ସ୍ବାଭିମାନ ଦିବସରୁ ମହାବିତର୍କର ଶୁଭାରମ୍ଭ – ‘ସ୍ଵାଭିମାନ ରୁ ସ୍ଵାବଲମ୍ବନ’

୧୭୪ ତମ ମଧୁଜୟନ୍ତୀରେ ଯୁବ ବୁଦ୍ଧିଜୀବୀଙ୍କ ଅଭିନବ ପ୍ରୟାସ ନୂଆଦିଲ୍ଲୀ –ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ଭରଚୁଆଲ ଏକାଡ଼େମୀ ସହଯୋଗରେ ଉତ୍କଳୀୟ ନବଜାଗରଣର ଆଦ୍ୟ ସ୍ଵର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ଓଡିଆ…

‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ଉଦ୍ୟାନ ଏବଂ ପାଠାଗାର ଉଦଘାଟନ କଟକ/ଭୁବନେଶ୍ୱର,: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ମାନସିକ ସ୍ୱାସ୍ଥ୍ୟ ଏବଂ ଆଜିର ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ର…

ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ ଢେରସାରା ପ୍ରଶଂସା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଓ ସମାଜସେବାମୂଳକ ଶାସନରେ ଅନୁପ୍ରାଣିତ ରାଜ୍ୟ ପ ।ୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଯୁବ…

କେଲେଣ୍ଡାରେ ଗରୁଡ ସ୍ତମ୍ବ ପାଇଁ ଭୂମିପୂଜନ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ନିକଟସ୍ଥ କେଲେଣ୍ଡା ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ସମ୍ବୁଖରେ ଗରୁଡ ସ୍ତମ୍ବ ନିର୍ମାଣ ପାଇଁ ଶୁକ୍ରବାର ଅପରାହ୍ନରେ ଭୂମି ଫୁଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଶଶିଭୁଷଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୂଜାରେ ଗ୍ରାମର…

କିଟରେ ଇଫ୍‍ତାର ପାଳିତ

ଭୁବନେଶ୍ୱର, : ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ ଇଫ୍‍ତାର ପାଳିତ ହୋଇଯାଇଛି । କିଟରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଇଫ୍‍ତାର ପାର୍ଟି ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ…

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ ସମ୍ମlନିତ l

"ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ " ରାୟଗଡ:-- ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ ଜିଲ୍ଲାର ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିଥିବାରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଠାରୁ ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପୁରସ୍କାର ଗ୍ରହଣ…

ସିଏ ଶ୍ରୀକାନ୍ତ ଶର୍ମା ଓ ସିଏ ଏସ୍.କେ ମିଶ୍ର ଦ୍ୱାର ଲିଖିତ ଜି.ଏସ୍.ଟି ପୁସ୍ତକ ଉନ୍ମୋଚିତ

ବଲାଙ୍ଗୀର (ନିରୋଜ ମିଶ୍ର) :ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଜି.ଏସ୍.ଟି ବହି ପ୍ରକାଶିତ କରାଗଲା | ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର .ଡକ୍ଟର ଉମାବଲ୍ଲଭ ମହାପାତ୍ରଙ୍କ ଦ୍ୱାରା ଓ ପୁସ୍ତକ୍ର ଲେଖକ ସିଏ. ଶ୍ରିକାନ୍ତ ଶର୍ମା ଓ ସିଏ.ସୁଶାନ୍ତ କୁମାର ମିଶ୍ରଙ୍କ…

କାଜୁ ରସ ପ୍ରକିୟା କରଣ ତାଲିମ ଶିବିର ଅନୁଷ୍ଠିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଓଡିଶା କାଜୁ ଊନୟନ ନିଗମ ତରଫରୁ ଖୋର୍ଦ୍ଧା ସ୍ଥିତ ସିଜୁଆ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଓଡିଶା କାଜୁ ରସ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାଜୁ ଉନୟନ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର…

ତିର୍ତ୍ତୋଲର କନିମୂଳରେ ପଞ୍ଚାୟତରେ ଗ୍ରାମସଭା

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କନିମୁଳ ପଂଚାୟତ କାର୍ଯ୍ୟାଳୟ ପରିସରରେ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଜମି ର କିସମ ପରିବର୍ତ୍ତନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧ ନମ୍ବର ଯ଼ୋନ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂ, ସରପଞ୍ଚ ଅନୁସୟା ମହାନ୍ତି,…

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଧୂଳିମାଟିର ସନ୍ଥ, ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀ ଆଜି ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ସ୍ଥାନୀୟ ଗୋପାଳସାଗର ସ୍ଥିତ ଡ୍ରିମ ଇଣ୍ଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି…