ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ସ୍ଥିତ ବୈକୁଣ୍ଠନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ପାଲ ଙ୍କ ସଭାପତିତ୍ୱ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଦୁପୁର ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ବାରିକ,ମୁଖ୍ୟବକ୍ତା ବରିଷ୍ଟ ଆଇନୀଜୀବୀ ସୁରପ୍ରସାଦ ବାରିକ, ସଂମ୍ମାନିତ ଅତିଥିଭାବେ ସି ଆର ସି ସବୀର ଅଲ୍ଲୀ,ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣଚନ୍ଦ୍ର ବାରିକ,ଉପସଭାପତି ଗୀତାଞ୍ଜଳି ସ୍ୱାଇଁ | ସଭ୍ୟ ନୀଳମଣି ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ପୋଷାକ,ଜୋତା ବିତରଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଜୋଛନାରାଣୀ ସ୍ୱାଇଁ,ପ୍ରିୟଙ୍କା ଓଝା,ପୁଷ୍ପାଞ୍ଜଳି ସାହୁ,ରୀନା ସାମନ୍ତରାୟ, ବିଷ୍ନୁପ୍ରିୟା ତ୍ରିପାଠୀ,ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ପରିଚାଳନା କରଥିଲେ |
Sign in
Sign in
Recover your password.
A password will be e-mailed to you.