୩୦ଲିଟର ଦେଶିମଦ ଜବତ ୨ ଗିରଫ

0

ପଦ୍ମପୁର-ପଦ୍ମପୁର ଏବେ ନିଶା ବେପାରୀଙ୍କ ଚରାଭୂମୀ ପାଲଟିଛି ଦିନକୁ ଦିନ ପଦ୍ମପୁର ତଥା ଆଖପାଖ ଅଂଚଳର ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି ପୋଲିସ ଯେତେ ଧରପକଡ କଲେ ମଧ୍ୟ କେଉଁଠିନା କେଉଁଠି ଭୁଲ ରହିଯାଉଛି ଯାହାର ଫାଇଦା ନେଉଛନ୍ତି ନିଶା ବେପାରୀ । ପଦ୍ମପୁର ଥାନା ଏସଆଇ ପ୍ରକାଶ ପାତ୍ର ଏବଂ ଅନ୍ୟ ଷ୍ଟାଫ୍ ପେଟ୍ରୋଲିଂ ସମୟରେ ଏକ ବଜାଜ ସିଟି୧୦୦ ମୋଟରସାଇକେଲରେ (ଓଡି୧୭ଟି୯୬୯୪) ବରିକେଲ ର ରାଜୁ ସୁନା ଓ ଲୋହାରପାଲିର ଟିକେଶ୍ବର ସେଠ ଗୋଟିଏ ଟ୍ୟୁବ୍ ରେ ୩୦ଲିଟର ଦେଶି ମହୁଲି ମଦ ନେଉଥିବା ବେଳେ ଜବତ କରିଥିଲେ ଓ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ।

Leave A Reply

Your email address will not be published.