ଛେଳି ପାଇଁ ଡାଳ କାଟିବାକୁ ଆସି ଯୁବକର ମୃତ୍ୟୁ

ବରଗଡ :- ଆଜି ଦିପହର ପ୍ରାୟ ସାଢ଼େ ବାରଟା ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଲଉଡମାଲ ଗ୍ରାମ ରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (22)ନାମକ ଜଣେ ଯୁବକର ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହି ଖବର ଗାଁ ରେ ପ୍ରଚାର ହେବା ପରେ ବହୁ ଲୋକ ଘଟଣା ସ୍ଥଳରେ…

ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ଅର୍ଥନୈତିକ କରିଡରରେ ଉଦ୍ୟୋଗ ସ୍ଥାପନ ପାଇଁ ସହମତି

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ କାର୍ଯ୍ୟ ସମୀକ୍ଷା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀନିର୍ମାଣାଧିନ ବିଜୁ ଏକ୍ସପ୍ରେସ୍…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲାର ରାଜସ୍ୱ ଓ ଜମିଜମା ବିଷୟରେ ବିସ୍ତୃତ ସମୀକ୍ଷା ରାଉରକେଲା(ବସନ୍ତ କୁମାର ଜେନା) : ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ବୁଧବାର ଦିନ ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ…

ନୂତନ ଜିଲ୍ଲା ଶାରରିକ ଶିକ୍ଷା ପରିଦର୍ଶକଙ୍କ ଯୋଗଦାନ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ କାର୍ଯ୍ୟରତ…

ବଜାର ନିଲାମ ପ୍ରକ୍ରିୟା ନେଇ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପୌର ପରିଷଦର ଉପାଧ୍ୟକ୍ଷ ଙ୍କ ସହିତ ୬ଜଣ କାଉନସିଲର ମିଳିତ ଭାବରେ ସ୍ୱର ଉଠାଇଛନ୍ତି। ୨ଟି ପ୍ରସଙ୍ଗ ନେଇ ସେମାନେ ତାଙ୍କର ଅସନ୍ତୋଷ ଜାହିର କରିବା ସହ ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ…

ବିଶ୍ୱ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୋନଜ କୁମାର…

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ପ୍ରତାପପୁରଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ସ୍ୱାସ୍ଥ୍ୟଶିବିରରେ ୧୧୦୦ରୁ ଊର୍ଦ୍ଧ୍ୱରୋଗୀଙ୍କ ଅଂଶଗ୍ରହଣ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ ମାସଏଭଳି ଶିବିରର ଆୟୋଜନ କରାଯିବ ବାଲିଆପାଳ: କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପର ଅଂଶବିଶେଷ ଭାବେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ…

ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ କ୍ରୀଡା ପ୍ରତିଭା ଅନ୍ୱେଷଣ ଅଯୋଜିତ

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୋନପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ…

ଜୁନ ୧ରୁ ଜିଲ୍ଲାରେ “ନୋ ହେଲମେଟ ନୋ ପେଟ୍ରୋଲ” ହେବ କଡାକଡି

ସୁବର୍ଣ୍ଣପୁର ( ପ୍ରକାଶ ହାତୀ) ସୋନପୁର ଜିଲ୍ଲା ରେ ସଡ଼କ ସୁରକ୍ଷା ଓ ତତ ସମ୍ୱନ୍ଧୀୟ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଳିକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ…

କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ: ସାଧୁ ମେହେର

ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚିତ ଭୁବନେଶ୍ୱର :କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ । ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି । କବିତା ହେଉଛି…