ଆଦର୍ଶ ପ୍ରଧାନଶିକ୍ଷକଙ୍କ ପରଲୋକ

ଅସ୍ତରଙ୍ଗ(ଦୁଃଶାସନ ନାୟକ ) ଅସ୍ତରଙ୍ଗ ଝାଡଲିଙ୍ଗ ହାଇସ୍କୁଲର ପୂର୍ବତନ ଶିକ୍ଷକ ତଥା କୋଣାର୍କ ସିମିଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନସରା ସ୍ଥିତ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପଲାଉରୀଙ୍କ ଦେହାନ୍ତ । ଶନିବାର ବିଳମ୍ବିତ ରାତିରେ ଅନସରା ସ୍ଥିତ ତାଙ୍କ…

ଗ୍ରାମପଞ୍ଚାୟତରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଜଗତସିଂହପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀ କିଶୋର କୁମାର ସାହୁ, ସମିତିସଭ୍ୟ ପ୍ରାର୍ଥୀ ଉମେଶ ଚନ୍ଦ୍ର ବାରିକ ପୟତର ଘର ଘର ବୁଲି ପୁସିଂକାର୍ଡ଼ ବଣ୍ଟନ କରିବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।…

ମାଳିମୁଣ୍ଡା ଗାଁ ରାସ୍ତା କାଦୁଅ ସରସର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗାଁ ମାନଙ୍କୁ ପକ୍କା ଘର ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପରି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ହେତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି !ହେଲେ ଏହି ଦାୟିତରେ ନ୍ୟସ୍ତ…

ଇଲେଭେନ ଷ୍ଟାର କ୍ରିକେଟ କପ ଉଦଘାଟିତ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ବ୍ଲକ ଦହିତା ଠାରେ ବ୍ଲକ ସ୍ତରୀୟ ଇଲେଭେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି।ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୂଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନାରୀ ନେତ୍ରୀ ପଙ୍କଜିନି ପ୍ରଧାନ, ଦହିତା ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ସରସ୍ବତୀ…

ସନ୍ ସାଇନ୍ କ୍ରିକେଟ୍: ମହୁଲପାଲି ଚମ୍ପିୟାନ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଗୌଡ଼ପାଲି ଠାରେ ଏସ.ସି.ସି. ଦ୍ଵାରା ଆୟୋଜିତ ୧୬ତମ ସନ୍ ସାଇନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଗଉଡ଼ପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୬୩ ରନ ସଂଗ୍ରହ…

ଅବକାରୀ ବିଭାଗର ଚଢାଉ : ୧୨.୫୦ କ୍ବିଣ୍ଟାଲ ମହୁଲ ପୋଚ ସହ ୭୫ଲିଟର ମଦ ଜବତ ।

ପଦ୍ମପୁର (ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ଥାନା ଅଞ୍ଚଳରେ ଦେଶୀ ମଦ ରନ୍ଧା ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଛି । ବରଗଡ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋହେଲା ଅବକାରୀ ଥାନା ଅଧିକାରୀ ଏଚ ଜଗା ରାଓଙ୍କ ନେତୃତ୍ୱରେ ଏକ ଟିମ…

ବିଶ୍ରା ବ୍ଲକରେ ଚାଲିଥିବା ଅଷ୍ଟ୍ରୋଟ୍ରଫ ହକି ପଡିଆ କାର୍ଯ୍ୟ ତଦାରଖ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାକୁ ହକିର ଏନ୍ତୁଡ଼ି ଶାଳ କୁହାଯାଏ। ଏଇ ମାଟି ରୁ ଦିଲ୍ଲୀପ ତିର୍କୀ , ପ୍ରବୋଧ ତିର୍କୀ , ଇଗ୍ନେଶ ତିର୍କୀ , ଲାଜରୁସ ବାର୍ଲା , ଅମିତରୋହି ଦାସ , ସୁଭଦ୍ରା ପ୍ରଧାନ , ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା , ସୁନିତା ଟପ୍ପୋ ଙ୍କ ଭଳି…

ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଊଦଘାଟିତ।

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଁ ପଞ୍ଚାୟତ ସଦରମହକୁମା ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ନିର୍ବାଚନ ପାଈଁ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଊଦଘାଟିତ ହୋଇ ଯାଈଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତାପାର୍ଟି ର ପୂର୍ବତନ ଜିଲ୍ଲା ସଭାପତି…

ପ୍ରେସ କ୍ଳବ ପକ୍ଷରୁ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଲ୍ୟାସିଂହପୁର: ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ କ୍ଳବ ପକ୍ଷରୁ ଆଜି ସୁନାଖଣ୍ଡି ପଞ୍ଚାୟତ ର ରାଇଲିମା ଠାରେ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାମ୍ବାଦିକ ମାନଙ୍କର ବିଭିନ୍ନ କାର୍ଯ୍ୟ କ୍ରମ…

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଦାଦନ ଶ୍ରମିକ: ହାୟରେ ପ୍ରଶାସନ,ବିବୃତି ଆଉ ତଥ୍ୟ ମେଳ ଖାଉନି

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା !ବଞ୍ଚି ରହିବା ପାଇଁ ଏଠି ଦାଦନ ଶ୍ରମିକଙ୍କର ସଂଘର୍ଷ ! ପ୍ରତିବର୍ଷ ରାଜ୍ୟର ଏହି ୩ଟି ଜିଲ୍ଲାରୁ ବହୁ ସଂଖ୍ୟକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି ! ଗୋଟିଏ ପଟରେ…