Sign in
Sign in
Recover your password.
A password will be e-mailed to you.
ଅସ୍ତରଙ୍ଗ : ବିଜେପି, ବିଜେଡି ଓ କଂଗ୍ରେସ ଭିତରେ କଡା ଟକ୍କର।
ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦୁଇ ଗୋଟି ଜିଲ୍ଲା ପରିଷଦ ଯୋନ ରହିଥିବା ବେଳେ ପନ୍ଦର ଗୋଟି ଗ୍ରାମପଞ୍ଚାୟତ ରହିଅଛି । ଗଲା ପଞ୍ଚୟତ ନିର୍ବାଚନରେ ତିନି ଦଳର ସ୍ଥିତି ଯାହା ଥିଲା ଚଳିତ ପଞ୍ଚୟତ ନିର୍ବାଚନରେ ତାହା ସମ୍ପୂର୍ଣ ଭିନ୍ନ । ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ…
୫-ଟି କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ ପରେ ରୁନୁର ଚିକିତ୍ସା ତ୍ୱରାନ୍ୱିତ
କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କଲେଜ ପଢୁଆ ଆଦିବାସୀ ଝିଅ ରୁନୁ କିଶାନ୍ ଚିକିତ୍ସିତ ହେଉଛି । ହେଲେ ତାକୁ ଉନ୍ନତ ସେବା ଆବଶ୍ୟକତା ଉପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇବା ସହ " ଶାସକ ପ୍ରଶାସକ" ରେ ରୁନୁ ସମ୍ପର୍କିତ ଝବର ପ୍ରକାଶ ପାଇଥିଲା | ଏହି…
ଅବସରପ୍ରାପ୍ତ ଯବାନଙ୍କୁ ଗାଁ ମାଟିରେ ଭବ୍ୟ ସମ୍ବର୍ଦ୍ଧନା
ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତର ବାଲିଆ ଗ୍ରାମର ଦିଲ୍ଲୀପ କୁମାର ଜେନା ଦୀର୍ଘ ୧୯ବର୍ଷ ଭାରତୀୟ ସ୍ଥଳସେନାରେ ଚାକିରୀ କରି ଭାରତ ମା ର ସେବା କରିବା ପରେ ଆବସର ନେଇ ଆଜି ନିଜ ଭିଟା ମାଟି ବାଲିଆ କୁ ଫେରିଥିଲେ l ଦିଲ୍ଲୀପ ଙ୍କ ବାପା ମଧ୍ୟ ଜଣେ…
ଦ୍ଵିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ରଣପୁର ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ୍ ୩୭ ପଞ୍ଚାୟତ ଏବଂ ୫୧୭ ୱାର୍ଡ
ରଣପୁର:ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ଠାରୁ ପ୍ରଚାର ଶେଷ ହୋଇଛି । ନିର୍ବାଚନ କମିସନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆସନ୍ତା ୧୮ ତାରିଖ ସକାଳ ୭ଟାରେ ନିର୍ବାଚନ ଅନୁଷ୍ଠିତ…
ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍ର ସଫଳତା: ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁନଶ୍ଚ ସଫଳତା ହାସଲ କରିଛି । ମଙ୍ଗଳବାର ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା । ୫୦ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା…
ପ୍ରଥମ ପର୍ଯ୍ୟାୟ ମତଦାନରେ ଅଭୂତପୂର୍ବ ସମର୍ଥନ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୃତଜ୍ଞତା
ସୁନ୍ଦରଗଡ଼ :- ଗତକାଲି ଯେଉଁ ସୁନ୍ଦରଗଡ ଜିଲ୍ଲାରେ ଯେଉଁ ୯ ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଲା, ସେଥରେ କଂଗ୍ରେସ ପାର୍ଟିର କର୍ମୀ ଓ ନେତାମାନେ ଯେଉଁଭଳି ଭାବରେ ସୂଚାରୁ ରୂପେ ନିର୍ବାଚନ ପରିଚାଳନା କରି ଜିଲାପରିଷଦ ରେ କଂଗ୍ରେସର ସ୍ଥିତିକୁ ମଜବୁତ କରିଅଛନ୍ତି ତାହା ପ୍ରଶଂସନୀୟ |…
ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ ଓ ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ…
ବିଜେପି ଚିନ୍ତାଧାରାରେ ଗଣମାଧ୍ୟମ ଅସୁରକ୍ଷିତ: ବିଜେଡି
ଓଡିଶାବାସୀ ଶାନ୍ତିପ୍ରିୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ
ପରାଜୟ ଭୟରେ ରାଜ୍ୟ ବିଜେପି ଏବେ ରକ୍ତମୁଖା ହୋଇଛି
ଓଡିଶାରେ ବିହାର ଓ ଉତ୍ତରପ୍ରଦେଶ ଭଳି ହିସାଂକାଣ୍ଡ ଭିଆଉଛି ବିଜେପି
ରକ୍ତମୁଖା ବିଜେପିକୁ ପୁଣି ପରାଜୟର ରାସ୍ତା ଦେଖାଇବେ ଓଡିଶାବାସୀ…
ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଳକରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ୭୯.୫୭ %…
https://youtu.be/m_fVWBE0KkQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟର ବିଭିନ୍ନ ବ୍ଳକରେ ଆରମ୍ଭ ହୋଇଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି…
ଦୀର୍ଘଦିନ ପରେ ମହାପ୍ରସାଦ ପାଇଲେ ଭକ୍ତ
ମହାପ୍ରଭୁଙ୍କ ମହାପ୍ରସାଦ ପାଇ ଆନନ୍ଦିତ ଶ୍ରଦ୍ଧାଳୁ
ବରଗଡ :- ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାକୃତିକ ପରିବେଶ ପାଇଁ ଯେତେ ପ୍ରସିଦ୍ଧ , ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ମନ୍ଦିର ପରମ୍ପରା ଓ ନୀତି ଅନୁସାରେ…