ମୋବାଇଲରେ ଅର୍ଡର, ଜାଗା ଉପରେ ମଦ ଡେଲିଭରି

ପୋଲିସ ପ୍ରଶାସନ ଜାଣି ଅଜଣା: ଯୁବପୀଢ଼ି ପଥଭ୍ରଷ୍ଟ, ନିଶା ମାଫିଆ ମାଲାମାଲ ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) - ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଅଣଦେଖା ନୀତି ଯୋଗୁଁ ମଦ ମାଫିଆ ମାନେ ସ୍ଥାନୀୟ ଅଂଚଲରେ ଆଉ ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହାନ୍ତି | ଯାହା ଚାହୁଁଛନ୍ତି ତାହା କରୁଛନ୍ତି |…

ପଦ୍ମପୁର ଅବକାରୀ ବିଭାଗର ଚଢ଼ାଉ : ୪୦ ଲିଟର ମଦ ଜବତ, ଦୁଇ ଗିରଫ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ରନ୍ଧା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପଦ୍ମପୁର ଅବକାରୀ ଥାନା ଅଧିକାରୀ ହେମକାନ୍ତ ସୁନାଙ୍କ ନେତୄତ୍ବରେ ଏକ ଟିମ ଆଜି ଗାଇସିଲାଟ ଥାନା ଅନ୍ତର୍ଗତ ମଲମୁଣ୍ଡା ଓ ପଦ୍ମପୁର ଥାନା ଅନ୍ତର୍ଗତ…

୩ ଓଡିଆ ନେତାଙ୍କୁ ଜାତୀୟ ସ୍ତରରେ ନିର୍ବାଚନ ଦାୟିତ୍ବ

କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ଓ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀ/ଭୁବନେଶ୍ବର- ନୂଆଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦ୍‌ମି ପାର୍ଟିର କେଜ୍ରିୱାଲ୍‌ ସରକାରଙ୍କ ନୂତନ ବିନାଶକାରୀ ମଦ ନୀତି ବିରୋଧରେ ଆଜି ବେଜେପି ପକ୍ଷରୁ ଏକ ବିଶାଳ ଭରଚୁଆଲ୍‌ ରାଲିର ଆୟୋଜନ କରାଯାଇଛି ।…

ଏନସିସିବିଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ଼. ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡ. ବିବେକାନନ୍ଦ ମହାପାତ୍ର । ସାକ୍ଷାତ ସମୟରେ…

ବାଣପୁରରେ ପ୍ରାକ ନିର୍ବାଚନୀ ହିଂସା: ଆହତ ମହିଳା ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତରିତ

ବାଣପୁର ( ସେକ୍ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ କିଛି ବ୍ୟକ୍ତି ଜଣେ ପରିବାରକୁ ଧମକାଇବା ଏବଂ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ…

ଖୋର୍ଦ୍ଧା ଏସପି ଭାବେ ଯୋଗ ଦେଲେ ଅଲେଖ ଚନ୍ଦ୍ର ପହି

ପଂଚାୟତି ନିର୍ବାଚନ ସୁପରିଚାଳନା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଖୋର୍ଦ୍ଧା/ରବିନାରାୟଣ ସାହୁ :  ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପହି ଏହା ପୂର୍ବରୁ…

ପଦ୍ମପୁର ଗୋୟଲ ଟ୍ରେଡ଼ର୍ଶ ଠାରେ ଜିଏଷ୍ଟି ରେଡ଼ ।

ପଦ୍ମପୁର : ମହଙ୍ଗା ପଡିଲା ଜିଏସଟି ଫଙ୍କା , ଦୀର୍ଘ ଦିନ ଜିଏସଟି ଫାଙ୍କି ଟଙ୍କା ରୋଜଗାର କରିଥିବା ମହଙ୍ଗା ପଡିଛି । ବରଗଡ ଜିଲ୍ଲା ପଦ୍ମପୁର ବସନା ରୋଡ଼ ସ୍ଥିତ ଗିରିଧାରୀ ଅଗ୍ରଓ୍ବାଲଙ୍କ ଗୋୟଲ ଟ୍ରେଡ଼ର୍ଶ ଠାରେ ଜିଏଷ୍ଟି ଫାଙ୍କି ଥିବା ସନ୍ଧେହରେ ରେଡ଼ କରାଯାଇଛି। ଜିଏଷ୍ଟି ବିଭାଗର ଦୁଇଟି…

ପ୍ରଚାର ମଇଦାନ ରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା

ପଦ୍ମପୁର(ଶାସକ ପ୍ରଶାସକ)-ଆସୁଛି ପଞ୍ଚାୟତ ନିର୍ବାଚନ ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। କେଉଁ ପ୍ରାର୍ଥୀ ସୋସିଆଲ ମିଡ଼ିଆ ରେ ପ୍ରଚାର କରୁଥିବା ବେଳେ କେଉଁ ପ୍ରାର୍ଥୀ ଘରଘର ବୁଲି ପୁସ କାର୍ଡ ଦେଇ ଭୋଟରଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି। ଗାଇସିଲେଟ ବ୍ଲକ…

ଯୁବକଙ୍କ ଅକାଳ ବିୟୋଗ

ପଦ୍ମପୁର- ସ୍ଥାନୀୟ ହନୁମାନ ପଡା ବାସିନ୍ଦା କୈଳାସ ଚନ୍ଦ୍ର ବରିହା(ବାବୁଲୁ)ଙ୍କ ୪୬ ବର୍ଷ ବୟସରେ ଗତ 3 ତାରିଖ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ନୂଆପଡା…

ସାପ୍ତାହିକ ବଜାର ସ୍ଥାନାନ୍ତରଣ କଲେ ତହସିଲଦାର ।

ପଦ୍ମପୁର(ଶାସକପ୍ରଶାସକ)-କୋଭିଡ କଟକଣା, ପଞ୍ଚାୟତ ନିର୍ବାଚନ ଏବଂ ଆଜି ବରଗଡ଼ ଜିଲ୍ଲା ପାଲ ଙ୍କ ଗାଇସିଲେଟ ଗ୍ରସ୍ତ କୁ ଦୃଷ୍ଟିରେ ରଖି ଭୋର ୪ଟା ସମୟରୁ ଗାଇସିଲେଟ ତହସିଲଦାର ମନୋଜ ଦେବତା ଗୁଦେରପାଲି ଛକ କୁ ପହଞ୍ଚି ସାପ୍ତାହିକ ପରିବା ବଜାର କୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ।…