ନିଶ୍ଚିନ୍ତକୋଇଲି ପି.ପି.କଲେଜରେ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଗଣନାବୁଥ୍ ପରିଦର୍ଶନ

ଗଣନା ପ୍ରକିୟା ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ୍ଡାକଡ଼ି ; ଗଣନାକାର୍ଯ୍ୟରେ ୧୫୭ କର୍ମଚାରୀ ନିୟୋଜିତ ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ୫ ଟି ଜୋନ୍ ତଥା ୪୧ ଟି ପଂଚାୟତର ଭୋଟ ଗଣତି କାର୍ଯ୍ୟ ପି.ପି. କଲେଜ ପରିସରରେ…

ଓଡ଼ିଶାରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଡିଜିଟାଲ୍ ହଟ୍ ସେବା

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉଦ୍‌ଘାଟିତ ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା…

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନେଇ ମାର୍ଚ୍ଚ ୫ ପୁନଶ୍ଚ ଜନଶୁଣାଣିକୁ ସମାଜବାଦୀ ପାର୍ଟିର ସ୍ୱାଗତ

ଭୁବନେଶ୍ୱର:  ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ସ୍ଥାନ ଢିଙ୍କିଆରେ ପୁନଶ୍ଚ ଜନଶୁଣାଣି କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି । ଆଜିର ଆଦେଶନାମାରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ଜନଶୁଣାଣିରେ…

ପର୍ଶୁରାମ ବାହିନୀ ପକ୍ଷରୁ ମାର୍ଚ୍ଚ ମାସରେ ବ୍ରତୋପନୟନ।

ବରଗଡ଼ - ଶାସକ ପ୍ରଶାସକ/ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ରାହ୍ମଣ ସମାଜ ପର୍ଶୁରାମ ବାହିନୀ ପକ୍ଷରୁ ଆସନ୍ତା ମାର୍ଚ୍ଚ୨୨ ତାରିଖ ମଙ୍ଗଳବାର ଦୁର୍ଗାମନ୍ଦିର ଠାରେ ବ୍ରତୋପନୟନ ଆୟୋଜନ କରାଯାଉଛି।ଆର୍ଥିକ ସଙ୍କଟ ପରିବାର ମଧ୍ୟରେ ଥିବା ବଟୁ ମାନେ ଏଥିରେ ସାମିଲ ହୋଇପାରିବେ।ପ୍ରତ୍ୟେକ ବର୍ଷ ପର୍ଶୁରାମ…

ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କୁ ଅପହରଣ ଅଭିଯୋଗ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କୋଟଗଡ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କୁ ସାଂସଦ ପ୍ରତିନିଧି ଅପହରଣ କରିଥିବା ଅଭିଯୋଗ ହୋଇଛି I ଅପହରଣର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I ଅପହରଣକାରୀଙ୍କୁ ଗିରଫ ଦାବୀରେ ସ୍ଥାନୀୟ ବାସୀନ୍ଧା ମୂଖ୍ୟ ରାସ୍ତା…

ରାତି 10 ଟାରେ ଉଠିବ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ହେବ ପର୍ବ । ଆଡକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଭୁବନେଶ୍ୱର : ଆସନ୍ତା…

ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସାମ୍ବାଦିକ ସଂଘ (ଏମଜେୟୁ) ପକ୍ଷରୁ ସ୍ଥାନୀୟ ପିଡବ୍ଲ୍ୟୁଡି ଡାକ ବଙ୍ଗଳା ପରିସରରେ ରାଜ୍ୟରେ କର୍ମଜୀବି ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ ଓ ସୁରକ୍ଷା ନିମନ୍ତେ ଆଲୋଚନା ନେଇ ଏକ ବୈଠକ ଅନୁଷ୍ଠିିତ ହୋଇଯାଇଛି। ମୋହନା…

କୃତୀ ଶିକ୍ଷକ ରାହାସ ବିହାରୀ ମହାନ୍ତିଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ

ଜଗତସିଂପୁର/ ସୁମନ୍ତ କୁମାର ଦାସ : ସ୍ଥାନୀୟ ଜୟବଡ଼ ସ୍ଥିତ ସାଇ ଜ୍ଞାନ ପ୍ଲେସ୍କୁଲ ପରିସର ରେ ମୁରଲୀ ଧର ଦାସଙ୍କର ଅଧ୍ୟକ୍ଷତାରେ ସୁନାମ ଧନ୍ୟ କୃତି ଶିକ୍ଷକ ସ୍ବର୍ଗତ ରାହାସ ବିହାରୀ ମହାନ୍ତିଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଶିକ୍ଷାବିତ ବଂଶୀଧର…

ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଏରସମା ଓ ନାଉଗାଁ ବ୍ଳକରେ ପଂଚାୟତ ନିର୍ବାଚନ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଫେବୃୟାରୀ ୨୪ ତାରିଖରେ ଏରସମା ଓ ନାଉଗାଁ ବ୍ଲକରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଆଜି ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ପ୍ରଶାସନ…

ଅନ୍ତିମ ପର୍ଯ୍ୟାୟ ତଥା ପଞ୍ଚମ ଚରଣ ପଂଚାୟତ ଭୋଟ କାଲି ।

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ): ରାତି ପାହିଲେ ଅର୍ଥାତ ଫେବୃଆରୀ ୨୪ ତାରିଖରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଏହାପରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଆବଦ୍ଧ ହୋଇ ଯିବ । କେନ୍ଦୁଝରରେ ନିର୍ବାଚନ ଏଥର ଛକାପଞ୍ଝା ରେ ଚାଲିଛି ଖଣି ଅଂଚଳରେ ଶାସକ ଦଳ ଭିତରେ ଗଣ୍ଡଗୋଳ ହାଟରେ ପଡି ଦାଣ୍ଡରେ…