Sign in
Sign in
Recover your password.
A password will be e-mailed to you.
ଓଡିଶା ଖଣି ନିଗମ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକଙ୍କ ସୁନ୍ଦରଗଡ଼ ଗସ୍ତ।।
କୋଇଡାରେ ଛାତ୍ରଛାତ୍ରୀ ଙ୍କ ଲାଗି ଦୁଇଟି ବସ ଲୋକାର୍ପିତ।
ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ…
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଏକ ଗୋଦାମ ଘରୁ ୩ ଲକ୍ଷ ଟଙ୍କାର ମହୁଲ ଜବତ, ୧ ଗିରଫ
ରାଉରକେଲା( ବସନ୍ତ କୁମାର ଜେନା); ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଶ୍ରା ଅଞ୍ଚଳରେ ଥିବା ଏକ ଗୋଦାମରେ ଚଢ଼ାଉ କରି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହୁଲି ଜବତ କରାଯିବା ସହ ୪ଟି ଗାଡ଼ି ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଉକ୍ତ ଚଢ଼ାଉରେ ରାଉରକେଲା ଅବକାରୀ ବିଭାଗର ଆଇଆଇସି ସ୍ନେହଲତା…
ଆର୍ଥୀକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମୋଦି ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତି: ସମୀର ମହାନ୍ତି
ଆର୍ଥିକ ଦୁର୍ବଳ ବର୍ଗଙ୍କ କଲ୍ୟାଣ ପାଇଁ ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର: ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ; ଅନ୍ତ୍ୟୋଦୟ; ସେବା ହିି ସଂଗଠନ; ରାଷ୍ଟ୍ର ସର୍ବୋପରୀ; ଗ୍ରାମାଂଚଳ, ଗରୀବ,…
ସଚେତନତା, ସତର୍କତା ଦ୍ୱାରା ଧନଜୀବନ ହାନିକୁ ରୋକାଯାଇପାରିବ
ପୁରୀ (ଅନିମେଶ ପଟ୍ଟନାୟକ): ସଚେତନତା ଓ ସତର୍କତା ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ସହ ଧନଜୀବନ ହାନି କୁ ରୋକାଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ସାହୁ ମତପ୍ରକାଶ କରିଛନ୍ତି। ଶୁକ୍ରବାର ପୁରୀ ଟାଉନ ହଲ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା…
ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ l
ସୁବର୍ଣ୍ଣପୁର (ପ୍ରକାଶ ହାତୀ): ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖ ରେ ଅନୁଷ୍ଠିତ ହେବ l ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟି କୁ ବିପର୍ଯ୍ୟୟ ରୁ ରକ୍ଷା କରିବା ଏହାର…
ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ l
ସୁବର୍ଣ୍ଣ ପୁର ( ପ୍ରକାଶ ହାତୀ) ଆଜି ପୂର୍ବାହ୍ନ ରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ର ଅନ୍ତିମ ପର୍ଯ୍ୟାୟ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷ ରେ ବିଭିନ୍ନ ଷ୍ଟେକ ହୋଲଡର ଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଙ୍କ…
‘ବିଶ୍ଵ ରକ୍ତଦାତା ଦିବସ’ ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଅଭିଯାନ
ଭୁବନେଶ୍ୱର–ସାଧାରଣତଃ, ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ସଂଗ୍ରହ ଖୁବ୍ କମ୍ ପରିମାଣର ହୋଇଥାଏ । ସେଥିପାଇଁ ଥାଲାସେମିଆ, ସିକିଲସେଲ ଓ ରକ୍ତହୀନତା ଆଦି ରୋଗରେ ପୀଡ଼ିତ ରୋଗୀମାନେ ରକ୍ତ ପାଇଁ ଡହଳ ବିକଳ ହୋଇଥାନ୍ତି । ଦୈନନ୍ଦିନ ଲୋକମାନଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ମାନ୍ୟବର…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଶେଷ ଦିନରେ ୫ଟି ଜିଲ୍ଲାର 416 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଦୁଇଟି ପର୍ଯ୍ୟାୟରେ 3981ଟି ସ୍କୁଲ ରୂପାନ୍ତରିତ
ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି : ମୁଖ୍ୟମନ୍ତ୍ରୀ
ଆମ ସ୍କୁଲ ଏବେ ଉତ୍କର୍ଷ ର କେନ୍ଦ୍ର ହୋଇପାରିଛି: ଛାତ୍ରଛାତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ…
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗସ ରେ ପୁଣି ଥରେ ସୋଆ ସ୍ଥାନିତ
ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ରାଙ୍କିଙ୍ଗରେ ସ୍ଥାନ ପାଇଛି ସୋଆ । ବୁଧବାର ଏହି…
ନ୍ୟାସନାଲ ଇଂଟେନସିଭ କେୟାର ସପ୍ତାହ ପାଳନ ଅବସରରେ ସମ୍ମମ୍ ପକ୍ଷରୁ ମାରାଥନ୍ ଆୟୋଜିତ
ଭୁବନେଶ୍ୱର : ନ୍ୟାସ୍ନାଲ୍ ଇଂଟେନ୍ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି…