Sign in
Sign in
Recover your password.
A password will be e-mailed to you.
ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିଵସ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରଦ୍ଧ ଦିଵସ ପାଳିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପୌର ପରିଷଦ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା -ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଗୋଷାଣୀ ବ୍ଲକ ସମ୍ମିଳନୀ କକ୍ଷଠାରେ…
ବହୁ ପ୍ରତିକ୍ଷୀତ କଲ୍ୟାଣ ମଣ୍ଡପ ର ଶୁଭ ଉଦ୍ଘାଟନ।
ସିମୁଳିଆ (ଅକ୍ଷୟ କୁମାର ଜେନା): ମାନ୍ୟବର ଭାଷା, ସାହିତ୍ୟ, ସଂସ୍କୃତି, ଏବଂ ପର୍ଯଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଙ୍କ କର କମଳ ରେ ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ମଇ ତା ପୁର ଠାରେ ଏକ କଲ୍ୟାଣ ମଣ୍ଡପ ଉଦ୍ଘାଟନ ହୋଇ ଯାଇଛି। ମ ଇ ତା ପୁର ଅମୁନିଆସାହି ରେ କୋଡ଼ିଏ…
ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ ରେ ଶହେ କୋଡିଏ ପରିବାର ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଶହେକୋଡିଏ ପରିବାର ଲୋକେ ହନ୍ତସନ୍ତ ପୁଣି ପାନୀୟ ଜଳ ର ସଙ୍କଟ ,ବିତି ଗଲାଣି ବର୍ଷ ବର୍ଷ । ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ କୁଚେଇ ପଦର ପଞ୍ଚାୟତର ଜୋବା ପଦର ଗ୍ରାମରେ ଶହେ କଡ଼ିଏ ରୁ ଉର୍ଦ୍ଧ ପରିବାର ଲୋକେ ବସବାସ କରନ୍ତି ଏହା ଏହି ଛବି ଦର୍ଶାଉଛି,…
ଶିକ୍ଷିତ ଯୁବପିଢ଼ି କୃଷି କାର୍ଯ୍ୟରେ ମନୋନିବେଶ କଲେ ହିଁ ସମାଜରେ କୃଷକଙ୍କର ସମ୍ମାନ ବଢ଼ିବ: କୃଷି ମନ୍ତ୍ରୀ
ଭୁବନେଶ୍ୱର, : ବର୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ…
ସାର୍ବଭୌମିକ ମାନବିକ ମୂଲ୍ୟବୋଧ ନେଇ ସୋଆରେ କର୍ମଶାଳା
ଭୁବନେଶ୍ୱର : ମାନବିକ ମୂଲ୍ୟବୋଧ ବିନା ମଣିଷର ଜୀବନ ମୂଲ୍ୟହୀନ । ପ୍ରତ୍ୟେକ ମଣିଷ ନିଜର ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ।ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍…
ଯଶିପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଜଳ ଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ
ଯଶିପୁର (ଶାସକ ପ୍ରଶାସକ) -ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଯଶିପୁର ମୁଖ୍ୟ ବଜାର ନିକଟରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଠାରେ ଜଳ ଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜାମଦସାହି ସରପଞ୍ଚ ଜିତେନ୍ଦ୍ର କୁମାର ନାଏକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ…
ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତିପୂରଣ
ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଜାରି
ଭୁବନେଶ୍ୱର, - ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା କୋର ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣ ମଞ୍ଜୁର ହୋଇଛିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମ ସମାଜର ସବୁଠାରୁ ସମ୍ବେଦନଶୀଳ…
ଆଇପିଏସ ସ୍ତରରେ ଅଦଳବଦଳ : ଛାବ୍ରାଙ୍କୁ ଜେଲ, ଉପାଧ୍ୟାୟଙ୍କୁ ଅଗ୍ନିଶମ-ଗୃହରକ୍ଷୀ
ସଂଜୀବଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ ସିବି-ସିଆଇଡି ଆଉ ଗଜଭିୟେଙ୍କୁ ଯୋଗାଯୋଗ
ଉମାଶଙ୍କର ହେଲେ ଦ୍ୱୈତନଗରୀ ଅତିରିକ୍ତ ସିପି , ନୀତିଶେଖର ଡ଼ିଆଇଜି ରାଉରକେଲା ପ୍ରତୀକ ଆସିଲେ ଭୁବନେଶ୍ୱର, ପିନାକ ଗଲେ କଟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଇପିଏସ୍ ସ୍ତରରେ…
ବଦଳିଲେ ବରଗଡ଼ ଏସ ପି: ରାହୁଲ ଙ୍କ ସ୍ଥାନରେ ସ୍ମିଥ ପୁରୁଷୋତ୍ତମ
ବରଗଡ଼ :- ଆଜି ରାଜ୍ୟ ସରକାର ବରିଷ୍ଠ ପୋଲିସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ର ବର୍ତ୍ତମାନ ପୋଲିସ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଙ୍କୁ ଝାରସୁଗୁଡା ଏସ୍ପି ଭାବରେ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ର ଏସପି ଦାୟିତ୍ୱରେ ଥିବା…