ଡ଼ିଜିଟାଲ ପରିବର୍ତନ ନେଇ ସୋଆରେ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର : ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି ।…

ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣତି

ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଫେବୃୟାରୀ ୨୪ ତାରିଖରେ ଏରସମା ଓ ନାଉଗାଁରେ ମତଦାନ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭୋଟ ଗଣନା ବୁଥ୍ ସ୍ତରରେ ନହୋଇ ବ୍ଲକ ସ୍ତରରେ ଅନୁଷ୍ଠିତ ହେବ ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ…

ପଞ୍ଚମ ପର୍ଯ୍ୟାୟରେ ଗୋଷାଣି ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେଲା ନିର୍ବାଚନ : ୭୧.୧୧ % ମତଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣି ବ୍ଲକ୍ ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି। ଏହି ନିର୍ବାଚନରେ ଗୋଷାଣି ବ୍ଲକର ୨ ଗୋଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୨୧…

ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

ଗଣିଆ,(ନୟାଗଡ଼)- : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ବନ୍ଦ ହୋଇ ରହିଛି। ଆସନ୍ତା ୨୬ ତାରିଖ ଠାରୁ ଭୋଟ ଗଣତି ପରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଜଣାପଡ଼ିବ। କିନ୍ତୁ ଭୋଟ ଗଣତି ପୂର୍ବରୁ ସବୁଠି ହାରଜିତ୍ ଅଙ୍କକଷା…

ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

ଭୁବନେଶ୍ୱର(ଶାସକ ପ୍ରଶାସକ): ଖୋର୍ଦ୍ଧା ଜିଲ୍ଲାରେ 5 ମ ପର୍ଯ୍ୟାୟ ମତଦାନଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ଏଥି ସହ ଖୋର୍ଦ୍ଧା ଜିଲ୍ଲାରେ5ଟି ଯାକ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାର ସହିତ ସଂଗଠିତ…

ପକ୍ଷୀମାନଙ୍କୁ ଲୋକଙ୍କ ନିକଟତର କରାଇବାକୁ ଟାଟା ଷ୍ଟିଲ ମାଇନିଂର ପ୍ରୟାସ

ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ପକ୍ଷୀ ଚିହ୍ନଟ ଅଭିଯାନ କମ୍ପାନୀର ପ୍ରତ୍ୟେକ ଖନନ କ୍ଷେତ୍ରରେ ପକ୍ଷୀ ବସା ପାଇଁ ୨୦୦ ବାକ୍ସ ସ୍ଥାପନ କରାଯିବ ସୁକିନ୍ଦା(ଶାସକ ପ୍ରଶାସକ) : ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏହାର ସୁକିନ୍ଦା କ୍ରୋମାଇଟ୍…

ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର (ଶାସକ ପ୍ରଶାସକ ) ଆଜି ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ, ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିର ଟି ମୁଖ୍ୟତଃ ଶାସ୍ତ୍ରୀ ନଗର ଅଞ୍ଚଳରେ କୋରୋନାରେ ପ୍ରାଣତ୍ୟାଗ କରିଥିବା ବାସିନ୍ଦା ତଥା…

ଏସଟିପିଆଇର ନାଲକୋ ଓ ଓଡ଼ିଶା ସରକାରଙ୍କ ଡିଏସ୍‍ଟି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଚଳିତ ଫେବୃଆରୀ ମାସ ୨୩ ତାରିଖରେ ଏସଟିପିଆଇ ଭୁବନେଶ୍ୱରକୁ ମହାନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ କୁମାରଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ସଫ୍ଟୱେର ଟେକ୍‍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ (ଏସଟିପିଆଇ) ଭୁବନେଶ୍ୱର ଦ୍ୱାରା ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଇଟି ଓ ଟେଲିକମ୍‍…

ଟେମରୀ ହାଇସ୍କୁଲର ଜମି ବିବାଦ ସମାଧାନ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡିଲେ

ପଦ୍ମପୁର:-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଳକ ର ଟେମରୀ ହାଇସ୍କୁଲ ସର୍ବପୁରାତନ ସ୍କୁଲ ଭାବେ ସୁପରିଚିତ ।ସେ ସମୟରେ ଏ ଅଞ୍ଚଳରେ ଶିକ୍ଷା ର ବିକାଶ ପାଇଁ ଅଞ୍ଚଳ ର ବଦାନ୍ୟ ବ୍ୟକ୍ତି ମାନଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଟେମରୀ ହାଇସ୍କୁଲ ସକାଶେ ଅନେକ ବ୍ୟକ୍ତିବିଶେଷ ଜମି ଦାନ ସୂତ୍ରରେ…

କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଆକ୍ରମଣର ପ୍ରତିବାଦ : ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଗୁଣୁପୁର ପ୍ରେସ ୟୁନିଅନ…

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟ ରେ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଯେଉଁ ଭଳି ମରଣାନ୍ତକ ଆକ୍ରମଣ ହେଉଛି ଏବଂ ଏଥି ପ୍ରତି ଓଡିଶା ସରକାର ଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଏବଂ ସାମ୍ବାଦିକ ଙ୍କ ପାଇଁ ସାମ୍ବାଦିକ…