Sign in
Sign in
Recover your password.
A password will be e-mailed to you.
ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ , ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ ସେବା ବାତିଲ୍
ଭୁବନେଶ୍ୱର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି |A.…
ବାହାଡ଼ାପଦର ଠାରେ “ବିପଦର ବନ୍ଧୁ” ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭଞ୍ଜନଗର/ନିଲୁ ବିଷୋୟୀ : ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିପଦର ବନ୍ଧୁ" ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବାହାଡ଼ାପଦର ଉଛ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ୫୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା…
ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର- ମୟୂରଭଞ୍ଜ ଜିଲ୍ଲାର ଜସିପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷିୟ କ୍ଷିତୀଶ ନାଏକ ବେଙ୍ଗାଲୁରୁ ରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ…
ଆଇସିଏଆଇ ପକ୍ଷରୁ ଜିଏସ୍ଟି ଉପରେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ
ତାଲିମ ନେଲେ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ୨୦୦ରୁ ଉର୍ଧ୍ଵ ଅଧିକାରୀ
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ଅଧିକାରୀ ମାନଙ୍କ ପାଇଁ ଜିଏସ୍ଟି ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ…
ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ସୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ ଗ୍ରାମ୍ୟମୁଖି ପ୍ରଶାସନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…
ଦିବଙ୍ଗତ ଇଂ.ଅରକ୍ଷିତ ପାତ୍ରଙ୍କ ଶୋକସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉତ୍କଳ ହିତୈଷିଣୀ ସମାଜ ଏବଂ ଅବସରପ୍ରାପ୍ତ ବାୟୁସେନା କର୍ମୀ ମାନଙ୍କ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଓଡ଼ିଆ ସାରସ୍ଵତ ସାଧକ ଦିବଙ୍ଗତ ଇଂ. ଅରକ୍ଷିତ ପାତ୍ରଙ୍କ ଏକ ଅଶ୍ରୁଳ…
ଆର୍ମି ଅଫିସରଙ୍କ ସ୍ତ୍ରୀ କୁ ଜମିବାଡ଼ି ବିବାଦ ରେ ମାନସିକ ନିର୍ଯାତନା
ଜଗତସିଂହପୁର /ସୁମନ୍ତ କୁମାର ଦାସ: ପୁରୁଣା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆର୍ମି ଅଫିସରଙ୍କ ସ୍ତ୍ରୀ ଙ୍କୁ ମାନସିକ ନିର୍ଯାତନା l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଜୟଶୋଳ ଗ୍ରାମରେ ଏହି ଗ୍ରାମର ଦିବାକର ସାହୁ ଙ୍କ ବାସଭବନ ଜୟଶୋଳରେ ଜମି ଖାତା ସଂଖ୍ୟା( ୮୫୧/୧୩୧)ଓ…
ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଦାବି ପତ୍ର
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରଘୁନାଥଜୀଉ ବିଜେ ଓଡ଼ଗାଁ ଙ୍କ ମନ୍ଦିର ତଥା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଏବଂ ସୁପରିଚାଳନା ନିମନ୍ତେ ସର୍ବୋପରି ମନ୍ଦିର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଅଞ୍ଚଳ ବାସୀଙ୍କ…
ଶ୍ରୀରାମ ବିହାର ସୌନ୍ଦର୍ଯ୍ୟକରଣ-ପ୍ରସାଦସେବନ ମଣ୍ଡପ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ଶ୍ରୀରାମ ବିହାର ର ସୌନ୍ଦର୍ଯ୍ୟକରଣ ଓ ପ୍ରସାଦସେବନ ମଣ୍ଡପ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଓଡ଼ଗାଁ ବ୍ଳକ୍ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ୱରେ ଏନ୍ଏସି…
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ର ପରିକ୍ରମା ରେ ଆସି ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ। ପୂଜକ ପରିଷଦ ଓ ସୁଆର ସେବକ ପରିଷଦ ର କର୍ମକର୍ତ୍ତା ଶ୍ରୀଜୀଉଙ୍କ ମନ୍ଦିର ର ପାରିପାର୍ଶ୍ୱିକ ଉନ୍ନତି ଏବଂ…