ଜଗତସିଂହପୁରର ସାହାରାଢିଅ ଗ୍ରାମର ପରିଦର୍ଶନ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମ ପଞ୍ଚାୟତ ସାହାରାଢିଅ ଗ୍ରାମ ପରିଦର୍ଶନ କରି ଶୁଖିଲା ଏବଂ ଗରମ ରନ୍ଧା ଖାଦ୍ୟ, ପଶୁ ଫିଡ୍, ପଲିଥିନ, ଔଷଧ, ପାନୀୟ ଜଳ, ସାନିଟାରୀ ନାପକିନ୍, ମ୍ୟାଚ୍ ବକ୍ସ ବଣ୍ଟନ ସମ୍ପର୍କରେ ବନ୍ୟା ପ୍ରଭାବିତ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ସବ୍ କଲେକ୍ଟର ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ତହସିଲଦାର, କୁଜଙ୍ଗ ଶ୍ରୀମତୀ ପ୍ରୀତିପର୍ଣ୍ଣା ଷଢଙ୍ଗୀ, DIPRO, ଉପଜିଲ୍ଲାପାଳ , ଶ୍ରୀ ଦେବୀ ମହାନ୍ତି, ସରପଞ୍ଚ ଉପସ୍ଥିତ ଥିଲେ |

Leave A Reply

Your email address will not be published.