ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲାରେ ବିଭିନ୍ନ ଫାଉଣ୍ଡେସନ ଗଢି ଉଠିଥିବା ବେଳେ ସର୍ଭିସ ସ୍ମାଇଲ ଫାଉଣ୍ଡେସନ ନିଆରା ଶୈଳୀ ରେ ଜୁନ 25ତାରିଖ ଦିନ ସାଲେପୁର ବ୍ଲକ ସ୍ଥିତ ବୋଇଲ ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵପ୍ନେଶ୍ୱର୍ ବାଳା ଆଶ୍ରମ ରେ ଥିବା ଛୋଟ ଛୋଟ ପିଲାଙ୍କ ପାଇଁ ତାଙ୍କ ମନ ପସନ୍ଦ ଚକଲେଟ ଆଇସିକ୍ରିମ ଦେଇ ତାଙ୍କ ମୁହଁରେ ହସ ଫୁଟେଇ ବାର ଏକ ଛୋଟ ପ୍ରୟାସ ଥିଲା । ତା ସହ କିଛି କଲଚୁରାଲ ପୋଗ୍ରାମ ସହ ଏଠାରେ ଫାଉଣ୍ଡେସନ ତରଫରୁ ରୋଷେଇ କରି ସମସ୍ତଙ୍କ ପାଇଁ ଖାଦିୟ ପେୟ ର ବେବସ୍ତା କରା ଯାଇଥିଲ l ଏହି କାର୍ଯ୍ୟକ୍ରମ ରେ ସ୍ମାଇଲ ଫାଉଣ୍ଡେସନ ଟିମ ର ସମ୍ପାଦକ ଏସ ମ ପପୁ , ଏବଂ ପୁନମ ସାମନ୍ତରାୟ,ବିଜୟ କେତନ ଭାଇ ସମୀର l ପୂଜା ଏବଂ ୟୁସୁଫଯୋଗ ଦେଇଥିଲେ।
ଯାହାକି ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ଆଣିବାକୁ ଚଷ୍ଟା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post