କଲ୍ୟାଣ ସିଂହପୁରରୁ ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକରପାଇ ଏମସିସି କ୍ରିକେଟ ପଡିଆ ଠାରେ ଏସ ପି ଏଲ ସିଜେନ୍ ୫ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାରିନେଲା ଖିଷ୍ଠାପାତ୍ରଗୁଡା।
ଏଥିରେ ମୁଖ୍ୟ ଅତିଥି ଭାବେ ଏନ ଭାସ୍କର ରାଓ ଯୋଗଦେଇ ଫାଇନାଲ ମେଚ୍ ଟି ଆରମ୍ଭ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ସନମାନିୟ ଅତିଥି ଜିଲ୍ଲା ବିଜୁ କୃଷକସଦସ୍ୟ ତ୍ରିପତି ବାନାଗାଡି, ଜିଲ୍ଲା ପରିଷଦ ସଭ୍ୟା ବୋମି ଗୋୖରୀ ଦେବୀ,ଏବଂ ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ ,ବ୍ଳକ ଉପାଧ୍ୟକ୍ଷ ଦମ୍ବୁରୁ କଞ୍ଜକା ସମେତ ବ୍ଲକ କ୍ରିକେଟ ଖେଳ ପ୍ରେମି ମାନେ ହଜାର, ହଜାର ସଂଖ୍ୟା ରେ ମେଚ୍ ଟି ଦେଖି ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ୍ ରେ ଜଗନ୍ନାଥପୁର ଭରସେସ ଖିଷ୍ଠାପାତ୍ରଗୁଡା, ଉବୟ ଅଧିନାୟକ ଟସ ପକେଇ ଥିବାବେଳେ ଖିଷ୍ଠାପାତ୍ରଗୁଡା ଟସ ଜିତିକି ବେଟିଂ କରିବାକୁ ନିଷ୍ପତ୍ତି ନେଇ ୭୪ ରନ କରିଥିବା ବେଳେ ଜଗନ୍ନାଥ ପୁର ୭୦ରନ କରି ଅଲ ଆଉଟ ହୋଇ ୪ରନ ରେ ପରାଜୟ ହୋଇଥିବା ଦେଖିବାକୁ ମିଳିଛି।
ଵିଜୟ ହାସଲ କରିଥିବା ଟିମ କୁ ୨୨ ହଜାର ଟଙ୍କା ପୁରସ୍କାର ମିଳିଥିବା ବେଳେ ପରାଜୟ ଟିମ ଜଗନ୍ନାଥ ପୁର କୁ ୧୭ହଜାର ଟଙ୍କା ପୁରସ୍କାର ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post