Sign in
Sign in
Recover your password.
A password will be e-mailed to you.
ବହ୍ମପୁରା ଓ କପସିପାଲି ଗାଁରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗର ମିଳିତ ଭାବରେ ଚଢାଉ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବହ୍ମପୁରା ଓ କପସୀପାଲି ଗାଁରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଥିବା ଜଣାପଡିଛି । ଚଢାଉ ସମୟରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି ।…
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି : ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ସମ୍ପର୍କିତ ତାଲିମ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛିା ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ,…
ସରଦାପୁର ଗାଁ ରେ ଶାନ୍ତି ଭାବେ ନିର୍ବାଚନ ପାଇଁ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟିଲେ ବିଜେପି ରାଜ୍ୟ ଉପସଭାପତି ଭୃଗୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସରଦାପୁର ଗାଁ ରେ ଗତ ୧୪ ତାରିଖରେ ଘଟିଥିବା ଆକ୍ରମଣ ଘଟଣା ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ ବୋଲି କହିଛି ବିଜେପି। ଗତ ୧୫ ବର୍ଷ ଧରି ସେଠାରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ସବୁ ବେଳେ ସେଠାରେ ବିଜୟ ହାସଲ…
ଦିବଂଗତ ତିନି ସଂଗୀତ ପ୍ରତିଭାଧରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭଦ୍ରକ,(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲାର ଶ୍ରୀ ଜଗନ୍ନାଥ କଳାକାର ସଂଘ ତରଫରୁ ଭାରତ ରତ୍ନ ଲତା ମଙ୍ଗେସର , ଡିସ୍କୋ କିଙ୍ଗ ବାପି ଲାହିର ଓ ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଡା. ଦାମୋଦର ହୋତା ଙ୍କ ଉଦ୍ଦେଶ୍ୟରେ ନୁଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର…
ରାଜ୍ୟର ସମସ୍ତ ସହରାଂଚଳରୁ ହଟିଲା ନାଇଟ କର୍ଫ୍ୟୁ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ସମସ୍ତ ସହରାଂଚଳରୁ ନାଇଟ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର | ଏହାପୂର୍ବରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତିର କର୍ଫ୍ୟୁ ପ୍ରତିଦିନ 10.00 ରୁ 5.00 AM ମଧ୍ୟରେ ରହିଥିଲା। ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡି ମାମଲାଗୁଡ଼ିକର କ୍ରମାଗତ ହ୍ରାସ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…
ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ପୁରୀ/ଅନିମେଶ ପଟ୍ଟନାୟକ: ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ। ଶୁକ୍ରବାର ଅପରାହ୍ନରେ ପୁରୀରେ ପହଞ୍ଚିବେ ମହାମହିମ । ଗୌଡିୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସମାରୋହରେ ଯୋଗଦେବାର…
ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଏକାଦଶାହ ଅନୁଷ୍ଠିତ ।
କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) :ରାଜ୍ୟ ନାଗରିକ ସମାଜର ବିଶିଷ୍ଟ ବ୍ୟକ୍ତିତ୍ଵ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଏକାଦଶାହ ତାଙ୍କ କେନ୍ଦୁଝରସ୍ଥ ବାଆଁପାର ରେ ଅନୁଷ୍ଠତ ହୋଇ ଯାଇଛି । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ଏଥିରେ ଯୋଗଦେଇଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି…
ଗୋଟିଏ ରାତିରେ ଦୁଇ ଗାଡ଼ି ଚୋରି
କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ସହର ପବିତ୍ର ଡିହା ରାସ୍ତା କଡ଼ରେ ଥିବା ଏକ ବୋଲେରୋ ଜିପ୍ କୁ ଦୁର୍ବୃତ ଗତ କାଲି ରାତିରେ ଚୋରି ହୋଇ ହୋଇଥିବା ମାଲିକ ତଥା ଆଇନଜୀବି ସଞ୍ଜୟ ପାଇକରାୟ କହିଛନ୍ତି। ଏ ନେଇ ସେ ଟାଉନ୍ ଥାନା ରେ ସକାଳେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗାଡ଼ି…
ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା
ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ଓ୍ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତିା ସମୁଦାୟ ମୁନିସିପାଲିଟି ୪୮ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ୫୯, ସମୁଦାୟ ମହାନଗର ନିଗମ-୩| ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ…