ଇମ୍ପାକ୍‍ଟ ରାଙ୍କିଙ୍ଗ ୨୦୨୨: ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

ଭୁବନେଶ୍ୱର: ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୮ମ ସ୍ଥାନରେ ରହିଛି । ନିକଟରେ ପ୍ରକାଶ ପାଇଥିବା ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ରାଙ୍କ ପ୍ରଦାନ କରାଯାଇଛି । ପ୍ରତିବର୍ଷ…

ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

 ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାରେ ବିଜେପିର ରେକର୍ଡ  ମୟୂରଭଞ୍ଜ ସାଂସଦଙ୍କ ପରେ ଦେବଗଡ ବିଧାୟକ ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି । କିଛି ଦିନ ପୂର୍ବରୁ…

ହାଜତ ମୃତ୍ୟୁକୁ ଦୁର୍ଘଟଣା ଓ ଆତ୍ମହତ୍ୟାର ରୂପ ଦେବା ପୋଲିସ ପ୍ରଶାସନର ଅଭ୍ୟାସରେ ପରିଣତ ହୋଇଛି:ଦିଲୀପ ମଲ୍ଲିକ

 ମୃତ ମନୋରଂଜନଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ଅବଗତ ହେଲେ ବିଜେପି ପ୍ରତିନିଧି ଦଳ  ଏକ ଉଚ୍ଚସ୍ତରୀୟ ତଦନ୍ତ ଜରିଆରେ ଥାନା ଭିତରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯାଉ  ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନୀରବ ରହିଛନ୍ତି ?…

ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସୁପରିକଳ୍ପିତ ଓ ଯୋଜନାବଦ୍ଧ ଚକ୍ରାନ୍ତ:ଗୋଲକ ମହାପାତ୍ର

ଓଡିଶାରେ ଗଣତନ୍ତ୍ରର ଶାସନ ଚାଲିନାହିଁ, ବରଂ ଅଫିସରରାଜ୍ ଚାଲିଛି ନିର୍ବାଚିତ ବିଧାୟକମାନଙ୍କ କୈାଣସି ମୂଲ୍ୟ ନଥିବାବେଳେ ସରକାରୀ ଅଫିସରମାନେ ମନଇଚ୍ଛା ଶାସନ ଚଲାଉଛନ୍ତି  ଭାରତୀୟ ଜନତା ପାର୍ଟି ଏବଂ ଏହାର କାର୍ଯ୍ୟକର୍ତାଙ୍କ ପ୍ରତି ଶାସକ ବିଜେଡିର ଅସହିଷ୍ଣୁ ମନୋଭାବ ଆଜି…

ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ପଦ୍ମପୁର(ଶାସକପ୍ରଶାସକ) - ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ପଦ୍ମପୁର ସିଭିଲ୍ କୋଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା…

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୨ର ରାଜ୍ୟସ୍ତରୀୟ ସମାରୋହ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ଶ୍ରମିକ ଦିବସ ପାଳନ କଲେ ଚାଳକ ସଂଘ

 କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ (ଡ୍ରାଇଭର ) ଚାଳକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ମେ ମାସ ପହିଲା ରେ ଡ୍ରାଇଭର ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନିର୍ଦ୍ଦେଶ  କ୍ରମେ ସ୍ଥାନୀୟ କାଳୀସୁନ୍ଦରୀ ମନ୍ଦିର ନିକଟରେ ବ୍ଲକ ସମସ୍ତ…

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା…

ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ: ଶ୍ରମିକଙ୍କ ମହଙ୍ଗା ଭତ୍ତା ବଢିଲା ୧୧ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଶ୍ରମିକ ଦିବସ ଅର୍ଥାତ ଆଜିଠାରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ…

ଭୁବନେଶ୍ୱରର ୧୫ଟି ପ୍ରମୁଖ ସ୍ଥାନରେ ଜଳସେବା କେନ୍ଦ୍ର ଆରମ୍ଭ କଲା ବେଦାନ୍ତ

ଭୁବନେଶ୍ୱର: ସଂପ୍ରତି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ହୋଇଥିବା ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ,ଲେମ୍ବୁ,ପାଣି ଓ ବଟର ମିଲ୍କ ଆବଶ୍ୟକତା , ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲାବେଳେ ବେଦାନ୍ତ…