ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ବିଜେଡି

ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ଦେଲେ ପ୍ରଣବ ଅହିଂସାରେ ବିଶ୍ୱାସ କରେ ବିଜେଡି ବିଜେପି ବିଧାୟକ ଓ ସାଂସଦଙ୍କ ହିଂସା ପ୍ରସଙ୍ଗ ଉଠାଇଲେ ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ…

ବରଗଡ଼ ଜିଲ୍ଲାରେ 77.37 ପ୍ରତିଶତ ମତଦାନ

ସର୍ବାଧିକ ଆମ୍ବଭନା ଓ ସର୍ବନିମ୍ନ ପାଇକମାଲ ବରଗଡ :- ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଇଥିବା ସୂଚନା ମୁତାବକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟର ମତଦାନ ଅବସରସରେ ଜିଲ୍ଲା ରେ ସମୁଦାୟ ୭୭.୩୭ ପ୍ରତିଶତ ମତଦାନ ହୋଇଛି । ଏହି କ୍ରମରେ ସର୍ବାଧିକ ଭଟଲି…

ଅବ୍ୟବସ୍ଥା ଭିତରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ

ବରଗଡ :- ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସାରି ଯାଇଛି । ଆଜି ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଓ ଝାରବନ୍ଧ ବ୍ଳକରେ ମତଦାନ କରିଥିଲେ ଭୋଟର । ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୨୭୪ ଗୋଟି ମତଦାନ କେନ୍ଦ୍ରରେ ସମୁଦାୟ ୭୭.୩୪ ପ୍ରତିଶତ ଭୋଟର ନିଜର ମତ…

ପରିବେଶ ପ୍ରଦୂଷଣ ସମସ୍ୟାକୁ ଗୁରୁତ୍ୱ ଦେବା ଆବଶ୍ୟକ: ଶ୍ୱାସରୋଗ ବିଶେଷଜ୍ଞ

ଭୁବନେଶ୍ୱର : ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ୍ । କାରଣ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର ।ଶ୍ୱାସରୋଗ ତଥା…

ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ

ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର…

ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ ପାରାଜୁଲି

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି । ବୁଧବାର କିଟ୍‍ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ…

“ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ହିଂସ୍ର ହୋଇପଡିଛି”

ଭୁବନେଶ୍ୱର: ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ହିଂସ୍ର ହୋଇପଡିଛି | ପ୍ରତିହିଂସା ପରାୟଣ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତା ଓ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ବିଜେପି ନେତା ଓ କର୍ମୀ | ତେଣୁ ସେମାନଙ୍କ ବିରୋଧରେ କଠୋର…

ମହା ବିନାୟକ ପୀଠ ଖାଁ ଖାଁ : ଆଗ ଭଳି ନାହିଁ ଭକତ ଗହଳି

ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପ୍ରସିଦ୍ଧ କ୍ଷେତ୍ର ବାବା ମହାବିନାୟକ ପୀଠ ଇଏ ଏମିତି ଏକ ପୀଠ ଯେଉଁଠି ଗୋଟିଏ ଶକ୍ତି ଉପରେ ପାଞ୍ଚ ଜଣ ଦେବତା ପୂଜା ପାଉଛନ୍ତି ଗଣେଶ, ଭାସ୍କର, ନାରାୟଣ, ଶଙ୍କର ଓ ମା ଦୁର୍ଗତି ନାଶିନୀ ଦୁର୍ଗା | ଏହି ପୀଠକୁ ଯିବା ଆମେ ଏମିତି .... କଟକ ରୁ…

ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାରେ ଅକ୍ଷମ ପ୍ରଶାସନ !!!

ପଦ୍ମପୁର(ଶାସକପ୍ରଶାସକ)-ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଓ ଝାରବନ୍ଧ ବ୍ଳକରେ ମତଦାନ କରୁଛନ୍ତି ଭୋଟର । ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୨୭୪ ଗୋଟି ମତଦାନ କେନ୍ଦ୍ର ରହିଛି ଏବଂ ଭୋଟ ଦେଉଛନ୍ତି…