଭ୍ୟ ପାଇଁ ମାଣ୍ଡୋସିଲ ପଞ୍ଚାୟତ ରୁ ଜଣେ ସମିତି ସଭ୍ୟ ପାଇଁ , ବୁକୁରାମୁଣ୍ଡା , ପଲସଦା ଓ…

କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ସ୍ଥିତ ଜଣେ ବୃଦ୍ଧ ବ୍ୟକ୍ତି କୂପରେ ପଡ଼ି ମୃତୁ ବରଣ କରିଥିବାର ଅଭିଯୋଗ ହୋଇଛି l ଖବର ମୁତାବକ ଚିଲିକା ରୋଡସ୍ଥିତ ପାତ୍ର ଲଜ ନିକଟରେ ବାସ କରୁଥିବା ପ୍ରଶାନ୍ତ ପାତ୍ର ନାମକ ଜଣେ ୬୨…

ଦୁଇ ପ୍ରଖ୍ୟାତ କଳାକାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ମିହିର ଦାସ ଓ ଗୀତିକାର ଡକ୍ଟର ମଙ୍ଗୁଳ ଚରଣ ବିଶ୍ୱାଳ ଙ୍କ ଅକାଳ ବିୟୋଗ ରେ ଦେବଗଡ଼ ର ଅଗ୍ରଣୀ ନାଟ୍ୟନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ କ୍ଳବ ଠାରେ ଅନୁଷ୍ଠିତ…

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ -୨୦୨୨ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ…

ଗଞ୍ଜାମ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୭ ତମ ଶିଶୁକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍…