ଦରିଦ୍ରତା ଦୁଃଖରେ ସରୋଜ ଭୋଇ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭୀଅଣ୍ଡେଇସାହି ଗ୍ରାମ ପଂଚାୟତ ଖର୍ଦାସାହି ଗ୍ରାମରେ ରେ ସରୋଜ ଭୋଇ ସପରିବାରେ ବାସ କରନ୍ତି ଝ ଯିଏକି ପାଞ୍ଚବର୍ଷ ହେଲାଣି ପାରାଲିସ ରୋଗରେ ପୀଡିତ ଅଛନ୍ତି ସରୋଜ ଭୋଇଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଝୁନିବାଳା ଭୋଇ,…

କନିମୁଳ ପଞ୍ଚାୟତ ରେ ମୋ ସେବା କେନ୍ଦ୍ର କମ୍ପୁଟର ଶିକ୍ଷାକେନ୍ଦ୍ର ଉଦଘାଟନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କନିମୁକ ପଞ୍ଚାୟତ ତାରୋତଲ - କୃଷ୍ଣାନନ୍ଦପୁର ରାସ୍ତା କୋଲଟା - ବେରହମପୁର ଛକ ଠାରେ ପ୍ରୋପ୍ରାଇଟର ବିଶ୍ଵନାଥ ପଲାଇ ଙ୍କ ନେତୃତ୍ୱ ରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମୋ ସେବାକେନ୍ଦ୍ର ଓ ବିନାୟକ କମ୍ପୁଟର ଏକାଡେମୀ…

ଜ୍ୟୋତି ଶଙ୍କର ରାୟ ହେଲେ ଭଞ୍ଜନଗର ନୂତନ ଉପଜିଲ୍ଲାପାଳ

ଭଞ୍ଜନଗର/ନିଲୁ ବିଷୋୟୀ. ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କର ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜକୁ ରେଜିଷ୍ଟର ଭାବେ ପଦୋନ୍ନତି ପାଇ ବଦଳି ହୋଇଥିବା ଜଣାପଡିଛି।ଶ୍ରୀ ମିଞ୍ଜ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଭଞ୍ଜନଗର ଉପଜିଲ୍ଲାପାଳ ଦାୟୀତ୍ୱ ରେ ରହି କରୋନା ମୁକାବିଲା ଭଳି…

ବିକାଶ ଏମିତି ଯେ ରାସ୍ତାଟିଏ ନାହିଁ : ଦୁର୍ଗମ ରାସ୍ତା, ଦୋଳାରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାର ଗାଁ ଠାରୁ ସହରର ଦୂରତା କମାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ରାସ୍ତା। ହେଲେ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ। ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ପଞ୍ଚାୟତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନନ୍ଦନକାନନଠାରେ ବହୁତଳ କାର ପାର୍କିଂ ସୁବିଧା ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ…

ଆଇଜର ପୁଣେରେ ଅତ୍ୟାଧୁନିକ ସୁବିଧା ଗବେଷଣା ଏବଂ ନବସୃଜନକୁ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ଆଇଜର,ପୁଣେ ଠାରେ ବିଭିନ୍ନ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ - ଡିପାର୍ଟମେଂଟ୍ ଅଫ୍ ଡାଟା ସାଇନ୍ସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ- ନ୍ୟାସନାଲ ଫାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ ଏଣ୍ଡ୍ ଡିଜିଜ୍‌ର ଉଦଘାଟନ- ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ…

ମଲାଟମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର

 ଭୁବନେଶ୍ୱର :  ବରିଷ୍ଠ ଚିତ୍ର ଶିଳ୍ପୀ ମଲାଟମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ୨୦୨୧ ବର୍ଷ ପାଇଁ  ଧର୍ମପଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି | ସେହି ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ…

ବ୍ରଜରାଜନଗର;ଆମେ ଏବେ ସେକେଣ୍ଡରେ ଅଛୁ, ଜିତିଯାଇପାରୁ

ଭୁବନେଶ୍ୱର : "ବ୍ରଜରାଜନଗରରେ ଆମେ ଦ୍ଵିତୀୟ ଥୟ, ଜିତିବାକୁ ଚେଷ୍ଟା ଚାଲିଛି ।" ବୋଲି ଦୃଢୋକ୍ତି ବାଢ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ | ଆଉ କଣ କହିଲେ କଂଗ୍ରେସ ନେତା ଶ୍ରୀରାଉତ, ଶୁଣନ୍ତୁ | https://youtu.be/hy73SvcE4jw

ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସ୍ୱାର୍ଥବାଦୀ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପକୁ ଗ୍ରାମବାସୀଙ୍କ…

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରାଗଲେ ଗ୍ରାମବାସୀମାନେ ଉପକୃତ ହେବେ ! ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ ରେ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ କିଛି ହୀନ ନ୍ୟଷ୍ଟ ସ୍ୱାର୍ଥ ହାସଲକାରୀ…

ଆମକୁ ଲାଜ ଲାଗିବା କଥା , ଆମ ଘର ମୁରବୀଙ୍କ ପାଇଁ ବାହାର ଲୋକ ମାମଲତି କରୁଛନ୍ତି”

https://youtu.be/mPS6aTg-Rrw ଭୁବନେଶ୍ୱର : " ଆମକୁ ଲାଜ ଲାଗିବା କଥା । ପ୍ରଭୁ ଜଗନ୍ନାଥ ଆମ ମୁରବୀ । ପୁରୀ ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର | କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପୁରୀ ସହରକୁ ଶ୍ରୀହୀନ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି | ଏହା ଏକ ଦକ୍ଷିଣୀ ଚାଲ | ୟା…