Sign in
Sign in
Recover your password.
A password will be e-mailed to you.
କ-ଜୋନ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ ବିଜୟୀ ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରାୟଗଡା ଜିଲା କଲ୍ୟାଣସିଂ ହପୁର (କ)ଜୋନ ରେ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର କୁ ୧୦୧୯ ଭୋଟରେ ହରାଇ ବିଜୟୀ ହୋଇଥିବା ବେଳେ ୭ଟି…
ନିର୍ବାଚନ ପରିଚାଳନା ରେ ସବୁ କ୍ଷେତ୍ରରେ ଫେଲ ମାରିଛି ପାଇକମାଲ ବ୍ଲକ ପ୍ରଶାସନ
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ର ଆଜି ଦ୍ଵିତୀୟ ଦିବସ । ରାଜ୍ୟ ସାରା ପ୍ରତ୍ୟେକ ବ୍ଲକର ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗଣତିର ବ୍ୟବସ୍ଥା କୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ନିର୍ବାଚନ କମିଶନ , ଜିଲ୍ଲା ପ୍ରଶାସନର କଡା ନିର୍ଦେଶ ରହିଛି । ହେଲେ ଗତ ଷୋହଳ ତାରିଖ ଦିନ…
ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର
ଭୁବନେଶ୍ଵର : ଆଜି ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ସହିଦ ନଗର ଦୁର୍ଗା ମଣ୍ଡପ ପଡିଆ ନିକଟସ୍ଥ ମା ଭୁବନେଶ୍ଵରୀ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଶ୍ରୀ ଉମାନାଥ ମିଶ୍ର ଙ୍କ ନେତୃତ୍ବରେ ୬୪ ୟୁନିଟ ରକ୍ତ…
ପାର୍ଥିବ ଶରୀରକୁ ଗ୍ରାମକୁ ନେବାପାଇଁ ସହାୟତା କଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ହାଟମୁନିଗୁଡ଼ା ଗ୍ରାମର 42 ବର୍ଷିୟ ସୁରି ଗୁଲା ଗଛରୁ ଖସିପଡ଼ି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡ଼ିକାଲରେ ପ୍ରାୟ ଏକ ମାସ ହେବ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସୁରିଙ୍କ…
ପରଟାରେ ପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପ
ଜଗତସିଂହପୁର// ସୁମନ୍ତ କୁମାର ଦାସ : ଜଗନ୍ନାଥଙ୍କୁ ନେଇ ଘଟିଯାଇଛି ଏକ ଅଲୌକିକ ଘଟଣା l ଜଗତସିଂହପୁର ଜିଲ୍ଲା ଦାରୁକ୍ଷେତ୍ର ରୂପେ ପରିଚିତ l ମହାପ୍ରଭୁ ୩ ଦାରୁ ଏହି ଜିଲ୍ଲାରୁ ଯାଇଥିଲା l ଯେଉଁଠି ଏବେ ଭିନ୍ନରୂପରେ ଲୋକଙ୍କୁ ଦେଖାଦେଉଛନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର…
ଆଗଲପୁର ବ୍ଲକ୍ ୧ନମ୍ବର ଜୋନ୍ ରେ ବିଜେଡ଼ିର ଦେବକୀ ସାହୁ ବିଜୟୀ
ଆଗଲପୁର(ଗୁରୁଶଙ୍କର ପାଇକ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ୧ନମ୍ବର ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ଦେବକୀ ସାହୁ ବିପୁଳ ଭୋଟ ରେ ବିଜୟୀ ହୋଇ ଛନ୍ତି | ସେ ସର୍ବ ମୋଟ 13847ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ…
ବାସୁଦେବପୁରରେ ଭୋଟ ଗଣତି : ୧୭ ନମ୍ବର ଜିଲ୍ଲା ପରିଷଦ ଜୋନକୁ ହାତେଇ ନେଲା ବିଜେଡ଼ି ।
ବାସୁଦେବପୁର: ପ୍ରତାପ ପାଢ଼ୀ: ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ର ଦ୍ଵିତୀୟ ଦିନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୧୮ ଓ ୧୯ ପାଇଁ ଭୋଟ ଗଣତି ଆରମ୍ଭ ହୋଇ ଥିବା ବେଳେ…
କେନ୍ଦୁଝରରେ ଖଣି ଜନିତ କ୍ଷୟକ୍ଷତି ଓ ପରିବେଶ ପ୍ରଦୂଷଣ ଉପରେ ଆଲୋଚନା ଚକ୍ର ।
କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) : ଆଜି ସ୍ଥାନୀୟ ସହିଦ ଭବନଠାରେ କେନ୍ଦୁଝର ନାଗରିକ ସମାଜ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ହୋଇ ଯାଇଛି। ଏଥିରେ ସଚେତନ ନାଗରିକ ମାନେ ଯୋଗ ଦେଇ କେନ୍ଦୁଝର ଜିଲ୍ଲାରେ ଖଣି ଖନନ ଜନିତ କ୍ଷୟକ୍ଷତି ଓ ପରିବେଶ ଉପରେ ଏହାର ପ୍ରଭାବ ନେଇ ଆଲୋଚନା…
ମୁଖ୍ୟ ବିରୋଧୀ ଦଳର ପ୍ରଦର୍ଶନ ତଳକୁ ତଳକୁ !!
ଦିଲୀପ କୁମାର ସାହୁ
ଗଣତନ୍ତ୍ରରେ ବିରୋଧୀଦଳର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶାସକ ଦଳକୁ ଗଠନମୂଳକ ସମାଲୋଚନା କରି ଠିକଣା ବାଟକୁ ଆଣିଥାଏ ବିରୋଧୀ ।ଆମ ରାଜ୍ୟରେ ସେମିତି ଦେଖିଲେ ବିରୋଧୀ ଦଳର ସଫଳତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନର ପ୍ରାରମ୍ଭିକ…
ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ
ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ୧୪୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦ, ଭୁବନେଶ୍ୱର ତରଫରୁ ଶ୍ରଦ୍ଧାସୁମନ ଅର୍ପଣ ।