Sign in
Sign in
Recover your password.
A password will be e-mailed to you.
ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସପ୍ତମ ସନ୍ଧ୍ୟାରେ ‘ଶବବାହକ ମାନେ’
ନୟାଗଡ଼(ବିଶ୍ଵଜିତ ନାୟକ) - ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର…
ନୟାଗଡ ପୌର ପରିଷଦ : ୧୬ ୱାର୍ଡ ପାଇଁ ୪୫ ପ୍ରାର୍ଥୀ
ନୟାଗଡ(ବିଶ୍ଵଜିତ ନାୟକ) - ନୟାଗଡ଼ ପୈାର ପରିଷଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇଛି । ରାଜନୈତିକ ଛକାପଞ୍ଝା ମଧ୍ୟରେ ଚାଲିଥିବା ପୈାର ନିର୍ବାଚନ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି । ବିରୋଧିଙ୍କୁ ଚକମା ଦେବା ପାଇଁ ନାମାଙ୍କନର ଶେଷ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ନାମାଙ୍କନ…
ଭଞ୍ଜନଗର ଓକିଲ ସଂଘ ନିର୍ବାଚନ;୧୨ଜଣଙ୍କ ନାମାଙ୍କନ ପତ୍ର ଦାଖଲ
ଭଞ୍ଜନଗର/ନିଲୁ ବିଷୋୟୀ : ଆସନ୍ତା ୨୬ ତାରିଖ ଦିନ ହେବାକୁ ଥିବା ଭଞ୍ଜନଗର ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଗତ ୫ ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ଏଥିରେ ସଭାପତି ପଦବୀ ପାଇଁ ସନ୍ତୋଷ କୁମାର…
କଂଗ୍ରେସ ପକ୍ଷରୁ ୱାର୍ଡ ନମ୍ବର ୧୪ଓ ୧୫ ନମ୍ବର ପ୍ରାର୍ଥୀ ପତ୍ର ଦାଖଲ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ପୌର ପରିଷଦ ଅର୍ନ୍ତଗତ ୱାର୍ଡ ନଂ ୧୪(ମିନୁ ଚୌଧୁରୀ) ଓ ଓ୍ବାର୍ଡ ନଂ ୧୫(ଦୁର୍ଗା ଦାସ) ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀଭାବେ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ଉଭୟ ୱାର୍ଡ ପରିକ୍ରମା କରି…
ଯୁବ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କଲା ବିଜେଡି
ବରପାଲିରୁ ମଇଦାନରେ ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ
ବରଗଡ :- ବରଗଡ ଜିଲ୍ଲା ବରପାଲି ଏନଏସି ଅଧ୍ୟକ୍ଷ ପଦ ପାଇଁ ଆଜି ତିନି ପ୍ରମୁଖ ଦଳ ତରଫରୁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥର ଅଧ୍ୟକ୍ଷ ପଦ ପାଇଁ ବିଜେଡି ତରଫରୁ ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ…
କିଟରେ ଅନ୍ତର୍ଜାତୀୟ ମହିଳା ଦିବସ: ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ
ଭୁବନେଶ୍ୱର: କିଟ ଓ କିସ୍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ,…
ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
https://youtu.be/p6lZEf0feY8
ୟୁକ୍ରେନ୍ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ
ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ପିଲାଙ୍କ…
ବିଜେପୁର ରେ ହେବ ପ୍ରଥମ ଥର ପାଇଁ ଏନ ଏ ସି ନିର୍ବାଚନ
ଉତ୍ସାହିତ ଜନସାଧାରଣ ଓ ନେତାଙ୍କର ଗହଣରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ
ବରଗଡ :- ବରଗଡ ଜିଲ୍ଲା ବିଜେପୁର ଏନ ଏ ସି ରେ ହେବାକୁ ଯାଉଛି ପ୍ରଥମ ନିର୍ବାଚନ । ଗତ 2017 ମସିହା ଡିସେମ୍ବର ମାସରେ ବିଜେପୁର ର ଏଗାର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ।…
ମହାସ୍ନାନ ହେଲେ ମହାପ୍ରଭୁ; ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ପ୍ରବଳ ଭିଡ଼
ପୁରୀ/ ଅନିମେଶ ପଟ୍ଟନାୟକ: ମହାପ୍ରଭୁ ହେଲେ ମହାସ୍ନାନ । ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ପ୍ରବଳ ଭିଡ଼ । ଭିତର କାଠ ପାଖେ ରକ୍ତ ଛିଟା ଯୋଗୁଁ ତିନି ଠାକୁରଙ୍କ ମହାସ୍ନାନ ନୀତି କରାଯାଇଛି । ଫଳରେ ଶ୍ରୀମନ୍ଦିର ବେସ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା ବୋଲି ଜଣାପଡିଛି । ତେବେ ଭିତର କାଠ…
ଝାଡେଶ୍ୱରପୁର କୁସମଣ୍ଡଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଲାଇଅନ୍ସକୁ ହରାଇ ଆଜାଦ ବିଜୟୀ ।
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ କୁଶମଣ୍ଡଳ ଠାରେ ଚାନ୍ଦ ଆଥଲେଟିକ କ୍ଲବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ନାଇଟ ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବହୁ ପୂର୍ବରୁ ଅନୁଷ୍ଠିତ…