ବିଜୁ ଜନତା ଦଳର ପୁନର୍ଗଠିତ ବିଶାଳ ଯୁବ ବାହିନୀ

0
  • ରାଜ୍ୟ କମିଟିରେ ସଭାପତିଙ୍କୁ ଛାଡି ୧୫୯ ସଦସ୍ୟ

  • ଏହା ସହିତ ନିଯୁକ୍ତ ହେଲେ ୩୫ ସାଙ୍ଗଠନିକ ଜିଲ୍ଲା ସଭାପତି

Biju Janata Dal MP Resigns After Son Does Not Get Ticket For ...

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସଭାପତିଙ୍କୁ ଛାଡି ନବଗଠିତ କମିଟିରେ ଅଛନ୍ତି ୧୫୯ ସଦସ୍ୟ | ଏହି କମିଟିରେ ଏଥିର ୩ ଜଣ କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ଜଣେ ମହାସଚିବ ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକଙ୍କୁ ନିକୁକ୍ତ କରାଯାଇଛି | ଏହାସହିତ ୩୫ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ମଧ୍ୟ ନିକଉକ୍ତି ଦେଇଛି ଦଳ |
କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠନାଥ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଂଜନ ମାର୍ଥା ନିଯୁକ୍ତ ହୋଇଥିବା ବେଳେ ମହାସଚିବ ଭାବେ ଅପରିବର୍ତ୍ତିତ ରହିଛନ୍ତି ଅଭିନେତ୍ରୀ ଏଲିନା ଦାଶ । ସେହିପରି ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ ।
ଜୋନ୍ ସଭାପତି ଭାବେ ବିଜୟ କେତନ ସାହୁ(ଭୁବନେଶ୍ୱର),ଶୁଭ୍ରାଂଶୁ ନାରାୟଣ ମିଶ୍ର(କଟକ), ନଚିକେତା ସ୍ୱାଇଁ(ଗଞ୍ଜାମ), ମନୀନ୍ଦ୍ର ମହାନ୍ତି(ବଲାଙ୍ଗୀର), ଦେବାଶିଷ ପରିଡ଼ା(ସମ୍ବଲପୁର) , ତାପସ ତ୍ରିପାଠୀ(କୋରାପୁଟ) ଓ ଜୟରାମ ଦାସ (ବାଲେଶ୍ୱର)ଙ୍କୁ ନିଯୁକ୍ତି ମିଳିଛି |
ଉପସଭାପତି ଭାବେ ଛବି ମାହାଲି, ସୋଫିଆ ଆଲାମ୍, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଂଜନ ବେହେରା, ମିହିର ରଞ୍ଜନ ପରିଡ଼ା ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅମିତ୍ ଅଗ୍ରୱାଲ୍, ବିଷ୍ଣୁ ପ୍ରସାଦ ଡେଙ୍ଗ, ବାଣୀ କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାୟକ, ଅପର୍ଣ୍ଣା ଦାସ, ଲଗ୍ନଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମିରଂଜନ ଦାସ, ବାସୁଦେବ ସାହା. ବିଭୂତି ପୁହାଣ, ଅଫତାବ ଆଲାମ ଖାଁ, ହୀରାଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତ୍ତିରାୟ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପାର୍ଥ ସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ୍ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତୀଶ ବିଶି, ଅଞ୍ଜନ ବେଜ୍, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସୁବାସ ସ୍ୱାଇଁ, ଅଂଶୁମାନ ରଶ୍ମୀ ସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ମଲ୍ଲିକ(ଜାପାନୀ), କୁମାର ଜଗତ ବଲ୍ଲଭ ମହାରଥ, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ୱାଇଁ, ଅନୱର ଅଲ୍ଲୀ, ଚିତ୍ତରଂଜନ ଦାସ, ପୃଥ୍ୱୀରାଜ ପଣ୍ଡା, ସତ୍ୟଜିତ୍ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି |

Leave A Reply

Your email address will not be published.