ସ୍ପଞ୍ଜ ଆଇରନ କାରଖାନା ମାଲିକ ଧାର୍ଯ୍ୟ ପରିବହନ ଭଡା ଦେଉନଥିବା ଅଭିଯୋଗ।

ଆନ୍ଦୋଳନ କରିବେ ମିଳିତ ଟ୍ରକ ଏବଂ ଟିପ୍ପର ସଙ୍ଘ। ରାଉରକେଲା,(ବସନ୍ତ କୁମାର ଜେନା): ସ୍ପଞ୍ଜ ଆଇରନ ପରିବହନ କରୁଥିବା ଟ୍ରକ ଏବଂ ଟିପ୍ପର ମାଲିକଙ୍କୁ ଧାର୍ଯ୍ୟ ଭଡା ମିଳୁନଥିବାରୁ ଟ୍ରକ ଏବଂ ଟିପ୍ପର ମାଲିକ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଓଡିଶା ସ୍ପଞ୍ଜ ଆଇରନ ମାନୁଫେକଚର ଆସୋସିଏସନ…

ବିଜେପି ଗଡରେ ବିଜେଡିର ମିଶ୍ରଣ ପର୍ବ

ରାଉରକେଲା (ବସନ୍ତ କୁମାର ଜେନା) ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକ ନିଜ ପ୍ରଚାର ପ୍ରସାର ଜୋରଦାର ଚଳାଇ ଥିବାର ଜଣାପଡିଛି । ଏହି କ୍ରମରେ ଆଜି ବିଜେଡି ବିଜେପି ଗଡରେ ପଶି ମିଶ୍ରଣ ପର୍ବ ଓ ବୈଠକ କରିବା ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦଳୀୟ…

ବିଜେଡିରୁ ଦୁଇ ଜଣଙ୍କୁ ବହିଷ୍କାର କଲେ ବ୍ଲକ ସଭାପତି

ଜଗତସିଂହପୁର - ତିର୍ତ୍ତୋଲ ବ୍ଲକ ରେ ଗତ କିଛି ଦିନ ହେବ ବିଜେଡି ଦଳରୁ ବହିଷ୍କାର ପର୍ବ ଚାଲିଛି. ତେନ୍ତୁଳିପଦା ସରପଞ୍ଚ ଲଷ୍ମୀପ୍ରିୟା ବେହେରା, ମୂଳିସିଂଙ୍ଗ ର ସଭାପତି ରମେଶ ଦାସ ଙ୍କୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଦଳରୁ ବହିଷ୍କାର…

ସୁକରପଡ଼ା ସେବା ସମବାୟ ସମିତିରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ ସଂଗ୍ରହ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି):- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସୁକରପଡ଼ା ସେବା ସମବାୟ ସମିତି ତରଫରୁ ଧାନସଂଗ୍ରହ ଜାରି ରହିଛି । ସୁକରପଡ଼ା ସେବା ସମବାୟ ସମିତିରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ ମିଲର ମାଧ୍ୟମରେ କିଣାଯାଉଛି । ସୁକରପଡ଼ା…

ବିଜେଡିରେ ଯୋଗ ଦେଲେ ହାଲୁପାଲି ଗ୍ରାମର ବହୁସଂଖ୍ୟକ ବିଜେପି କର୍ମୀ

ଭଟଲି (ଶାସକ ପ୍ରଶାସକ) ଭୋଟ ଯେତିକି ପାଖେଇ ଆସୁଛି ସମଗ୍ର ବରଗଡ଼ ଜିଲ୍ଲା ଖାସ କରି ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଓ ଗୋଟି ଚାଳନାରେ ଶକ୍ତିଶାଳୀ ହେବାରେ ଲାଗିଛି | ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି ସ୍ଥାନୀୟ ନେତା ଓ କର୍ମୀ | ଆଜି ଭଟଲି…

ପକ୍ଷୀ ସୁରକ୍ଷା ପାଇଁ ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି । ପ୍ରାୟ ଶୀତଦିନରେ ଏହି ପକ୍ଷୀମାନେ ଜଙ୍ଗଲ ଏବଂ ବିଭିନ୍ନ ଜଳାଶୟ ନିକଟରେ ଦେଖିବାକୁ ପାଉଛନ୍ତି । ଏହି ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ…

ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡିର ରାଜା ଶ୍ରୀଯୁକ୍ତ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ :ଜିଲ୍ଲାପାଳଙ୍କ ଶୋକ ପ୍ରକାଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡିର ରାଜାସାହେବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସରେ ଗତକାଲି ରାତି ୧୧.୦୦ ବେଳେ ଭୁବନେଶ୍ବର ସ୍ଥିତ ଏକ ହସପିଟାଲରେ ଦେହାନ୍ତ ହୋଇଯାଇଛି । ସେ…

ପଦ୍ମପୁର ଅବକାରୀ ବିଭାଗର ଧରପଗଡ ବ୍ୟାପକ ମହୁଲ ପୋଚ ଜବତ

ପଦ୍ମପୁର (ଶାସକ ପ୍ରଶାସକ)- ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ହେମକାନ୍ତ ସୁନା ସଦଳବଳେ ବୁଡେନ ଥାନା ଅନ୍ତର୍ଗତ ଗୁଠୁର୍ଲା ଗାଁର ରାଜେନ୍ଦ୍ର କନ୍ଦା ତାର ଜମିରେ ମଦ ରାନ୍ଧୁଥିବା ସମୟରେ ଅତର୍କିତ ଚଢ଼ାଉ…

ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ଭୁବନେଶ୍ୱର- ରାଜ୍ୟର ୩୦ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଲୁଟ ସ୍କାମ୍‌ରେ ସିବିଆଇର ସଂଦେହ ଜନକ ଶିଥିଳତା, ପାରଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ମାତନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିଜେଡ଼ି ଓ ବିଜେପିକୁ…

ବିଜେପି ନେତା ଇଂ ହରିହର ବେହେରାଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର(ସୁମନ୍ତ ଦାସ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର )ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ପୀଠରେ ବିଜେପି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଆଜି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମମତା ମଲ୍ଲିକ ଓ ସମିତି ସଭ୍ୟା ପ୍ରାଥୀନି…