ଚୋରି ସାମଗ୍ରୀ ସମେତ ୨ ଗିରଫ, ଗାଡ଼ି ଜବତ

ରାଉରକେଲା, (ବସନ୍ତ କୁମାର ଜେନା): ଲହୁଣୀପଡ଼ା ପୋଲିସ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ କପଡ଼ା ସହିତ ୨ ଅଭିଯୁକ୍ତ ଓ ପିକ୍‌ଅପ୍ ଭ୍ୟାନକୁ ଜବତ କରିଛି । ଚୋରି ଅଭିଯୋଗରେ ପୋଲିସ ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ମିଳିଥିବା ସୂଚନାନୁଯାୟୀପଡ଼ା ଥାନା ଅନ୍ତର୍ଗତ…

ବାସୁଦେବପୁରରେ ବିଜେପି ପକ୍ଷରୁ ସମସ୍ତ ଥାନା ଆଗରେ ଶାନ୍ତି ପାଇଁ ସତ୍ୟାଗ୍ରହ

ବାସୁଦେବପୁର/ପ୍ରତାପ ପାଢ଼ୀ-ପଞ୍ଚାୟତ ନିର୍ବାଚନ ରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମପଞ୍ଚାୟତର ଦେବାଶିଷ ଗିରି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ର ପ୍ରତିବାଦ କରି ବାସୁଦେବପୁର ର ବିଭିନ୍ନ ଥାନା ଆଗରେ ବାସୁଦେବପୁର ବିଜେପି ର ବିଭିନ୍ନ ମଣ୍ଡଳ ତରଫ ରୁ ୨ଘଣ୍ଟିଆ "ଶାନ୍ତି…

ଇଲେଭେନ ଷ୍ଟାର କ୍ରିକେଟ କପ: ସେମିରେ ପଦ୍ମପୁର ।

ପଦ୍ମପୁର(ଶାସକପ୍ରଶାସକ)-ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ ଦହିଁଗାଁ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ପଦ୍ମପୁର ଦଳ ଖଲିଆପାଲି ଦଳକୁ ହରାଇ କ୍ବାଟର ଫାଇନାଲ ରେ…

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୀଷଣ ଅଗ୍ନିକାଣ୍ଡ

ବାଣପୁର ( ସେକ୍ କୌଶର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ…

ସୋହେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ଜଣେ ଗିରଫ । ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ବିଭାଗ ଓ ସୋହେଲା ପୋଲିସ ପକ୍ଷରୁ ମିଲିତ ଭାବରେ ସୋହେଲା ଥାନା ଅଞ୍ଚଳରେ ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ଦେଶୀ ମଦ ରନ୍ଧା ତଥା ବିଦେଶୀ ମଦ ବିକ୍ରି…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଲୋକାର୍ପିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ବାସୀ ଙ୍କ ର ବହୁଦିନରୁ ଦାବି ହେଇ ଆସୁଥିବା ଡ଼ାଏଲିସିସ ମେସିନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ନେଇ ଆଜି ତାର ଅନ୍ତ ଘଟିଛି। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବନିର୍ମିତ ଡ଼ାଏଲିସିସ ସେଣ୍ଟର ଆଜି ଲୋକାପ୍ରିତ ହେଇ ଯାଇଛି। ଏହି…

ହଁ ଆମେ ଗୁଣ୍ଡା… ପୁରୀ ବଡ ମେଡିକାଲରେ ଏଡିଏମଓଙ୍କ ଗୁଣ୍ଡାବାହିନୀ !

https://youtu.be/Res_XcgcOQc ପୁରୀ (ଅନିମେଶ ପଟ୍ଟନାୟକ) : ରୋଗୀ ସମ୍ପର୍କୀୟ ଡାକ୍ତରଙ୍କ ଅନୁପସ୍ଥିତ ନେଇ ଅଭିଯୋଗ ଜଣାଇବାରୁ ଏଡିଏମଓ ଡାକ୍ତର ଦବଳରେ ସିକ୍ୟୁରିଟି ଗୁଣ୍ଡାଙ୍କୁ ପଠାଇଥିବା ଅଭିଯୋଗ ହୋଇଛି |

ଯୋଗୀମାରି ଠାରେ ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଯୋଗୀମାରି ଠାରେ ବନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଅଞ୍ଚଳର ପ୍ରାଣୀ ଚିକିତ୍ସା ଅଧିକାରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଓ କନ୍ଧ ପ୍ରଧାନ ଏହି ଚିକିତ୍ସା…

ପୂର୍ବୋଦୟ ମିଶନରେ ଓଡିଶାରେ ରେଳ ଭିତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା -ଧର୍ମେନ୍ଦ୍ର ପ୍ରଧାନ

୨୦୨୨-୨୩ କେନ୍ଦ୍ର ବଜେଟରେ ଓଡିଶାକୁ ୯,୭୩୪ କୋଟିର ରେଳ ଅନୁଦାନ ପ୍ରସଙ୍ଗ ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା: ଡାଲମିଆ ସିମେଣ୍ଟ ଭାରତ ସୌରଶକ୍ତି ପ୍ରକଳ୍ପ ସମ୍ପ୍ରସାରିତ

କମ୍ପାନୀ ପକ୍ଷରୁ ଓଡ଼ିଶାରକଟକସ୍ଥିତ କପିଳାସ ସିମେଣ୍ଟ ୱାର୍କସ୍‍ କାରଖାନାକୁ ସବୁଜ ଶକ୍ତି ଯୋଗାଇବା ପାଇଁ୧୪.୭ ମେଗାୱାଟ ଭୂଭାଗରେ ଅବସ୍ଥିତ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଭୁବନେଶ୍ୱର, (ଶାସକ ପ୍ରଶାସକ) : ଅକ୍ଷୟ ଶକ୍ତି କ୍ଷେତ୍ରକୁ ରୂପାନ୍ତରଣ ଦିଗରେ ନିଜର ଦୀର୍ଘସୂତ୍ରୀ ପ୍ରତିବଦ୍ଧତାର…