ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ପିସିସି ସମ୍ପାଦକ ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବନେତା ଉପେନ୍ଦ୍ର ନାଥ ଦାସ, ପୂର୍ବତନ ସରପଞ୍ଚ ପବନି ଭୋଇ ପ୍ରମୁଖ ଜଗତସିଂହପୁର ବ୍ଲକର କଂଗ୍ରେସ ସମର୍ଥିତ ସଭ୍ୟ ଓ ସରପଞ୍ଚ ମାନଙ୍କ ସହିତ ଜଗତସିଂହପୁର ଜିଲ୍ଲାପାଳ,ପିଡି,ଡିଆର୍.ଡିଏ ବ୍ଲକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.