Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲା ସ୍ତରୀୟ ଯୋଗ ଅଲମ୍ପିୟଡ଼ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜ ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଯୋଗ ଅଲମ୍ପିୟଡ଼ ପ୍ରତିଯୋଗିତା…
ଆଦର୍ଶ ବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଗଜପତି ଜିଲ୍ଲା ମୋହନା ବ୍ଲକର ଗୁଣ୍ଡୀମା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖା ଯାଇଥିବା ଷଷ୍ଠ ଶ୍ରେଣୀର ୭୩ ଜଣ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…
ଗୁଦେରପାଲି କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ?
ଗାଇସିଲେଟ: ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ନିମ୍ନ ମାନର ଏକ ମାତ୍ର କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି। ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଗାଁ କୁ ଅଣଦେଖା କରୁଥିବା ଅଭିଯୋଗ ହୋଉଛି। ବିଗତ ବିଜେପୁର ଉପନିର୍ବାଚନ ସମୟରେ ସବୁ…
ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ସୁକିନ୍ଦାରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ‘ଘରଚଟିଆକୁ ଭଲ ପାଆନ୍ତୁ’ ର ଶୁଭାରମ୍ଭ
ସ୍ୱେଚ୍ଛାସେବୀମାନଙ୍କୁ ୪୦ଟି ପକ୍ଷୀ ବସା ବାକ୍ସ ବଣ୍ଟନ
ସୁକିନ୍ଦା: ବର୍ତ୍ତମାନ ସମୟରେ ଘରଚଟିଆଙ୍କ ସଂଖ୍ୟାରେ ଉତ୍ଥାନ ପତ୍ତନ ଦେଖାଯାଉଥିବାବେଳେ ଘରଚଟିଆଙ୍କ ସଂଖ୍ୟାରେ ବୃଦ୍ଧି ଆଣିବା ସମ୍ପର୍କିତ ବାର୍ତ୍ତାର ପ୍ରସାର ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ମେ ୨୩ ତାରିଖ ଦିନ ଓଡ଼ିଶାର…
ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ l
ସୁବର୍ଣ୍ଣପୁର( ପ୍ରକାଶ ହାତୀ) ସୋନପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ…
ସ୍ୱନାମଧନ୍ୟ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡାଃ ସୁନୀଲ କୁମାର କୋଟା ବହୁମୂଲ୍ୟ ପରାମର୍ଶ
ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ଉପଦେଶ l
ସୁବର୍ଣ୍ଣପୁର (ପ୍ରକାଶ ହାତୀ): ସୋନପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶା ର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏବଂ ଜିଲ୍ଲା…
ଶ୍ରୀ ମା ଅଗ୍ନିକୁମାରୀ ଠାକୁରାଣୀଙ୍କ ଘଟଯାତ୍ରା ଉଦ୍ଯାପିତ,
କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ପୋଡାପାଡ଼ି ଠାରେ ଶ୍ରୀ ମାଁ ଅଗ୍ନିକୁମାରୀ ଠାକୁରାଣୀ ଙ୍କ ଘଟ ଯାତ୍ରା ୯ଦିନ ଧରି ପୂଜାର୍ଚ୍ଚନା ହୋଇ ଆସୁଥିଲା ହେଲେ ଆଜି ମା ଙ୍କ ଯାତ୍ରା ଉଦ୍ ଯାପିତ ହୋଇଯାଇଛି। ଏହି ୯ ଦିନ ସ୍ଥାନୀୟ କଳାକାର ମାନେ…
ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ପ୍ରତାପ ଜେନା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ) : ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ଗ୍ରାମ ପଂଚାୟତ ମୁସଲମାନ ସାହିର ଗୋଟିଏ ପରିବାରର ୨ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ମୁସଲମାନ ସାହିର ସେକ୍ କଲାମ୍ ଉଲ୍ଲାଙ୍କ ଗୃହରେ…
ବ୍ୟାଙ୍କ ଅଫ୍ ଇଣ୍ଡିଆର ନେଟ୍ ଲାଭ ୩,୪୦୫ କୋଟି ଟଙ୍କା
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ବର୍ଷ ୨୦୨୧-୨୨ର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳରେ ୬୦୬ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିଥିବା ସହ ବ୍ୟାଙ୍କର ନେଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ତୁଳନାରେ ଶତକଡା ୧୪୨.୩୧ ପ୍ରତିଶତ ଅଭିବୃଦ୍ଧି ଘଟିଥିବା କଥା ବ୍ୟାଙ୍କ…
ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ:ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରୂପାନ୍ତର ଉପକ୍ରମ ଉପରେ ଉପସ୍ଥାପନା
ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣ
ଜାଗା ମିଶନ, ଡ୍ରିଙ୍କ ଫ୍ରମ ଟ୍ୟାପ, ମୁକ୍ତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଆଦି କାର୍ଯ୍ୟକ୍ରମ ଖୁବ କମ୍ ସମୟରେ ସହରାଞ୍ଚଳରେ ରୂପାନ୍ତର ଆଣିଛି
ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଏକ ଟିମ୍ ଭାବରେ…