Sign in
Sign in
Recover your password.
A password will be e-mailed to you.
ବେଆଇନ ଗ୍ୟାସ ବିତରଣ ଗାଡି ଜବତ,୫ହଜାର ଜରିମାନା ଆଦାୟ
ଭଞ୍ଜନଗର : ଭଞ୍ଜନଗର ଇଲାକାରେ ବେଆଇନ ଭାବେ ବିଭିନ୍ନ କମ୍ପାନିର ଗ୍ୟାସ ବିତରଣ କରୁଥିବା ଅଭିଯୋଗରେ ଆଜି ଯୋଗାଣ ବିଭାଗ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡିକୁ ଅଟକ ରଖିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ସୂଚନା…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଆଇଡା ପଂଚାୟତର ଖିରୋଦ ବଘାର | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ବଘାରଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ…
ରକ୍ତଦାନ ଅଭିଯାନ ପରେ ଅଙ୍ଗଦାନ ପଞ୍ଜୀକରଣ ଭଳି ମହତ ଅଭିଯାନ ଆରମ୍ଭ କରିବ ଓଡିଶା ମୋ ପରିବାର
ବିଜୁ ବାବୁଙ୍କ ଜୟନ୍ତୀରୁ ଅରମ୍ଭ ଅଙ୍ଗଦାନ ପଞ୍ଜିକରଣ ଅଭିଯାନ
ପ୍ରବାଦ ପୁରୁଷଙ୍କ ୧୦୬ ତମ ଜୟନ୍ତୀ ପରିପ୍ରେକ୍ଷୀରେ ୫୩୦ ଅଂଗଦାନ ପଞ୍ଜିକରଣ ଲକ୍ଷ
ଭୁବନେଶ୍ୱର(ଶାସକ ପ୍ରଶାସକ) : ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ ଅଟେ । ଆମ୍ଭେମାନେ ସଭିଏଁ ଜୀବନରେ କିଛି ନା କିଛି…
ସହିଦ ଦିଆଲ ସିଂ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସଲ ଗ୍ରାମରେ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଏହି ଅବସରରେ ଲଢୁଆ ବିର ସହିଦ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି ନିଜକୁ…
ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ଯୋଡ଼ା/ବଡ଼ବିଲ (ଶାସକ ପ୍ରଶାସକ):ଯୋଡ଼ାରେ ଜୈନେକ ସାମ୍ବାଦିକ ସତ୍ୟଜିତ ଦାସଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ଦେଢଟା ସମୟରେ ଯୋଡ଼ା ସିନେମାହଲ୍ ନିକଟରେ ଏହି ଆକ୍ରମଣ…
ବୃଦ୍ଧି ପାଇବାରେ ଲାଗିଛି ଆମ୍ବଲିଓପିଆ (ଲେଜି ଆଇଜ୍) ଓ ବାଇନୋକୁଲାର ଦୃଷ୍ଟି ସମସ୍ୟା
ଇନୋଭେଟିଭ୍ ବାଇନୋକ୍ସ ସଫ୍ଟଓୟାର ପ୍ରୟୋଗରେ ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲରେ ହୋଇପାରିବ ଉପଚାର
ପ୍ରାୟତଃ ୪% ପିଲାମାନେ ଆମ୍ବଲିଓପିଆ (ଲେଜି ଆଇଜ୍), ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟାରେ ପୀଡ଼ିତ ଯାହାକି କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ ।
ବାଇନୋକ୍ସ…
ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କଲା ସମୃଦ୍ଧ ଓଡ଼ିଶା
ଭୁବନେଶ୍ୱର- ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି…
ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଚ୍ଚଶିକ୍ଷା ବିଭାଗ , ଭୁବନେଶ୍ବରଙ୍କ ନିର୍ଦ୍ଦେଶାନୁଯାୟୀ , ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ଏକ ତାଲିମ ଶିବିର , ଭୁବନେଶ୍ବର ସ୍ଥିତ କରାଟେ ତାଲିମ କେନ୍ଦ୍ରରେ ତା ୦୩.୦୩.୨୦୨୨ ରିଖ ରୁ ତା ୦୯.୦୩.୨୦୨୨ ରିଖ ପର୍ଯ୍ୟନ୍ତ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ସାଧାରଣ ସମ୍ପାଦକ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେଡି ନେତା ତଥା ସାଧାରଣ ସମ୍ପାଦକ( ସୁନ୍ଦରଗଡ) ଅଶୋକ ସାଏ | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ସାଏଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ…
ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ଜାରୀ
ସହାୟତା ପାଇଁ (+୯୧)୬୭୪୨୩୯୩୯୫୫ ଏବଂ ହ୍ୱାଟ୍ସଆପ୍ ନମ୍ବର (+୯୧)୬୩୭୦୯୫୪୨୦୩ରେ ଯୋଗାଯୋଗ କରନ୍ତୁ:ସମୀର ମହାନ୍ତି
ଭୁବନେଶ୍ୱର,: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଏହି ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ଓଡିଆଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନର ବିଭିନ୍ନ ସହରରେ…