ଏଟିଭିଏମ ଗୁଡିକରେ ଟିକେଟ୍ ବିକ୍ରି କରିବାରେ ଡିଜିଟାଲ୍ ପାଉଣା ନେଣଦେଣ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଟ୍ରେନ ଯାତ୍ରା ଟିକେଟ୍, ପ୍ଲାଟଫର୍ମ ଟିକେଟ୍, ସିଜିନ ଟିକେଟ୍ ର ନବୀକରଣ କିମ୍ବା କିଣିବା ପାଇଁ ଏବେ ପେଟିଏମ୍ ଏବଂ ମାଗଣା ଚାର୍ଜ UPI QR କୋଡ୍ ମାଧ୍ୟମରେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ଦ୍ୱାରା ଟିକେଟ କ୍ରୟ କରିବା କ୍ଷେତ୍ରରେ ପାଉଣା…

ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୮ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଉତ୍ତର ପ୍ରଦେଶ ରାଜ୍ୟର ମୁରାଦାବାଦ ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକ୍ ଡାଉନ୍ ଏବଂ ସଟ୍…

ଅଙ୍ଗନବାଡି କର୍ମୀ ମାନଙ୍କୁ ସାମାଜିକ ଗଣମାଧ୍ୟମ ରେ ଅପମାନିତ କରିଥିବା ଅଜଣା ବ୍ୟକ୍ତି ବିରୋଧରେ ଥାନାରେ ମାମଲା

ବରଗଡ :- ଅଙ୍ଗନବାଡି କର୍ମୀ ଗାଁ ରେ ସରକାରଙ୍କର ଆଖି ଓ କାନ କହିଲେ ଅତ୍ୟୁକି ହେବ ନାହିଁ । ସରକାର ଙ୍କର ଅନେକ ଯୋଜନା ଏହି କର୍ମୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃଣମୂଳ ସ୍ଥରରେ କାର୍ଯକାରୀ ହୋଇଥାଏ । ଗାଁ ର ପ୍ରତ୍ୟେକ ସମସ୍ୟା ଓ ଅସୁବିଧା ପ୍ରଥମେ ଏହି କର୍ମୀ ମାନଙ୍କର ନଜର କୁ…

ଉତ୍କଳ ଆଲୁମିନା ‘ପ୍ରୋଜେକ୍ଟ ଉଦ୍ୟମୀ’ ଅଧୀନରେ ଉଦ୍ୟୋଗ ଉଦ୍‍ଘାଟିତ

ଭୁବନେଶ୍ୱର/ଟିକିରି(ବୈକୁଣ୍ଠ ଦୁରିଆ) : ନିଜର ପାରିପାର୍ଶ୍ଵିକ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି କରିବା ପ୍ରୟାସକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ଏହାର ପ୍ରଥମ ସଫଳତା…

ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ଏୟାର କଣ୍ଡିସନ ଲୋକାର୍ପିତ

ସ୍ମାର୍ଟ ଆଇଓଟି କଂଟ୍ରୋଲ୍‌ ସହ ରହିଛି ୯୯.୯% ୟୁଭି ଭାଇରସ୍ ଷ୍ଟେରିଲାଇଜେସନ୍ ସୁବିଧା ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁ୍‌ଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର କଂପାନି ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ପ୍ରିମିୟମ୍ ମାନର ଏୟାର କଣ୍ଡିସନର ଉନ୍ମୋଚନ କରାଯାଇଛି ଯେଉଁଥିରେ ଉନ୍ନତ…

ଜେଏସଏଲ୍‍ ୟୁନିଟ ହେଡ୍‍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଦୀପକ ଅଗ୍ରୱାଲ

ଭୁବନେଶ୍ୱର: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ୍‍) ଓଡ଼ିଶାର ଯାଜପୁରସ୍ଥିତ ଏହାର ଉତ୍ପାଦନ କାରଖାନାର ୟୁନିଟ୍‍ ହେଡ୍‍ ଭାବରେ ଶ୍ରୀ ଦୀପକ ଅଗ୍ରୱାଲଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏହା ପୂର୍ବରୁ ଶ୍ରୀ ଅଗ୍ରୱାଲ ହଟ୍‍ ଏବଂ…

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା (ସେକ କୌଶର ) ବାଣପୁର ଥାନା ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଉକ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି…

ଡିଭାଇଡର ମଝିରେ ରାସ୍ତା କାରଣରୁ ଆଗକୁ ବିପଦର ସମ୍ଭାବନା

ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସ୍ଥାନୀୟ ଲୋକେ ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ଦେଇ ନୂଆପଡାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ଅଞ୍ଚଳ ବାସୀ ଙ୍କର ପାଇଁ ଲାଇଫ ଲାଇନ ସଦୃଶ । ଏହା ଲୋକଙ୍କର ଗମନାଗମନ ସହିତ ଆର୍ଥିକ ଉନ୍ନତି ରେ ମଧ୍ୟ ମୁଖ୍ୟ ସହାୟକ ଭାବରେ ଉଭା ହେବାରେ ଲାଗିଛି । ଏହା…

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମେସେଜକୁ ନେଇ ପରୀକ୍ଷାର୍ଥୀ ନିରାଶ

ଆଡମିଟ୍ କାର୍ଡ ପାଇବାକୁ ଅପେକ୍ଷା କରି ରହିଥିଲା ବେଳେ ବହୁ ଛାତ୍ର ଛାତ୍ରୀମାନଙ୍କ ପାଖକୁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ମୋବାଇଲ ଯୋଗେ ପରିଷଦ ପକ୍ଷରୁ ମେସେଜକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ଓଡିଶା…

୧୦ ଦିନ ହେବ ଦିଲ୍ଲୀପ ମଲ୍ଲିକ ନିଖୋଜ

ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମର ସ୍ୱର୍ଗତ ବିମ୍ବାଧର ମଳିକଙ୍କ କନିଷ୍ଠପୁତ୍ର ଦିଲ୍ଲୀପ କୁମାର ମଲ୍ଲିକ (୨୮) ଗତ ୧୦ ଦିନ ହେବ ନିଖୋଜ ହୋଇଥିବା ତାଙ୍କ ମାଆ ଶରଳା ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ଫେବୃୟାରୀ ୧୩ ତାରିଖ ଦିନ…