ବେଆଇନ ଖଣି କାରବାର : ଶାରଦା ଖଣିରେ ଇଡିର ଚଢ଼ାଉ

0 2

ବଡ଼ବିଲ : ପ୍ରବର୍ତ୍ତନ କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ଶାରଦା ମାଇନ୍ସ ଉପରେ ଅତର୍କିତ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ୍‌ ଖଣି କାରବାର ନେଇ ଇଡି ଏହି ଚଢାଉ କରିଥିବା ସୂଚନା ମିଳିଛି।

ଶାରଦା ମାଇନ୍ସ ଉପରେ ବେଆଇନ୍‌ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା। ଏନେଇ ଆଜି ବଡ଼ବିଲ ସ୍ଥିତ ଶାରଦା ମାଇନ୍ସର ଖଣି କାର୍ଯ୍ୟାଳୟ ସହିତ ସୟାବାଲି ସ୍ଥିତ କଲୋନୀରେ ଥିବା କିଛି ଉଚ୍ଚ ଅଧିକାରୀଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ଖୋଳତାଡ଼ ଚଳାଇଥିବାର ସୂଚନା ମିଳିଛି।

Leave A Reply

Your email address will not be published.