ବିଶ୍ୱ ତମାଖୁ ଦିବସରେ ସୁଦର୍ଶନଙ୍କ “ସେ ନୋ ଟୁ ଟୋବାକୋ” ବାର୍ତ୍ତା ରାଜ୍ୟ By SPNEWS On May 31, 2022 0 Share ପୁରୀ/ଅନିମେଶ ପଟ୍ଟନାୟକ: ମଙ୍ଗଳବାର ବିଶ୍ୱ ତମାଖୁ ଦିବସ । ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail