Sign in
Sign in
Recover your password.
A password will be e-mailed to you.
ବିଷୋୟୀ -ଏ ଜୋନର ଭୋଟ ପୁନଃ ଗଣତି ଦାବି କଲା ବିଜେଡି
ଗୁରୁତର ଅନିୟମିତତା ତଥା ମଲା ଲୋକଙ୍କ ନାମରେ ଭୋଟ ପଡିଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ନିକଟରେ ବିଷୋୟୀ -ଏ ଜୋନର ଭୋଟ ପୁନଃ ଗଣତି ଦାବି କଲା ବିଜେଡି
ବିଜେଡି ମାଡୁଛି ସାଇଁ ସାଇଁ, ବିଜେପି-କଂଗ୍ରେସ ଧଇଁସଇଁ
ପଂଚାୟତ ପ୍ରିମିୟର ଲିଗ : ଟିମ ନବୀନର ଧୁଆଁଧାର ବ୍ୟାଟିଂ ଜାରି, ନିସ୍ତେଜ ବିରୋଧୀ
ପ୍ରତିପକ୍ଷ ବୋଲିଂ ଓ ଫିଲଡିଂ ଛିନଛତ୍ର, ଘୋଷିତ ୩୧୪ ଆସନରୁ ବିଜେଡି ହାତେଇଲା ୨୮୧
୧୫ଟିରେ ବିଜେପି ଏବଂ କଂଗ୍ରେସ ଜିତିଲା ୧୪ ଜୋନରେ
ଭୁବନେଶ୍ୱର : ଟିମ ନବୀନ ନିଦ ହଜାଇଦେଇଛି…
ବରଗଡ଼: ପ୍ରଥମ ଦିନର ମ୍ୟାଚ ୧୦-୨ରେ ସାରିଲା ବିଜେଡି
ସର୍ବାଗ୍ରେ ଜାଇଫୁଲ ସିଂ , ଭାରତୀ ଭୁଏ , ନୀଳ କୁମାରୀ ଓ ସୁଦାମ
ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ସୁଶାନ୍ତ ସିଂ ସ୍ଥାନୀୟ ବିଧାୟକ ଓ ଜନସାଧାରଣ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ପ୍ରାର୍ଥୀ
ବରଗଡ :- ସରିଲା ତ୍ରିସ୍ତରୀୟ ନିର୍ବାଚନ ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ସଦ୍ୟ ପ୍ରକାଶିତ ଫଳାଫଳ ଅନୁସାରେ…
ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜୋନ: ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ 3201 ଭୋଟରେ ବିଜୟୀ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 8 ଟି ପଞ୍ଚାୟତ ପାଇଁ 26 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି 27 ତାରିଖ ସକାଳ 6 ଟା ରେ ସମାପ୍ତ ହୋଇଥିଲା । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି କୁଇଜ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ…
ସୋହେଲା ଓ ଆମ୍ବଭନା ରେ ବିଜେଡିର ରେକର୍ଡ଼ ବିଜୟ
ବରଗଡ଼ :- ବରଗଡ଼ ଜିଲା ରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତାଗଣନା ର ପ୍ରଥମ ପର୍ଯାୟ । ଏହି ଅବସରରେ ପ୍ରତେକ ବ୍ଲକ ରେ ଚାଲିଛି ମତାଗଣନା । ସୋହେଲା ଏବଂ ଅମ୍ବାଭୋନା ର ଭୋଟ ଗଣତି ସରିବା ସହିତ ବିଜେଡି ପ୍ରାର୍ଥୀ ମନେ ବିଜୟ ଲାଭ କରିଛନ୍ତି । ସୋହେଲାରେ ବିଜୁ ଜନତା ଦଳର ପ୍ରାର୍ଥିନୀ…
କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ
ଭୁବନେଶ୍ୱର,: କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି ।କୋଭିଡ୍ର ଆକ୍ରମଣ ଫଳରେ ଏହା ପରେ…
କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ
ଭୁବନେଶ୍ୱର: ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ନିଜର ଖୁସି ଅଭିବ୍ୟକ୍ତ କରି କହିଥିଲେ ଯେ ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ…
ମାହାଙ୍ଗା ୩୯ ନମ୍ବର ଜୋନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ୫୩୭୦ ଭୋଟ ରେ ଆଗୁଆ
ମାହାଙ୍ଗା/ ଦେବେନ୍ଦ୍ର ଷଡ଼ଙ୍ଗୀ: ଷଷ୍ଠ ରାଉଣ୍ଡ ସୁଦ୍ଧା ମାହାଙ୍ଗା ୩୯ ନମ୍ବର ଜୋନ ରେ ବିଜେଡ଼ି ପ୍ରାର୍ଥୀ ମୂର୍ଷିଦ ରିଆଜୁଲ ହୋଦା ବିଜେପି ପ୍ରାର୍ଥୀଙ୍କ ଠାରୁ 5370 ଖଣ୍ଡ ଭୋଟ ରେ ଆଗୁଆ ରହିଥିବା ଜଣାପଡିଛି | ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୬୮୯୦ ଖଣ୍ଡ ଭୋଟ ପାଇଥିବା…
ପଂଚାୟତ ବାଜି : ବିଜେଡି ଧାରରେ କଟୁଛି ବିଜେପି ପତା, କଂଗ୍ରେସ ହରାଉଛି ସତ୍ତା
ଭୁବନେଶ୍ୱର : ବହୁଛି ବିଜେଡି ସୁନାମି | ପଂଚାୟତିରାଜ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଜାରି ରାହିଥିବା ବେଳେ ପ୍ରାରମ୍ଭିକ ଫଳାଫଳ ଯାଇଛି ଏକ ତରଫା ଭାବେ ବିଜେଡି ସପକ୍ଷରେ | ବିଜେଡି ସୁଅ ରେ ବିରୋଧୀ ଧରାଶାୟୀ ହୋଇଥିବା ପ୍ରତୀୟମାନ ହୋଇଛି | ଅପରାହ୍ନ ୫ଟା ସୁଦ୍ଧା ୨୭୩ ରେ ବିଜେଡି ୨୦…