ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ କାହା ସ୍ୱାର୍ଥରେ ଚାଲିଛି ବିନା ଫଳକରେ ଲକ୍ଷ ଲକ୍ଷ ଟଙ୍କା…

ନିମ୍ନମାନର କାର୍ଯ୍ୟ ନେଇ ଭିଜିଲାନସ ତଦନ୍ତ ପାଇଁ ଦାବି ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ବିନା ଫଳକ କାର୍ଯ୍ୟସୂଚୀରେ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ…

“ମୋ ଭଉଣୀ ଚାଲିଗଲା, ତାକୁ ଟିକେ ଦେଖି ପାରିଲିନି”

ମରିଗଲା ମାନବିକତା: - ହିଟଲର ଠୁଁ ବଲିଗଲେ ବରଗଡ଼ ଡ଼ିଏଫଓ !! ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡ଼ିଏଫଓ ବରଗଡ଼ :- ଜଣେ ଭାଇ ଆଇସିୟୁ ରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା,…

ଓଡ଼ିଶାର କ୍ରୀଡ଼ା ମଡେଲ ସର୍ବୋତ୍କୃଷ୍ଟ: ଅଚ୍ୟୁତ ସାମନ୍ତ

ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ ଭୁବନେଶ୍ୱର, ୨୮ ।୪: ଓଡ଼ିଶାର କ୍ରୀଡ଼ା ମଡେଲ୍‍ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ବୋଲି କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର ବିହାର ସରକାରଙ୍କ ପକ୍ଷରୁ ପାଟନାଠାରେ ଦୁଇ ଦିନିଆ ବିହାର ସ୍ପୋର୍ଟସ…

ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡାରେ ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ୫୯ନଂ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ସୂଚନା ଅନୁସାରେ ବାଲିଗୁଡାର ସର୍ବପୁରାତନ କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ଯାହା କି…

ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର, /ସୁମନ୍ତ କୁମାର ଦାସ- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଥିବା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ,ଆଇନଜୀବୀ, ସମାଜ…

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

ନୟାଗଡ଼(ବିଶ୍ଵଜିତ ନାୟକ) - ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ପହଁଚି ସର୍ବପ୍ରଥମେ ଶରଣକୁଳ ଲଡ଼ୁବାବାଙ୍କୁ ଦର୍ଶନ କରିଥିଲେ । ଏହାପରେ ଓଡ଼ଗାଁ ଗସ୍ତ କରି ଶ୍ରୀ ରଘୁନାଥଙ୍କୁ ମଧ୍ୟ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ ।…

ମଧୁବାବୁଙ୍କ ଜୀବନୀ ଓଡ଼ିଆ ସ୍ୱାଭିମାନର ଗୌରବମୟ ଗାଥା , ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର–…

ଉତ୍କଳଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ…

ମିଡ଼ିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ସମେତ ବିଭିନ୍ନ ସ୍ଥାନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ଅଂଚଳର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ଉତ୍କଳ ଗୌରବ ମଧୁସୂଦନ…

ମିଡିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ତରଫରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମ

 ଉତ୍କଳ ଦିବସରେ ଆରମ୍ଭ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ରେ ଉଦ୍‌ଯାପିତ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଚଳିତ ବର୍ଷର ଜଳଛତ୍ର କାର୍ଯ୍ୟକ୍ରମ ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ପବିତ୍ର ଉତ୍କଳ ଦିବସ ଅବସରରେ…

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଯାଜପୁରରେ ୫୩ତମ “ଷ୍ଟିଲ୍ ମେକିଂ ଅପରେଟିଂ କମିଟି’ ସମ୍ମିଳନୀ ଆୟୋଜିତ

୫୩ତମ “ଷ୍ଟିଲ୍ ମେକିଂ ଅପରେଟିଂ କମିଟି’ ବୈଠକରେ ବିଭିନ୍ନ ଇସ୍ପାତ କାରଖାନାର ୪୫ ପ୍ରତିନିଧିଙ୍କ ଅଂଶଗ୍ରହଣ ଭୁବନେଶ୍ୱର/ଯାଜପୁର: ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସେଲ୍‌ର ଲୌହ ଏବଂ ଇସ୍ପାତ ଗବେଷଣା ଓ ବିକାଶ କେନ୍ଦ୍ର ସହଭାଗିତାରେ ୨୦୨୨ ଏପ୍ରିଲ୍ ୨୭-୨୮ରେ ଯାଜପୁରର ବ୍ରାହ୍ମଣୀ…