Sign in
Sign in
Recover your password.
A password will be e-mailed to you.
ଏସ.ଟି.ଏଫ ଚଢ଼ଉ ବେଳେ ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ।
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର-ପାଇକମାଲ-ନୂଆପଡ଼ା ବିଜୁଏକ୍ସପ୍ରେସ ରୋଡ଼ ପାଇକମାଲ ଠାରୁ ୧୫କିମି ଦୂରତା ସାହିପଲ୍ଲା ଠାରେ ପୂର୍ଵଯୋଜନା ମୁତାବକ ଗ୍ରାହକ ରୂପେ ସ୍ପେଶାଲ ଟାସ୍କ ଫୋର୍ସ ଦଳ ଜଗି ବସିଥିଲେ।ସେଠାରେ ବନ୍ୟଜନ୍ତୁ ନେଇ ଏକ ଡିଲ ହୋଇଥିଲା।ଏହି ଚୁକ୍ତି ମୁତାବକ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ; ପୋଲିସ ର ତଦନ୍ତ ଆରମ୍ଭ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ମହାଜନପୁର ୯ନଂ ୱାର୍ଡ ର ଜଣେ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଛି । ସୂଚନାଯୋଗ୍ୟ କି ଘଟଣା ଘଟିଛି ମାଉସୀ ପୁଅ, ଶଳା ଓ ଭିଣେଇ ମଧ୍ୟରେ । ନିଶ୍ଚିନ୍ତକୋଇଲି ଥାନା ଓ ତହସିଲ ନିକଟସ୍ତ, ମହାଜନପୁର ର…
ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ…
ବିଷାକ୍ତ ଜନ୍ତୁ କାମୁଡା ରେ ଯୁବକର ମୃତ୍ୟୁ
ଭଞ୍ଜନଗର : ରାତିରେ ଖାଇପିଇ ଶୋଇଥିବା ସମୟରେ ଘର ଭିତରେ କୌଣସି ବିଷାକ୍ତ ଜନ୍ତୁ କାମୁଡ଼ିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ବୁଢାପଦର ଗ୍ରାମର ଦ୍ବିତୀକୃଷ୍ଣ କହଁରଙ୍କ ପୁଅ ପ୍ରକାଶ କହଁର(୨୩)। ପ୍ରକାଶ ଗତକାଲି ରାତିରେ ଖାଇସାରି…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାହାଙ୍ଗା ଗସ୍ତ ପରିପ୍ରେକ୍ଷୀରେ ମାହାଙ୍ଗା ବିଜେପି ତରଫରୁ ପ୍ରସ୍ତୁତି ବୈଠକ
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ବ୍ଲକ ପୋଡ଼ାମରାଇ ସ୍ଥିତ ବିଜେପି କାର୍ଯ୍ୟାଳୟରେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ସଂଯୋଜନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ମେ ୩୧ ତାରିଖ ଦିନ ମାହାଙ୍ଗା ଗସ୍ତ ପରୀପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ…
୨୭ରୁ କିଟରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ମେ୨୭ ଓ ୨୮ ଦୁଇଦିନ ଧରି ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଟ୍ ବିଶ୍ୱବିଦ୍ୟାଳୟ, କିସ୍ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ୍ ସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର…
ମୋ ସରକାର ସମୀକ୍ଷା : ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ, ସମୁଦାୟ ୩୧ ବିଭାଗ ହେଲେ ସାମିଲ
ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ.
ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ନାଉଗାଁ ବ୍ଲକ୍ ଯୁବ ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗନ୍ଧନ ଠାରେ ଯୁବ ବିଜେଡ଼ି ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲା…
ଗଜପତି ଜିଲ୍ଲା ଶିକ୍ଷା ବିଭାଗର ମାସିକ ସମୀକ୍ଷା ଵୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଶ କୁମାର ନାୟକ…
ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାର ବଡ ସଫଳତା: ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଲା
୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ, ଏହା ସାରା ଦେଶରେ ସର୍ବାଧିକ ହ୍ରାସ
ସ୍ପାସ୍ଥ୍ୟ ବିଭାଗମହିଳା ଓ ଶିଶୁ କଲ୍ୟାଣ , ମିଶନ ଶକ୍ତି ବିଭାଗ ଓ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡିଶା କ୍ରମାଗତଭାବେ…