Sign in
Sign in
Recover your password.
A password will be e-mailed to you.
ସ୍କୁଲରେ ଅନୁପସ୍ଥିତି ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ: ପାଚିକାଙ୍କ ଦରମା ବନ୍ଦ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କଲ୍ୟାଣପୁର ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଦେଇଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ଆଜି ନିଲମ୍ବନ କରାଯାଇଛି । ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୪୬୬୧ ଅନୁସାରେ ନିଲମ୍ବନ ଆଦେଶ ବଳବତର ରହିଥିବା ଯାଏଁ…
ବିଜ୍ଞାନ ଶିକ୍ଷାର ପ୍ରସାର କରିବ ‘ମୋ ସ୍କୁଲ୍’
‘ମୋ ସ୍କୁଲ୍ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ଆର୍ଥିକ ସହାୟତା ଦେଲେଣି ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ
୩ୟ ପର୍ଯ୍ୟାୟରେ ରୂପାନ୍ତରିତ ହେବ ୩୦ ଜିଲ୍ଲାର ୨ ହଜାରରୁ ଊଦ୍ଧ୍ୱର୍ ଉଚ୍ଚ…
ଟିକିରି ଥାନା ଅଧିକାରୀ କାଶୀପୁର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ :କାଶୀପୁର ମେଡ଼ିକାଲ ପରିସରରେ ସ୍ଥାନୀୟ ସାମ୍ବାଦିକ ଙ୍କୁ ଟିକିରି ଥାନା ଅଧିକାରୀ ଙ୍କର ଦୁର୍ବ୍ୟବହାର ଅଭିଯୋଗ । ଅଭିଯୋଗ ର ସମାଧାନ ଓ ଆଗକୁ ସମନ୍ୱୟ ବଜାଇ ରଖିବାକୁ ରାୟଗଡା ଜିଲ୍ଲା ପୋଲିସ ଅଧିକ୍ଷକ ଙ୍କ ନିକଟରେ କାଶୀପୁର ସାମ୍ବାଦିକ ଙ୍କ ଦାବି । ସାରା…
“ଶାସନତନ୍ତ୍ର ନିଜକୁ ସର୍ବ ଶକ୍ତିମାନ ନ ଭାବୁ”
ବିକାଶ ନାମରେ ପୁରୀ ଧାମର ଅସ୍ତିତ୍ବ ଓ ଆଦର୍ଶ ବିଲୋପର ମାର୍ଗ ପ୍ରସ୍ତୁତ କରୁଛି: ଶଙ୍କରାଚାର୍ଯ୍ୟ
ପୁରୀ (ଅନିମେଶ ପଟ୍ଟନାୟକ): ବିକାଶ ନାମରେ ହୋହଲ୍ଲା ପୁରୀ ଧାମର ଅସ୍ତିତ୍ବ ଓ ଆଦର୍ଶ ବିଲୋପର ମାର୍ଗ ପ୍ରସ୍ତୁତ କରୁଛି । ବିକାଶ କୁ ବିରୋଧ କରୁନି ହେଲେ ବିକାଶ ନାମରେ ତୀର୍ଥସ୍ଥଳୀକୁ…
ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରନ୍ତୁ : ବିଜେଡି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ
ଲୋକଙ୍କ ମତାମତ ପାଇଁ ପବ୍ଲିକ ଡୋମେନରେ ପ୍ରକଳ୍ପଟି ରଖାଯାଇଥିଲା
ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଛି ପ୍ରକଳ୍ପ
ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ସବୁଦଳର ନେତା…
ତମ୍ବା ତାର ଚୋରି ଅଭିଯୋଗ ରେ ଜଣେ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଅଧିନସ୍ତ ସରେଇକେଲା ଗ୍ରାମ ର ଗୋବିନ୍ଦ ବାରିକ ଙ୍କ ଗଭୀର ନଳକୂପ ଟ୍ରାନ୍ସଫର୍ମର ରୁ ତମ୍ବାତାର କଏଲ ଚୋରି କରୁଥିବା ବେଳେ ଉକ୍ତ ଗ୍ରାମର ମହେଶ ଷଣ୍ଢ ଙ୍କୁ କିଛି ଜଣ ଗ୍ରାମବାସୀ ଅଟକ ରଖି ଜଗଦଲପୁର ଥାନା କୁ ଖବର ଦେଇଥିଲେ।ଥାନା ଅଧିକାରୀ…
ଅଭିଭାବକମାନଙ୍କର ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢ଼ିଛି :ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଥିବା ୫-‘ଟି’ ଅନ୍ତର୍ଗତ ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପ୍ରଶିକ୍ଷଣ ଏବଂ ଦିଗ୍ଦର୍ଶନ…
ସଡକ ଦୁର୍ଘଟଣାରେ ସାମ୍ବାଦିକ ତଥା ଆଇନୀଜୀବୀ ବିକାଶ ନାୟକଙ୍କ ଦେହାନ୍ତ
ଚିଲିକା :(ସେକ କୌଶର )ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଙ୍କୁଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି l ମୃତକ ବାଲୁଗାଁ ଅଞ୍ଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ବୋଲି ଜଣା ପଡିଛି ।…
ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟବିବାହର ସଚେତନତା ଓ ବାଲ୍ୟବିବାହ ବନ୍ଦ କରିବା ପାଇଁ ଶପଥ ପାଠ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜନସାଧାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତହୋଇଯାଇଅଛି। ଗ୍ରାମ ସ୍ତରରେ…
ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ସଂସ୍କୃତ ବିଭାଗ ତରଫରୁ ଜିଲ୍ଲାପାଳ ସମ୍ମିଳିନ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ…