Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ପଦ୍ମପୁର ଏନଏସିର ଟିକସ କଲେକ୍ଟର ଦୀନବନ୍ଧୁ ପଣ୍ଡା
ଭୁବନେଶ୍ୱର/ ସମ୍ବଲପୁର : ଜଣେ ବ୍ୟକ୍ତିଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଦ୍ମପୁର ଏନଏସିର ଟିକସ କଲେକ୍ଟର ଶ୍ରୀ ଦୀନବନ୍ଧୁ ପଣ୍ଡା | ହୋଲଡିଂ ନମ୍ବର ପରିବର୍ତ୍ତନ ଏବଂ କ୍ରୟ ହୋଇଥିବା କୋଠା ଉପରେ ବାର୍ଷିକ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ପାଇଁ…
ବରୁଣସିଂ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର
ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ବୁଝାଉଛନ୍ତି ସମିତି ସଭ୍ୟ ପ୍ରାର୍ଥୀ ଶାନ୍ତା ଦାସ
ବାଲେଶ୍ୱର/ରେମୁଣା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ଏଠାରେ ପ୍ରଚାରକୁ ଜୋରଦାର କରିଛନ୍ତି I ଜିଲ୍ଲା ପରିଷଦ, ସମିତି ସଭ୍ୟ…
ନିର୍ବାଚନ ପ୍ରଚାର ସମୟରେ ନିଃସହାୟ ଲୋକଙ୍କ ପାଇଁ ସହଯୋଗର ହାତ ବଢ଼େଇଲେ ସ୍ଵାଧୀନ ପ୍ରାର୍ଥୀ
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ଓଡ଼ିଶାରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରହିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋ ଜୋନ୍ ସ୍ଵାଧୀନ ପ୍ରାର୍ଥୀ ବେଶ୍ ଚର୍ଚ୍ଚାରେ ନିର୍ବାଚନ ପ୍ରଚାର ସମୟରେ କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା…
ପୁରୀ: ପ୍ରଥମ ପର୍ଯ୍ୟାୟରେ ୭୬% ମତଦାନ
ପୁରୀ: ଜିଲ୍ଲାରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ମତଦାନ । ପ୍ରଥମ ପର୍ଯ୍ୟାୟରେ ୭୬.୩୨ ପ୍ରତିଶତ ମତଦାନ କରିଛନ୍ତି ମତଦାତା । ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ୩୦୮୨୪୧ ଜଣ ମତଦାତାଙ୍କ ମଧ୍ୟରୁ ୭୬.୩୨ ପ୍ରତିଶତ ମତଦାନ ହୋଇଛି । ତିନୋଟି ବ୍ଲକର ୭୪ଟି ପଞ୍ଚାୟତରେ ୨୪୨…
ହୀରାକୁଦରେ ବିଶାଳ ରକ୍ତଦାନ ଶିବିର
ଭୁବନେଶ୍ୱର / ସମ୍ବଲପୁର: ଓଡ଼ିଶା ପୋଲିସ ସମ୍ବଲପୁର ଏବଂ ହିଣ୍ଡାଲକୋ ପକ୍ଷରୁ ମିଳିତ ଭାବରେ ହୀରାକୁଦସ୍ଥିତ ମୁଖ୍ୟ କଲୋନି କମ୍ୟୁନିଟି ହଲ୍ଠାରେ ସଂପ୍ରତି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୨୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ଶିବିରକୁ ସମ୍ବଲପୁର…
ଭାରତୀୟ କ୍ରୀଡ଼ା ବିଜ୍ଞାନ ସହଯୋଗରେ ଆମ୍ରି ହସପିଟାଲଠାରେ ଉନ୍ନତ କ୍ରୀଡ଼ା ପୁନର୍ବାସ ଓ ଫିଟନେସ କେନ୍ଦ୍ର
ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ବିଜ୍ଞାନ ସହଯୋଗରେ ଆମ୍ରି ହସପିଟାଲ ଏହାର ହସପିଟାଲରେ ଉନ୍ନତ କ୍ରୀଡ଼ା ପୁନର୍ବାସ ଓ ଫିଟନେସ ସେଂଟର ଆରମ୍ଭ କରିଛି । ଏହି କେନ୍ଦ୍ରଟି ସ୍ପୋର୍ଟସ ମେଡିସିନ, ସ୍ପୋର୍ଟସ ଫିଜିଓଥେରାପି, ସ୍ପୋର୍ଟସ ସର୍ଜରୀ, ଏକ୍ସରସାଇଜ ଫିଜିଓଲୋଜି, ବ୍ୟକ୍ତିଗତ ପ୍ରଶିକ୍ଷଣ,…
ଭରତୀୟ ଜନତାପାର୍ଟି ର”କ” ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ସିନ୍ଧୁ କୁଲସିକାଙ୍କ ପ୍ରଚାର ଜୋରଦାର ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ରେ ସେତିକି ରାଜନୈତିକ ଊଷ୍ମତା ବଢିବାକୁ ଲାଗିଛି । ବିଭିନ୍ନ ଦଳ ନିଜ ନିଜର ପ୍ରଚାର ଚଲାଇ ଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଶକ୍ତି ପ୍ରଦର୍ଶନ…
କମ୍ପି ଉଠୁଛି ଲଙ୍ଗଳ ଚିହ୍ନ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ।
କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଈଶ୍ୱର ହିକକା ସହ କର୍ମୀ ବିରାଟ ବାଇକ ଶୋଭାଯାତ୍ରା ବାହାରିପ୍ରଚାର କରୁଥିବା ଦେଖିବାକୁ ମିଳିଛି ।ଆଜି ଆଶାୟୀ ସରପଞ୍ଚ ପ୍ରାର୍ଥୀ ଙ୍କୁ…
ଦେଶୀ ବିଦେଶୀ ମଦ ଜବତ, ଜଣେ ଗିରଫ
ଭଞ୍ଜନଗର/ନିଲୁ ବିଷୋୟୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବେଆଇନ ମଦ ବିକ୍ରି ଓ ଅପରାଧିକ କାଯ୍ୟକଳାପ କୁ ରୋକିବା ପାଇଁ ଭଞ୍ଜନଗର ପୋଲିସ ପକ୍ଷରୁ ଅବକାରୀ ଧରପଗଡ଼ ଆରମ୍ଭ ହୋଇଛି।…
ବିଜେପି ଜିଲ୍ଲା ସଭାପତିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର : ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ବିରୋଧରେ ଗୁରୁତର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି । ଏଥିନେଇ ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।କମିଶନଙ୍କ ନିକଟରେ…