ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ : ସମାଜରେ ନାରୀ ଯେତେ ଶିକ୍ଷିତା ହେବ, ସମାଜର ଉନ୍ନତି…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍.ଏସ୍. ବିଭାଗ ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ତତ୍ତ୍ଵାବଧାନରେ ଏହି…

ଓଡ଼ିଶା ପୋଲିସ୍ ଅଧିନରେ କାର୍ଯ୍ୟରତ ମହିଳାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଡିଜିପି

ଭୁବନେଶ୍ୱର : ଓଡ଼ିଶା ପୋଲିସ୍ ଅଧିନରେ କାର୍ଯ୍ୟରତ ମହିଳାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ | ସେ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ସେମାନଙ୍କ କର୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱକୁ ପ୍ରଶଂସା କରିବା ସହ ଥାନାରେ କାର୍ଯ୍ୟ…

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ…

ନବମ ବାର୍ଷିକ ରାଧାକାହ୍ନୁ ମେଲଣ ମହୋତ୍ସବ ୨୦୨୨

ସିମୁଳିଆ (ଅକ୍ଷୟ କୁମାର ଜେନା)- ରୟାଲ ଗ୍ରୁପ୍ ର ଅଧ୍ୟକ୍ଷ ତଥା ଶିକ୍ଷାବିତ ବିଶ୍ନୁମୋହନ ମହାନ୍ତି ସାରା ଓଡ଼ିଶା ରେ ଜଣେ ଜଣାଶୁଣା ନାମ। ଅନେକ ସ୍କୁଲ କଲେଜ ପ୍ରତିଷ୍ଠା କରି ଶିକ୍ଷା ର ମାନ କୁ ଉଚ୍ଚ ଆସନ ନେଇ ପାରିଛନ୍ତି। ଗାଁ କୁ ଭଲ ପାଉ ଥିବା ଏହି ବ୍ୟକ୍ତି ବିଶେଷ ଦୀର୍ଘ ନ ବର୍ଷ ଧରି…

ପୌର ନିର୍ବାଚନ:ଶେଷ ଦିନରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ

ଭଞ୍ଜନଗର : ଚଳିତ ପୌର ନିର୍ବାଚନର ଆଜି ଶେଷ ଦିବସରେ ଅଧ୍ୟକ୍ଷ ପଦ ସମେତ ବିଭିନ୍ନ ୱାର୍ଡ ପାଇଁ ୧୫ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଅଧ୍ୟକ୍ଷ ପଦ ପାଇଁ ଗତକାଲି ବିଜେଡି ପକ୍ଷରୁ ଗୋପବନ୍ଧୁ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ବିଜେପି…

ଉତ୍କଳ ଆଲୁମିନା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ଭୁବନେଶ୍ୱର / କାଶୀପୁର (ବୈକୁଣ୍ଠ ଦୁରିଆ) : ପାରିପାର୍ଶ୍ଵିକ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରନ୍ତର ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ୨୦୨୨ ମାର୍ଚ୍ଚ ୭…

ଜେଏସ୍‌ଡବ୍ଲ୍ୟୁକୁ ରାଜ୍ୟସ୍ତରୀୟ ଆଇସିଟି ପୁରସ୍କାର

ଭୁବନେଶ୍ୱର: ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜେଏସ୍‌ଡବ୍ଲ୍ୟୁ ଆଇସିଟି ବର୍ଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱରରେ ଶୁକ୍ରବାର ଆୟୋଜିତ ସିଆଇଆଇ ଓଡ଼ିଶା ବାର୍ଷିକ ଉତ୍ସବରେ କମ୍ପାନୀକୁ ଏହି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । କ୍ୱାଲିଟି ସର୍କଲ, ଶିଳ୍ପ…

ପୌର ନିର୍ବାଚନ : ଶେଷ ଦିନରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ଦାଖଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ବିଜେପି ଓ କଂଗ୍ରେସର ଦଳର ପ୍ରାର୍ଥିନୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଜିଲ୍ଲା ଭାଜପା କାର୍ଯ୍ୟାଳୟରୁ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ…

ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

ଚିଲିକା (ସେକ କୌଶର ): ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ…