ଆତ୍ମବିଶ୍ଵାସ ସହ ଆଗକୁ ବଢିବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ.

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର 440 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସ୍କୁଲ ଆସିବାକୁ ଭଲ ଲାଗୁଛି, ପାଠ ପଢିବାକୁ ଆଗ୍ରହ ବଢିଛି - ଛାତ୍ର ଛାତ୍ରୀ ଭୁବନେଶ୍ୱର :: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ…

ବଦଳିବେ ବୋର୍ଡ-ନିଗମ ଅଧ୍ୟକ୍ଷ , ସଭାପତି ଓ ବିଭାଗୀୟ ଉପଦେଷ୍ଟା

ଭୁବନେଶ୍ୱର : ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ବିଭିନ୍ନ ବୋର୍ଡ, ନିଗମରେ ନିଯୁକ୍ତ ହୋଇଥିବା  ଅଧ୍ୟକ୍ଷ, ସଭାପତି ଓ ବିଭାଗୀୟ ଉପଦେଷ୍ଟାଙ୍କ ପୂର୍ବ ନିଯୁକ୍ତିକୁ ରଦ୍ଦ କରିଛନ୍ତି ମୁଖମନ୍ତ୍ରୀ  | ଏଥିନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି | ସେମାନଙ୍କ କାର୍ଯ୍ୟକାଳ ଆଜି ସରୁଥିବା…

କିସରେ ଭାରତୀୟ ମହିଳା ଭଲିବଲ୍‍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତୀୟ ମହିଳା ଭଲିବଲ୍‍ ଦଳକୁ ଭାରତୀୟ ଭଲିବଲ୍‍ ସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି। ଥାଇଲାଣ୍ଡରେ ଜୁନ୍‍ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍‍ ୧୪ତମ ଏସିଆ ମହିଳା…

ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ…

ବିଧାନସଭା ବାଚସ୍ପତି ଙ୍କର ସମେତ ସମସ୍ତ ମନ୍ତ୍ରୀ ଙ୍କର ଇସ୍ତଫା

ଆସନ୍ତା କାଲି ଏଗାରଟା ପଇଁଚାଲିସ ମିନିଟରେ ନୂତନ ମନ୍ତ୍ରୀଙ୍କ ଶପଥ ! ଭୁବନେଶ୍ୱର :- ମାଷ୍ଟର ଷ୍ଟ୍ରୋକ ଖେଳି ସମସ୍ତଙ୍କୁ ଚକିତ କରିବାରେ ନବୀନ ପଟ୍ଟନାୟକ ମାହୀର ଏଥିରେ ସନ୍ଦେହ ନାହିଁ , ସେ କେତେବେଳେ କଣ କରନ୍ତି କ୍ଷଣିକ ପୂର୍ବରୁ ଅନୁମାନ କରିବା ଅତ୍ୟନ୍ତ କଷ୍ଟକର । ରାଜନୀତିକୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମର୍ଥନରେ ବାହାରିଲେ ଦିଲ୍ଲୀପ ରାୟ

ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ସମର୍ଥନ କରି ରଖିଲେ ପ୍ରତିକ୍ରିୟା ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟ୍ ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ’ ଉପରେ ନିଜ…

ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧବାର୍ଷିକୀ: ସମ୍ବର୍ଦ୍ଧିତ ହେଲେ ୩୦ ଜିଲ୍ଲାର ନୂତନ ଜନପ୍ରତିନିଧି

ଭୁବନେଶ୍ୱର : ଅସମାନତାଭିତ୍ତିକ ସମାଜ ବ୍ୟବସ୍ଥାରେ ସବୁବର୍ଗର ଲୋକଙ୍କୁ ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାରେ ଅଂଶୀଦାର କରିବା ଭାରତୀୟ ସମ୍ବିଧାନର ମୂଳଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟ ପୂରଣ ପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମଧ୍ୟ ସାମାଜିକ ସମାନତା…

ଭାରତୀୟ ରାଜନୀତିକୁ ସର୍ବ ସମାବେଶି ବିକାଶ ବାଦର ଜୟ ଯାତ୍ରାରେ ପରିଣତ କରାଯାଇଛି

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ର  ସାମ୍ବାଦିକ ସମ୍ମିଳନୀ ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଶୋଭା ମଣ୍ଡପରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮ ବର୍ଷ ରେ…

ସାହାରା ଇଣ୍ଡିଆ ବ୍ୟାଙ୍କରେ ଉତେଜନା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ଦଶନମ୍ବର ସ୍ଥିତ ସହାରା ଇଣ୍ଡିଆ ବ୍ୟାଙ୍କରେ ଆଜି ତୀବ୍ର ଉତେଜନା ଦେଖିବାକୁ ମିଳିଥିଲା | ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ଲୋକମାନେ ସାହାରା ଇଣ୍ଡିଆ ବ୍ୟାଙ୍କରେ ନିଜର ପଇସା ରଖି ଆସୁଛନ୍ତି |ସାହାରା ବ୍ୟାଙ୍କର ଲୋଭନୀୟ ସ୍କିମ ଦେଖି…