ବାଣପୁର (ସେକ କୌଶର): ବାଣପୁର ବଜାର ମଧ୍ୟରେ ଜବରଦଖଲ କରିଥିବା କିଛି ଉଠାଦୋକାନୀଙ୍କୁ ଉଛେଦ କରୁଛି ବାଣପୁର ଏନ ଏ ସି | ପର୍ବରୁ ଉଠାଦୋକାନୀଙ୍କୁ ତାଗିତ ସହ ଜୋରିମାନା କରାଯାଇଥିଲା. ଜବରଦଖଲ କରିରହିବା କିଛିଦୋକାନୀ ପ୍ରଶାସନ କୁ ବେଖାତିର କରି କିଛି ବ୍ୟକ୍ତି ନିଜେ ଉଛେଦ ନ କରିବାରୁ ଆଜି ବାଣପୁର ତହସିଲଦାର ପୋଲିସ ଓ ନୂତନ ନଗରପାଳ ମିଟୁ ନାୟକ ଉପତିତ ରହି ଉଛେଦ କାର୍ଯ୍ୟକ୍ରମ ଜାରି ରଖିଛନ୍ତି| ଏହି ଉଛେଦ ପନ୍ଦର ଦିନ ଜାରିରହିବ ବୋଲି ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.
Next Post