Sign in
Sign in
Recover your password.
A password will be e-mailed to you.
ଏରସମା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ଯୋଗଦେଇ ଜନ ସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି…
ବିଦ୍ୟୁତ ସଂସ୍ବର୍ସରେ କଲେଜ ଛାତ୍ରର ମୃତ୍ୟୁ ।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ //ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦନୁସାହିରେ ରହୁଥିବା କଲେଜ ଛାତ୍ର ଲିଙ୍ଗରାଜ ପୁଆଲ (୨୧) ବିଦ୍ୟୁତ ସଂସ୍ବର୍ସରେ ଆସି ମୃତ୍ୟୁ ବରଣ କରିଛି ।ସୂଚନା ଅନୁଯାୟୀ ରାୟଗଡା ବ୍ଲକ ଦୁର୍ଗାପାଡୁ ଗାଁର ତିନିଜଣ ବାଳକ ଲିଙ୍ଗରାଜ ପୁଆଲ, ଭୀଷ୍ମ ପୁଆଲ ଓ ସଚିନ…
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…
ଯୁଗ୍ନ ଅଭିଯୋଗଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ -୨ରେ ଯୁଗ୍ନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଜିଲ୍ଲାର…
ଉଚ୍ଚଶିକ୍ଷାରେ ନିଆଯାଇଛି ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ
ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବଳିଷ୍ଠ ଦିଗ୍ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ…
“ମୋ କଲେଜ’ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି…
ଭୁବନେଶ୍ୱର,: "ମୋ କଲେଜ' ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ…
ସମ୍ ନ୍ୟୁରୋ ସର୍ଜନଙ୍କ ଜଟିଳ ଅସ୍ତ୍ରୋପଚାର – ମହିଳାଙ୍କ ମସ୍ତିଷ୍କରୁ ଏକ ସଙ୍ଗରେ ବାହାରିଲା ୫୦୦ ଗ୍ରାମ ଓଜନର…
ଭୁବନେଶ୍ୱର : ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ ମୁଣ୍ଡ ବିନ୍ଧା, କ୍ଷୀଣ…
ଅସ୍ଥାୟୀ ସ୍କୁଲ ଖାଲି କରିବା ପାଇଁ ପ୍ରଶାସନ କୁ ଦାବିପତ୍ର
ବରଗଡ :- ଆଜି ପାଇକମାଳ ବ୍ଳକ ଠାରେ ପାଇକମାଳ ପଂଚାୟତ ସମିତି ଅଧ୍ୟକ୍ଷ୍ୟା ଭାବନା ସିଂ ଙ୍କ ନେତୃତ୍ୱ ରେ ପାଇକମାଳ ବ୍ଳକ ର ସମସ୍ତ ସମିତି ସଭ୍ୟ / ସଭ୍ୟା ଓ ସରପଞ୍ଚ ଙ୍କ ଉପସ୍ଥିତିରେ ପାଇକମାଳ ଅରବିନ୍ଦ ସ୍କୁଲ ଯୋଉଟା କି ପାଇକମାଳ ବ୍ଳକ ଜଗାରେ ଅସ୍ଥାୟୀ ଭାବରେ ଅଛି ତାକୁ ଖାଲି କରିବା ପାଇଁ…
ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳ ତରଫରୁ ଜଳସେବା ଉଦଘାଟିତ
ଜଗତସିଂହପୁର//ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ନିକଟରେ ଏକ ଜଳସେବା ଉଦଘାଟିତ ହୋଇଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର,…
ଆବୁ ଧାବିରୁ ଓଡିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରୁ ଓଡିଆ ଯୁବକ ବିଭୁତି ଭୁଷଣ ଜେନାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବାପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଯାଜପୁର…