ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧିନସ୍ଥ ଦିପ୍ତିପୁର ସ୍ଥିତ କେନ୍ଦୁପତ୍ର କାର୍ଯ୍ୟାଳୟ ପରିସରରେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ୭୩ ତମ ବନ ମହୋତ୍ସବ ଅତିରିକ୍ତ ଭାରପ୍ରପ୍ତ ବନ ଅଧିକାରୀ ପହିଲ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସମାଜ ସେବୀ ଦିପ୍ତିକାନ୍ତ ମୁଖୀ ଆମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ ବନମହୋତ୍ସବର ଆବଶ୍ୟକତା ଏବଂ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ ବନପାଳ, ବନରକ୍ଷୀ, ହେଡ ଚେକର, ସର୍କଲ ଚେକର ଓ ଓାଚର ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post