ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମର ଉଦଯାପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ଏକ ମାସ ଧରି ଚାଲିଥିବା ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମ ଉଦଯାପନ…

ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧୨ତାରିଖ ଠାରୁ ଚାଲୁଅଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ…

ବେକରେ ଓଢଣୀ ବାନ୍ଧି ମହିଳାଙ୍କ ଆତ୍ମହତ୍ୟା।

ଉମରକୋଟ/ଜିତେନ୍ଦ୍ର ମହାନ୍ତି - ବେକରେ ଓଢଣୀ ବାନ୍ଧି ଜଣେ ମହିଳାଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈ।ର ପରିଷଦର ୟୁଭି ତିନି ନଂ ଗ୍ରାମରେ। ଏଗାର ମାସ ତଳେ ପ୍ରେମ ବିବାହ କରି ନିଜ ସ୍ଵାମୀ ଗୋପାଳ ଗାଇନ (୨୮) ଙ୍କ ସହ ମନ୍ଦାକିନୀ ସରକାର (୨୪)…

ଜନତାଙ୍କୁ ମିଛ ପ୍ରତିଶୃତି ଦେବା ବଦଳରେ ଭରସା ଜିତିବାକୁ ଉଦ୍ୟମରତ ଅଜିତ

ଚିଲିକା (ସେକ କୌଶର )ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ତୃତୀୟ ଚରଣ ନିର୍ବାଚନ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ବେଳେ ଉକ୍ତ ବ୍ଲକର ଅଠରବାଟିଆ ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଦେଖିବାକୁ ଗଲେ ୧୧ ୱାର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତର…

ଗୁଜବକାରୀଙ୍କ ଗାଲରେ ନବୀନ ଚଟକଣା

ଭୁବନେଶ୍ୱର : ଏଥର ବି ଗୁଜବକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶକ୍ତ ଚଟକଣା | ଗତ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଅସୁସ୍ଥ, ଗୁରୁତର ଆଉ ଇତ୍ୟାଦି ଇତ୍ୟାଦି ଗୁଜବର ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ପଦାକୁ ବାହାରି | କିଛି ଦିନ ତଳେ ଏମିତି ଆସିଥିଲା ଗୁଜବ ବଜାରକୁ |…

କିସର ଛାତ୍ର ଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ପାଟଣାଗଡ଼, ଶାସକ ପ୍ରଶାସକ, ( ଯତୀନ୍ଦ୍ର ନନ୍ଦ ) ଆଦିବାସୀ ବିଶ୍ୱବିଦ୍ୟାଳୟରେ ପାଟଣାଗଡ ବ୍ଲକର ଅଧ୍ୟୟନ ରତ ଛାତ୍ର ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହାସହିତ ଆଗରୁ ଦିଆଯାଇଥିବା ପରୀକ୍ଷା ପ୍ରଶ୍ନ ପତ୍ର କିସ ପଠାଇବା ପାଇଁ ସଂଗ୍ରହ କରାଯାଇଛି । କରୋନା ମହାମାରୀ…

ପୋଲିସକୁ ମାଡ଼, ପୋଲିସ ଗାଡି ଭଙ୍ଗାରୁଜା: ମହିଳାଙ୍କୁ ମାଡ଼ ଅଭିଯୋଗରେ ଲଂକାକାଣ୍ଡ

https://youtu.be/NHe8wenYS4s ବରଗଡ :-ଆଜି ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲ ଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପୋଲିସ ଉପରେ ଜନତାଙ୍କ ଆକ୍ରମଣ ସହିତ ଗାଡି ଉପରେ ବସିଥିବା ପୋଲିସକୁ…

ବାସୁଦେବପୁର ରେ ବିଭିନ୍ନ ପଞ୍ଚାୟତ ରେ ବିଜେପିର ନିର୍ବାଚନ ପ୍ରଚାର

 ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ବିଭିନ୍ନ ପଞ୍ଚାୟତ ରେ ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା  ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସମେତ…

ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ସାଂସଦ ଓ ପୂର୍ବତନ ବିଧାୟକ

 ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଗୋ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଟିତ କର୍ମୀ ସମ୍ମିଳନୀ ରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତି କାନ୍ତ…

ଖୁରିପାଣିରେ ଭୋଟ ବର୍ଜନ କଲେ ୭୩ଟି ପରିବାର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବାର ଇତି ମଧ୍ୟରେ ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକ କିଡନୀ ରୋଗରେ…