Sign in
Sign in
Recover your password.
A password will be e-mailed to you.
ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି
ଭୂବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…
ଏହା ସଂପୂର୍ଣ୍ଣ ଭାବେ ଆତ୍ମନିର୍ଭର ବଜେଟ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
“ଆତ୍ମନିର୍ଭର ଅର୍ଥବ୍ୟବସ୍ଥା” ଓ “ବଜେଟ-୨୦୨୨” ପ୍ରସଙ୍ଗରେ ବିଜେପି କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଭୁବନେଶ୍ୱର: ଗତ କାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ବିକାଶର ନୂତନ ସମ୍ଭାବନା ସୃଷ୍ଟି କରିଛି । ଦେଶର ଆତ୍ମନିର୍ଭର…
ଏରସମାରେ ନିବାଚନ ଖର୍ଚ୍ଚ ସମନ୍ଧୀୟ କର୍ମଶାଳା
ଜଗତସିଂହପୁର\/ସୁମନ୍ତ କୁମାର ଦାସ:ଏରସମା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଓ ପ୍ରାଥୀଙ୍କ ଖର୍ଚ ସମ୍ବୋଦ୍ଧୀୟ କର୍ମଶାଳା ଏରସମା ବ୍ଲକ ସଭାଗ୍ରହରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ନିବାଚନ ମୈଦାନରେ ପ୍ରତିଦ୍ବନ୍ଦିତା କରୁଥିବା ବ୍ଲକର ୨୫ଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଓ ସମିତି…
ଗୋବିନ୍ଦପୁର ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ଭିକ୍ଷା
ଜଗତସିଂହପୁର / ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଗାଁ ଗାଁ ରେ ପ୍ରଚାର ଜ଼ମିବାକୁ ବସିଲାଣି. ତିର୍ତ୍ତୋଲ ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତ ରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାଥୀନି ମୋୖସିମି ଦାଶ ଓ ସମିତି ସଭ୍ୟ ପ୍ରାର୍ଥୀ…
ତାରପୁରରେ ରାସ୍ତାରୋକ
ଜଗତସିଂହପୁର(ସୁମନ୍ତ ଦାସ) : ଜଗତସିଂହପୁର ଜିଲ୍ଲା କଟକ ପାରାଦୀପ ରାସ୍ତାର ତାରପୁର ବାଇପାସ ନିକଟରେ ତଂଅରା ପଂଚାୟତର ଗ୍ରାମବାସୀମାନେ ଗ୍ରାମ୍ୟ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ କରିଛନ୍ତି । ତାରେଣିଗଡାଠାରୁ ଶାଳିଜଙ୍ଗା ସାଇମନ୍ଦିର ପର୍ଯ୍ୟନ୍ତ ଓ ପଡାଗ୍ରାମ,…
“ପ୍ରଗତି” ମହିଳା ସଙ୍ଗଠନ ଓ ୟୁ-ଟେକ୍ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପଣ୍ଡିତ ନରସିଂହ ଗୌଡଙ୍କୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ପ୍ରଗତି" ମହିଳା ସଙ୍ଗଠନ ଏବଂ ୟୁ-ଟେକ୍ କମ୍ପୁଟର ଶିକ୍ଷା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନରେ ପରିବେଶ ସଚେତନତା କର୍ମ ଶାଳାରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ "ପ୍ରକୃତି…
ପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଧବାର ଦିନ ଜିଲ୍ଲା ପରିଷଦ ସମ୍ମିଳିନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନମାନଙ୍କୁ ତାଲିମ ପ୍ରଦାନ…
କଫ ସିରପ ଜବତ : ଯୁବକ ଗିରଫ।
ପଦ୍ମପୁର-ଶାସକ ପ୍ରଶାସକ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏସ.ଡି.ପି.ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦେଶ କ୍ରମେ ଗାଇସିଲେଟ ଥାନା ପୋଲିସ ଲୋଇସିଂହା ଥାନା ଗୁଣ୍ଡୁରୁମୁଣ୍ଡା ଗ୍ରାମ ର ରାଜକିଶୋର ସାହୁ ପିତା ଠାକୁର ସାହୁ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ନିକଟରୁ ୩୦ବୋତଲ ଏସକଫ ସିରପ, କିଛି…
ଆର୍ଯ୍ୟ ସ୍ପୋର୍ଟିଂ:ସେମିରେ ଖୁଜେନ
ପଦ୍ମପୁର(ଶାସକ ପ୍ରଶାସକ)-ନୁଆଁପାଲି ଆର୍ଯ୍ୟ ସ୍ପୋର୍ଟିଂ ଦ୍ବାରା ଆୟୋଜିତ ନବମ ଆର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲରେ ଖୁଜେନ ଓ ଡଙ୍ଗର କେର୍ମେଲି ମଧ୍ୟରେ ମ୍ୟାଚ ହୋଇଥିଲା।ଖୁଜେନ ଦଳ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି।ଆଜିର ମୁଖ୍ୟ ଅତିଥି ବାଂଛାନିଧି ନାୟକ ଓ…
ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର : ସୁଦୂର ସାଉଦି ଆରବରୁ ପ୍ରବାସୀ ଓଡିଆ ଉଦ୍ଧାର
ଭୁବନେଶ୍ବର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ୨ଜଣ ଲୋକ ଯଥାକ୍ରମେ ଶେଖ୍ ଜଲାଲୁଦ୍ଦିନ, ଶେଖ୍ ସଲ୍ମାନ, ଶେଖ୍ ଇମ୍ରାନ ଓ ଯମଧରପୁରର ୩ ଜଣ ଲୋକ ଶେଖ୍ ଅବଦୁଲ ଖଲିଦ, ଶେଖ୍ ନୌସାଦ ଅଲି, କାମ କରିବା ପାଇଁ ସୁଦୂର ସାଉଦି ଆରବିଆ ଦେଶସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେଷ୍ଟୁରାଣ୍ଟକୁ ଯାଇଥିଲେ ।…