ପଦ୍ମପୁର: ପଦ୍ମପୁର ପାଟଣାଗଡ ରାସ୍ତାର ସୁଲିଆ ଗ୍ରାମ ଠାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ୬ ଜଣ ଆହତ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ପଦ୍ମପୁର -ପାଟଣାଗଡ ରାସ୍ତା ର ସୁଲିଆ ଗ୍ରାମ ନିକଟରେରେ ଛତିଶଗଡ ବିଲାସପୁର ଠାରୁ ହରିଶଙ୍କର ପୀଠକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଥିଲା ଫଳରେ ଗାଡିରେ ଥିବା ୬ ଜଣ ଦୁର୍ଘଟଣାର ସିକାର ହୋଇଥିଲେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ପଦ୍ମପୁର ବଡ ଡାକ୍ତର ଖାନାରେ ଭର୍ତି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.