ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

https://youtu.be/o5tEe55fgcQ ବି.ଜେ.ଡିର ପୌର ନିର୍ବାଚନ ପ୍ରସ୍ତୁତି: ଦଳରେ ଏମ୍‌.ପି , ଏମ୍‌.ଏଲ୍‌.ଏ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ। ଗଣତନ୍ତ୍ରରେ ଲୋକଙ୍କ ସ୍ବର…

ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷଭାବେ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁମାନଙ୍କୁ ସଂଗଠିତ କରି…

ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ପଦ୍ମପୁର(ଶାସକପ୍ରଶାସକ) - ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ । ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପିଡିତ ଅଂଚଳ , ଏଠାକାର ଚାଷୀ ମାନେ ବର୍ଷାଝଳ ଉପରେ ଭରସା କରି ଚାଷ କରିଛନ୍ତି । ୨୦୨୦ ଖରିଫ ସମୟରେ ମଧ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ପ୍ରାକୃତି…

୩ଟି ଭୋଟରେ ଜିତିଲେ ଲୁହୂରା ମୁଣ୍ଡା ସମିତି ସଭ୍ୟା ପ୍ରାର୍ଥୀନୀ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ତା ୨୭/୨/୨୦୨୨ ରେ ଆରମ୍ଭ ହୋଇଥିବା ଭୋଟ ଗଣତିର ଫଳାଫଳ ତା ୨୮/୨/୨୦୨୨ ରେ ଘୋଷିତ ହୋଇଥିଲା । ତେବେ ଗଣତି ସମୟରେ ପ୍ରାର୍ଥୀନୀ ସସ୍ମିତା ଭୁଏ ଓ ଦମୟନ୍ତୀ ଭୁଏ ଙ୍କ ମଧ୍ୟରେ ସାପ ସିଢ଼ୀ ଖେଳ ପରି ଫଳାଫଳ ଆସୁଥିଲା | ଫଳରେ ଏହାକୁ ନେଇ ଦୁଇ…

ଫେଡେନା ସ୍କୁଲ୍ ଇଆରପିକୁ ଅଧିଗ୍ରହଣ କଲା ପ୍ରାକ୍ଟିକାଲି

ପରିଣତ ହେଲା ବ୍ୟାପକ ଏଡଟେକ୍ ଉତ୍ପାଦ ସୁଟ୍ ସହିତ ବିଶ୍ୱର ପ୍ରଥମ କମ୍ପାନୀ ଏହା ୪୦,୦୦୦ ଅନୁଷ୍ଠାନର ଆକ୍ସେସ ହାସଲ କରିଛି ରହିଛନ୍ତି ୧୮୦+ ଦେଶରେ ୨୦ ନିୟୁତରୁ ଅଧିକ ୟୁଜର ଭୁବନେଶ୍ୱର: ପ୍ରାକ୍ଟିକାଲି, ଭାରତର ପ୍ରଥମ ଅଭିଜ୍ଞତାମୂଳକ ପଠନ ଆପ୍ ଯାହାକୁ ୬ଷ୍ଠ ଠାରୁ ୧୨ଶ…

ଜେଏସଏଲ-ଜେଏସଏଚଏଲ ମିଶ୍ରଣ ପ୍ରକ୍ରିୟାକୁ ଉଲ୍ଲେଖନୀୟ ସଫଳତା

ଅଂଶୀଦାରଙ୍କ ବୈଠକ ଆହ୍ୱାନ କରିବାକୁ ଏନସିଏଲଟି, ଚଣ୍ଡିଗଡଙ୍କ ଆଦେଶ ଭୁବନେଶ୍ୱର: ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିମିଟେଡ ଏବଂ ଜିନ୍ଦଲ ଷ୍ଟେନଲେସ (ହିସାର) ଲିମିଟେଡ ମଧ୍ୟରେ ମିଶ୍ରଣ ଯୋଜନାକୁ ଅନୁମୋଦନ କରିବା ସକାଶେ ଦୁଇ କମ୍ପାନୀର ଅଂଶୀଦାର ଓ ଋଣ ପ୍ରଦାନକାରୀଙ୍କର ବୈଠକ ଡକାଇବାକୁ ମାନନୀୟ…

ମହା ଶିବରାତ୍ରି ଉପଲକ୍ଷେ ଭଜନ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଷ୍ଟାଡିୟମ ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହା ଶିବରାତ୍ରି ଉପଲକ୍ଷେ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁ…

ପାରଳା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ : ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରାଙ୍କ ନାମକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ତାହାମଧ୍ୟ ଚଳିତ ଥର ଏହି ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ…

ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିବ ବିଜେଡି -ବିଧାୟକ ବରିହା

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହେଉଛି ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ବିଜେଡି ର ଗଡ଼ କୁହାଯାଉଥିବା ୧୪ପଞ୍ଚାୟତ ବିଶିଷ୍ଟ ଝାରବନ୍ଧ ବ୍ଲକ ରେ ଏଥର ମଧ୍ୟ ବିଜେଡି ବାଜିମାତ କରିଛି।ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ପଦ୍ମପୁର…

ଅନାଥ ଆଶ୍ରମ ଅନ୍ତେବାସୀଙ୍କ ସହ ଶିବରାତ୍ରୀ ପାଳନ କଲେ ଗାଇସିଲାଟ ଥାନା ଅଧିକାରୀ ।

ପଦ୍ମପୁର(ଶାସକ ପ୍ରଶାସକ)- ପବିତ୍ର ମହାଶିବରାତ୍ରୀ ଅବସରରେ ଆଜ ସାରା ଦେଶରେ ପ୍ରଭୂ ଭୋଲେନାଥଙ୍କ ପୂଜାର୍ଚନା କରି ନିଜ ପରିବାର ତଥା ଆତ୍ମିୟଙ୍କ ଉଜ୍ଜ୍ୱଳ ଭବିଷ୍ୟ ପାଇଁ ମନାସୁଛନ୍ତି । ହେଲେ ଗାଇସିଲାଟ ଥାନା ଅଧିକାରୀ ଏକ ନିଆରା ଢଙ୍ଗରେ ଶିବରାତ୍ରୀନ ପାଳନ କରିଛନ୍ତି । ଗାଇସିଲାଟ ବ୍ଲକ…