ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିଵସ ପାଳନ

ଜଗତସିଂହପୁର ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦି କବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଵିଶ୍ୱ ଶ୍ରମିକ ଦିଵସ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି l ଏହି ଦିଵସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା…

ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଗୁଡାରି ଏକ ପ୍ରମୁଖ ସହରାଞ୍ଚଳ ହୋଇଥିଲେ ମଧ୍ୟ ଏହି ଉପାନ୍ତ ଅଂଚଳ ନିମନ୍ତେ ସିଧାସଳଖ ରାଜ୍ୟ ରlଜଧାନୀ ଭୁବନେଶ୍ୱରକୁ ବସ ନଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା l ସମସ୍ୟାର ସମାଧାନ ପାଇଁ ଗୁଡାରି…

ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୨ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନନୀୟ ଟାଉନ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭସ୍କର ରାଓ,…

ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ ତମ ଜୟନ୍ତୀ ଉତ୍ସବ ପାଳନ

ରାୟଗଡ଼ରୁ ସରୋଜ କୁମାର ସାହୁ: ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ ତମ ଜୟନ୍ତୀ ଉତ୍ସବ ଆଡମ୍ବର ସହ ପାଳନ ହୋଇଛି l ରାୟଗଡ ପ୍ରତାପ ପଣ୍ଡା ସ୍ମୃତି ସଂସଦର ସଭ୍ୟା ଶ୍ରୀମତୀ ଉଷାରଣୀ ଦାଶଙ୍କ ନେତୃତ୍ୱରେ ରାୟଗଡା ସ୍ଥିତ ଠାକର ବାପା ଆଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ…

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

ବଲାଙ୍ଗିର : ବଲାଙ୍ଗିରରେ ଆଜି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବଲାଙ୍ଗିରର ମିଳିତ…

ଜିଲ୍ଲା ସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ପରିସର ଗ୍ରାମ୍ୟ ଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ…

ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ସ୍ଥାୟୀ ଡାକ୍ତର ନଥିବାରୁ  ରୋଗୀ ଚିକିତ୍ସା ପାଇଁ ଵହୁତ ବାର  ଅସୁଵିଧା ସମୁଖିନ ହେଉଛନ୍ତି। ରାଜ୍ଯ ସରକାର ଙ୍କ ନୀତି ନିୟମ ରହିଛି ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ…

ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମ ଦିବସ ପାଳନ

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ ଚଣ୍ଡିଖୋଲ ସ୍ଥିତ ଆଚାର୍ଯ୍ୟ କମ୍ପ୍ଲେକ୍ସରେ ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମ ଦିବସ ପାଳିନ୍ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ଶ୍ରମିକ ନେତା ଶ୍ରୀଯୁକ୍ତ ପଞ୍ଚାନନ କାନୁନୁଗୋ…

ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକଙ୍କ ଗିରଫଦାରୀ ଅନେକ ପ୍ରଶ୍ନ ସୃଷ୍ଟି କରୁଛି –…

ଭୁବନେଶ୍ୱର,-  ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଘଟଣାରେ ଚିନ୍ତାପ୍ରକଟ କରିବା ସହ ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ…

କିଛି ସରକାରୀ ଅଧିକାରୀଙ୍କ ପାଇଁ ବବି ବାବୁ ଓ ବିଜେଡ଼ି ଦଳର ନେତା ମାନଙ୍କ ଏତେ ଦରଦ କାହିଁକି- ମୋହନ ମାଝୀ

ଭୁବନେଶ୍ୱର,- ରାଜ୍ୟରେ କିଛି ସରକାରୀ ଅଧିକାରୀଙ୍କ ପାଇଁ ବବି ବାବୁ ଓ ବିଜେଡ଼ି ଦଳର ନେତା ମାନଙ୍କର ଏତେ ଦରଦ କାହିଁକି ବୋଲି ରାଜ୍ୟ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଶ୍ନ କରିଛନ୍ତି । ଶ୍ରୀ ମାଝୀ…