ମନ୍ତ୍ରୀ ସୁଶାନ୍ତ ସିଂ ଓ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ବାରିହାଙ୍କର ଉଦ୍ୟମରେ ଗେଷ୍ଟ ହାଉସ ଉଦଘାଟିତ

ଉଦଘାଟିତ ହେଲା ଇକୋ ଟୁରିଜମ ଗେଷ୍ଟ ହାଉସ ବରଗଡ :- ବରଗଡ଼ ଜଙ୍ଗଲ ବିଭାଗର ଅଧିକାରୀ ମାନେ ବାସ୍ତବରେ ବଡ଼ ବିଚିତ୍ର । ସାର ମାନେ ଏତେ କାଢୁଆ ଯେ ସର୍ବାଧିକ ଗୋଟେ ବର୍ଷ ର କାମ କୁ 14 ବର୍ଷ ଲାଗୁଛି । ଆମେ କଥା କହୁଛୁ ବିଶ୍ୱ ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ…

ରାଜ୍ୟପାଳଙ୍କ ଦ୍ୱାରା ସୋଆ ପ୍ରଫେସରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚିତ କରିଛନ୍ତି ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର…

ଆଇଆଇଏମ୍‌ଏମ୍ ଦ୍ୱାରା ସ୍ୱୀକୃତି ପାଇଲା ସମ୍ମମ୍ ବରିଷ୍ଠ ଅଧିକାରୀଙ୍କ ଉପସ୍ଥାପନା

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ମ୍ୟାଟେରିଆଲ୍‌ସ ମ୍ୟାନେଜମେଂଟ ବିଭାଗର ମୁଖ୍ୟ ଶ୍ରୀ ଚଣ୍ଡି ଚରଣ ଭାରତୀଙ୍କ ଦ୍ୱାରା ‘ରୋଲ ଅଫ୍ ସପ୍ଲାଇ ଚେନ୍ ମ୍ୟାନେଜମେଂଟ ଫର୍ କ୍ୱାଲିଟି ପେସେଂଟ କେୟାର’ ଶୀର୍ଷକ ଉପସ୍ଥାପନା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଟେରିଆଲ୍‌ସ ମ୍ୟାନେଜମେଂଟ…

ଓଡ଼ିଶାରେ ବୃଦ୍ଧି ପାଇବ ତାପମାତ୍ରା, ମୌସୁମୀ ଆଗମନ ନେଇ ଅନିଶ୍ଚିତତା

ଭୁବନେଶ୍ୱର : ଉତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ କ୍ୟାନସର ଯାଞ୍ଚ ଶିବିର

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆସନ୍ତା ଶୁକ୍ରବାର ୨୭/୦୫/୨୦୨୨ରିଖ ଦିନ ଜିଲ୍ଲା ମୁଖ୍ୟାଳୟ ରେ ଥିବା ଗୋପାଳଜୀଉ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା କ୍ୟାନସର ଯାଞ୍ଚ ଶିବିର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି। ମାରୱାଡ଼ି ଯୁବା ମଞ୍ଚର…

ଦେବଗଡ଼ ସହରରେ ମାଙ୍କଡ ଉପଦ୍ରବ କୁ ନେଇ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ପୌରାଞ୍ଚଳ ରେ ଗତ କିଛି ବର୍ଷ ଧରି ଚାଲିଥିବା ମାଙ୍କଡ ଉପଦ୍ରବ କୁ ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ କରଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧାଂଶୁ ମୋହନ…

ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

 ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଅଚାନକ ଚଢ଼ାଉ ଉପରେ ଅଧ୍ୟକ୍ଷାଙ୍କ ଗୁରୁତ୍ୱାରୋପ  ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)ସୋନପୁର ଜିଲ୍ଲାର  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ…

ବ୍ରଜରାଜନଗର : ରାଧାରାଣୀଙ୍କ ପାଇଁ କାଲି ପ୍ରଚାର ମୈଦାନରେ ଓହ୍ଳାଇବେ ଭୋଜପୁରୀ ହିରୋ

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଯୋରସୋରରେ ଚାଲିଥିବା ବେଳେ ଆସନ୍ତାକାଲି (27 ତାରିଖ) ଉତ୍ତର ପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଜମଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଖିଳେଶ ଯାଦବଙ୍କ ବିରୋଧରେ ବିଜେପିରୁ ନିର୍ବାଚନ…

ପାଞ୍ଚ ଦିନିଆ ବ୍ଳକସ୍ତରୀୟ “ହେଲଥ ଏଣ୍ଡ୍ ୱେଲନେସ୍ ଆମ୍ବାସଡର୍” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯଶିପୁରର ସଭାଗୃହ ଠାରେ ପାଞ୍ଚ ଦିନିଆ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର "ହେଲଥ ଏଣ୍ଡ୍ ୱେଲନେସ୍ ଆମ୍ବାସଡର୍ ( HWA ) " ଆୟୁସ୍ମାନ୍…

ଦୁଇ ଦିବ୍ୟାଙ୍ଗଙ୍କୁ ଓଡ଼ିଶା-ମୋ ପରିବାର ସହାୟତାରେ କୃତ୍ରିମ ଅଙ୍ଗ ପ୍ରଦାନ

ଭୁବନେଶ୍ୱର- ଆଜି ଓଡ଼ିଶା-ମୋ ପରିବାର ସହାୟତାରେ ଗତକାଲି ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଗଲା । ପ୍ରଥମ ଜଣକ ହେଲେ କଟକ ବାସିନ୍ଦା ୫୮ ବର୍ଷିୟ ଗଗନ ପ୍ରଧାନ ଏବଂ ଅନ୍ୟଜଣେ କଟକ ଜିଲ୍ଲା ବଡ଼ମ୍ବାର ୨୮ବର୍ଷିୟ ଯୁବକ ସୁବାଶିଷ ପାଇକରାୟ । ଏଠାରେ ସୂଚନାଯୋଗ୍ୟ ଯେ,…