Sign in
Sign in
Recover your password.
A password will be e-mailed to you.
ପଂଚାୟତ ଫଳ: ବିଜେଡି ସୁଅରେ ବିରୋଧୀଙ୍କ ନାଆ ଟଳମଳ
ଭୁବନେଶ୍ୱର : ମାଡି ଚାଲିଛି ବିଜେଡି ସୁନାମି | ପଂଚାୟତିରାଜ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଜାରି ରାହିଥିବା ବେଳେ ପ୍ରାରମ୍ଭିକ ଫଳାଫଳ ଯାଇଛି ଏକ ତରଫା ଭାବେ ବିଜେଡି ସପକ୍ଷରେ | ବିଜେଡି ସୁଅ ରେ ବିରୋଧୀ ଧରାଶାୟୀ ହୋଇଥିବା ପ୍ରତୀୟମାନ ହୋଇଛି | ଦିନ ଦୁଇଟା ସୁଦ୍ଧା ୨୭୦ରେ ବିଜେଡି ୨୪…
ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ : ବିଜେଡିର ବିପ୍ଳବ କାପ ଆଗୁଆ
ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଢଙ୍ଗି : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ ଜିଲାପରିଷଦ 2ୟ ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ ୨୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି | ବିଜେପି ପ୍ରାର୍ଥୀନୀ ନିର୍ମଳା ଲେଙ୍କା ୫୮୨ ଖଣ୍ଡ ଭୋଟ ପାଇଥିବା…
କଂଗ୍ରେସ ଭବନରେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଂକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଭୀର ଶୋକ ପ୍ରକାଶ କରିଛି । ଆଜି ସକାଳେ ସ୍ୱର୍ଗର୍ତ ବିଶ୍ୱାଳଙ୍କ ମରଶରୀର କଂଗ୍ରେସ ଭବନ ଠାରେ…
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ବାଳଙ୍କୁ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ଵର - ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ୱର୍ଗତ ବିଶ୍ବାଳଙ୍କ ମରଶରୀର ବିଧାନସଭା ପରିଶେଷରେ ପହଞ୍ଚିଲା ପରେ ବାଚସ୍ପତି…
ରାଷ୍ଟ୍ରୀୟ ସମ୍ମାନ ସହ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର
ଭୁବନେଶ୍ୱର ;ଗତକାଲି ପରଲୋକ ଗମନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଜନ୍ମସ୍ଥାନ ଝାରସୁଗୁଡ଼ାରେ ସମ୍ପନ୍ନ ହେବ | ଏ ବିଷୟ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |
କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ମାହାଙ୍ଗା /ଦେବେନ୍ଦ୍ର ଷଡ଼ଙ୍ଗୀ:ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡା (୪୪)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସ୍ୱର୍ଗତ ପରିଡା ପାରଦ୍ୱୀପର ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଫେବୃୟାରୀ ୧୫ ତାରିଖ ଦିନ…
କୋଠପଦା ଛକ ନିକଟରେ ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ
ମାହାଙ୍ଗା / ଦେବେନ୍ଦ୍ର ଷଡ଼ଙ୍ଗୀ: ମାହାଙ୍ଗା ଥାନା ଅନ୍ତର୍ଗତ ସାଲେପୁର-ଛତିଆ ପୁର୍ତରାସ୍ତାର କୋଠପଦା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ସ୍ଥାନୀୟ କାଳିଅଂଟି ଗ୍ରାମର ନୃସିଂହ ଚରଣ ବାରିକଙ୍କ ପୁତ୍ର ସତ୍ୟଜିତ (୨୫)ଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ଜଣାଯାଇଛି ଯେ ସତ୍ୟଜିତ ଏକ ପଲସର ବାଇକରେ…
ପାରଳାଖେମୁଣ୍ଡି ପୌରପାଳିକା ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୌର ନିର୍ବାଚନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନେଇ ପ୍ରକାଶ ପାଇଥିବା ବେଳେ ଗଜପତି ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପାଳିକାର ଏବଂ କାଶୀନଗର ବିଜ୍ଞାପିତ…
ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି
ବଡ ପରାଜୟ ଜାଣିବା ପରେ ବିଜେପି କର୍ମୀ ଅବସାଦଗ୍ରସ୍ତ
ରାଜ୍ୟ ବିଜେପି ସଭାପତିଙ୍କ ପ୍ରୟାସ ବିଫଳ
ପୌର ନିର୍ବାଚନରେ ବି ଲୋକେ ବିଜେପିକୁ ହରାଇବେ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର…
କାଲି ଭୋଟ ଗଣତି; ସକାଳ ୮ରୁ ପଞ୍ଚାୟତ କାଉଣ୍ଟଡାଉନ
ପୁରୀ: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ଜିଲ୍ଲାରେ ୩ଦିନ ଧରି ଚାଲୁ ରହିବ ଗଣତି । ଆସନ୍ତାକାଲି ଜିଲ୍ଲାର ୧୧ ଜୋନରେ ଗଣତି କରାଯିବାକୁ ଥିବାବେଳେ ୨୭ ତାରିଖରେ ମଧ୍ଯ ୧୧ଟି ଓ ୨୮ ତାରିଖରେ ୧୧ଟି ଜୋନରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।
ଜିଲ୍ଲାରେ ସରିଛି ପଞ୍ଚାୟତ…