ୟୁକ୍ରେନରେ ଫସିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର ପାଇଁ ନିବେଦନ

ନୟାଗଡ଼ (ବିଶ୍ୱଜିତ ନାୟକ) - ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଦୁଇ ଜଣ ନୟାଗଡ଼ିଆ ସେଠାରେ ଫସି ରହିଥିବା ସେମାନଙ୍କ ପରିବାର ଜିଲ୍ଲା ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଏହି ଦୁଇ ଜଣ ନୟାଗଡ଼ିଆ ସେଠାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣାଯାଇଛି । କିବ୍ ସହରରେ ଶେଷ ବର୍ଷ…

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ୱାଳ ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି | ତାଙ୍କୁ ୮୩ ବର୍ଷ ହୋଇଥିଲା । କିଛି ଦିନ ତଳେ ନିମୋନିଆରେ ଆକ୍ରାନ୍ତ ହୋଇ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

କୋସଲି ସ୍ୱାଭିମାନ ଦିନ ପାଳିତ: ହାମେ କୋସଲି ହାମର ଭାଷା କୋସଲିକୁ ନାରା ପୁଣି ଶୁଭୁ

 ପଦ୍ମପୁର : ଆଜି ପଦ୍ମପୁର ଠାରେ ଜୟନ୍ତି ପାଳନ କମିଟି ତରଫରୁ ପଣ୍ଡିତ ପ୍ରୟାଗଦତ ଜୋଷୀଂକ ଜନ୍ମଦିନକୁ କୋସଲି ସ୍ୱାଭିମାନ ଦିନ ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସହରର ଦୁର୍ଗା ଗୁଡି ଠାରୁ ଏକ ଶୋଭାଯାତ୍ରା ବାହାରି ଦିଲିପ ମଣ୍ଡପର ସଭା ସ୍ଥଳକୁ ପହଂଚିଥିଲା । ଶୋଭାଯାତ୍ରାରେ କୋସଲି…

ଧାନ ଉଠେଇବାକୁ ଚାଷୀଙ୍କ ଆକୁଳ ନିବେଦନ

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ: କେନ୍ଦୁଝର ସଦର ମହକୁମାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ତାଙ୍କ ଧାନ ନେବାକୁ ଏକ ଦରଖାସ୍ତ ମାଧ୍ୟମରେ ନିବେଦନ କରିଛନ୍ତି । ସେମାନେ କହିଛନ୍ତି କି ସେମାନେ ଗତ ଅଗଷ୍ଟ ୨୦୨୧ରୁ ପଞ୍ଜିକୃତ ହୋଇଥିବାରୁ ଟୋକାନ ପାଇଛନ୍ତି । ଫୋନ…

ପୌର ନିର୍ବାଚନ ଆଳରେ କେନ୍ଦୁଝରରେ କୋଟି କୋଟି ଟଙ୍କାର ନଗରପାଳିକା ଦୁର୍ନୀତି ଛପି ଯିବ କି ?

କେନ୍ଦୁଝର /ସିଦ୍ଧେଶ୍ୱର ସାହୁ :  ବାଜିଲାଣି ପୌର ନିର୍ବାଚନ ବିଗୁଲ ହେଲେ କେନ୍ଦୁଝରଗଡ ମୁନିସିପାଲିଟିରେ ହୋଇ ଥିବା କୋଟି କୋଟି ଟଙ୍କାର ସାଇନ ବୋର୍ଡ, ଲାଇଟ, ସ୍ୱାଗତ ତୋରଣ ସହ ବିଜ୍ଞାପନ ଲାଗି କୋଟି କୋଟି ବରବାଦ ତଥା ଲୁଟି ଦୁର୍ନୀତି ଛପି ଯିବାକୁ ବସିଛି । ସୂଚନା ଅଧିକାର ବଳରେ…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ବର୍ତ୍ତିଲେ ଆଲବମ ଅଭିନେତା

ସିମୁଳିଆ (ଅକ୍ଷୟ କୁମାର ଜେନା): ଜାତୀୟ ରାଜପଥର କାର୍ଯ୍ୟ ମନମୁଖୀ ଦିନକୁ ଦିନ ବୃଦ୍ଧି ପାଉଛି। ସଡ଼କ ସମ୍ପ୍ରସାରଣ ନା ରେ ଅନେକ ଧନ ଜୀବନ ନଷ୍ଟ ହେଉଛି। ଆଜି ଦିବା ଦ୍ୱିପହର ଜାତୀୟ ରାଜପଥ ଷୋହଳରେ ଏକ କାର ଓ ଟ୍ରକ୍ ମଧ୍ୟରେ ଧକ୍କା ଫଳରେ ଉଭୟ ଗାଡ଼ି ହୁତୁ ହୂତୁ ହୋଇ ଜଳି ଗଲା। ରାଣୀ ତାଲ୍…

ମାଓପ୍ରବଣ ରାଇଲିମାରେ ସାନି ମତଦାନ,ଡଙ୍ଗରିଆ କନ୍ଧ ଦେଲେ ଭୋଟ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ମାଓପ୍ରବଣ ରାଇଲିମାର ବୁଥ ନମ୍ବର ୧୪ରେ ଆଜି ଶାନ୍ତିଶୃଙ୍ଖଳା ସହ ସାନି ମତଦାନ ଅନୁଷ୍ଠିତ ହେଉଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣରେ ରାଇଲିମା,ତଳମୁଶୁଡି ଓ ଉପର ମୁଶୁଡି ଗ୍ରାମର ମତଦାତାମାନେ ଉତ୍ସାହିତ ସହିତ ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟର…

ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଓଡ଼ିଆଙ୍କ ନିରାପଦ ଲେଉଟାଣି ପାଇଁ ତତ୍ପରତା ଦେଖାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଲେ ଆଲୋଚନା: ଗସ୍ତ ଖର୍ଚ ବହନ କରିବେ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କୁ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରଖିବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଭୁବନେଶ୍ୱର :…

ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ : ମାର୍ଚ୍ଚ ୨୪ରେ ଭୋଟ

ଭୁବନେଶ୍ୱର : ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ | ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଓଡିଶାରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ପୌର ନିର୍ବାଚନର ତାରିଖ ଘୋଷଣା କରିଛି। ତାରିଖ ଘୋଷଣା କରି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ୧୦୬ ମ୍ୟୁନିସିପାଲିଟି /…

ବେକରେ ଓଢଣୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବରଗଡ :- ଗୁରୁବାର ସନ୍ଧ୍ୟା ସମୟରେ ପାଇକମାଲ ଗ୍ରାମର ସଡକପଡା ର ଜଣେ ଯୁବତୀ ଙ୍କୁ ପାଇକମାଲ ଡାକ୍ତରଖାନା କୁ ଅଣା ଯାଇଥିଲା ।ଯୁବତୀ ଜଣକୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଥିଲା । ଏହାପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲା । ପ୍ରାପ୍ତ ସୂଚନା…